Panchang Today 22th March 2024: ଜାଣନ୍ତୁ ଆଜିର ତିଥି ନକ୍ଷତ୍ର ସହ ଶୁଭ ସମୟ ଓ କାଳବେଳା
Trending Photos
Panchang Today 22th March 2024: ଅଦ୍ୟ ମାର୍ଚ୍ଚ ମାସ ୨୨ ତାରିଖ ୨୦୨୪ ମସିହା(ଶୁକ୍ରବାର)
ଶକାବ୍ଦ -୧୯୪୫
ସମ୍ବତ -୨୦୮୦
ଦିଲ୍ଲୀସ୍ୱରାଦ୍ଧ-୧୪୩୧
ସମ୍ବତ୍ସର-ପିଙ୍ଗଳ
ଫାଲଗୁନମାସ- ଶୁକ୍ଳପକ୍ଷ
ତିଥି- ତ୍ରୟୋଦଶୀ
ନକ୍ଷତ୍ର- ମଘା
ଚନ୍ଦ୍ର-ସିଂହ
ଯୋଗ- ଧୃତି
କରଣ - କୌଲବ
ସୌରମାସ- ମୀନ ୦୯ ଦିନ
ସୁର୍ୟୋଦୟ-ପ୍ରାତଃ ଘ୦୫/୫୩/୩୯
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୫/୩୯
ଯୋଗିନୀ ଦକ୍ଷିଣେ
ତ୍ରୟୋଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
କର୍କଟ ଓ ମକର ରାଶିର ଘାତଚନ୍ଦ୍ର
ବିଛା,ଧନୁ ଓ ମୀନ ରାଶି ର ଘାତବାର
କାଳବେଳା ଓ ବାରବେଳା - ଦିବା ଘ୦୮/୫୦ ଗତେ ଘ୧୧/୫୧ ମଧ୍ୟେ
ବିଶୁଦ୍ଧ ଅମୃତ ବେଳ। - ଦିବା ଘ୦୭/୨୯ ମଧ୍ୟେ ଓ ଘ୦୧/୦୩ ଗତେ ଘ୦୨/୪୦ ମଧ୍ୟେ ଓ ଘ୦୪/୧୫ ଗତେ ଘ୦୫/୫୧ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୧୦/୪୧ ଗତେ ଘ୦୧୧/୨୪ ମଧ୍ୟେ
ଅଦ୍ୟ ବାଇଗଣ ଭକ୍ଷଣ ନିଷେଧ
ତଥ୍ୟ- ଜ୍ୟୋତିଷ ଡ:ବାୟୁନନ୍ଦନ ମିଶ୍ର
Also Read- Budhaditya Yog: ଆଜି ବୁଦ୍ଧାଦିତ୍ୟ ଯୋଗ, ୫ଟି ରାଶିକୁ ମିଳିବ ଶୁଭଫଳ
Also Read- Shukra Gochar 2024: ୩୧ ମାର୍ଚ୍ଚରେ ମୀନ ରାଶିରେ ଶୁକ୍ର ଚଳନ, ୩ ରାଶିକୁ ବଡ଼ ଫାଇଦା