Advertisement
Photo Details/zeeodisha/odisha2460957
photoDetails0hindi

Lucky Zodiac Sign: ୬ ଅକ୍ଟୋବରରେ ରବି ଯୋଗର ଶୁଭ ସମକକ୍ଷ, ୫ ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 6 October 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ନବରାତ୍ରୀର ଚତୁର୍ଥ ଦିନରେ ସୃଷ୍ଟି ହୋଇଥିବା ଶୁଭ ଯୋଗ ପ୍ରଭାବରୁ ୫ଟି ରାଶିର ବ୍ୟକ୍ତି ଶୁଭଫଳ ପାଇବେ 

1/6

2/6

3/6

ମକର ରାଶି

ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ଆନନ୍ଦଦାୟକ । ପରିବାର ସହିତ ସମୟ ଅତିବାହିତ କରିବାର ସୁଯୋଗ ପାଇବେ । ପୈତୃକ ସମ୍ପତ୍ତି ପାଇବାର ସମ୍ଭାବନା ରହିଛି । ପିଲାମାନଙ୍କଠାରୁ ଭଲ ଖବର ଶୁଣିବାକୁ ପାଇପାରନ୍ତି । କୌଣସି କାର୍ଯ୍ୟ ଦୀର୍ଘ ସମୟ ପାଇଁ ବିଚାରାଧୀନ ଥିଲେ ତାହା ଶେଷ ହେବ । ବ୍ୟବସାୟୀମାନେ ବିନିଯୋଗ କରିବାର ସୁଯୋଗ ପାଇବେ । ନୂଆ ତଥା ସୁସ୍ୱାଦୁ ଖାଦ୍ୟର ମଜା ନେବେ । ସୋସିଆଲ ମିଡିଆରେ ଆପଣଙ୍କର ଅନୁସରଣକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବ । ଅନଲାଇନ୍ ସପିଂ କରିବାର ସୁଯୋଗ ପାଇବେ ।

4/6

5/6

କୁମ୍ଭ ରାଶି

ଆପଣଙ୍କ ପାଇଁ ଦିନଟି ଅନୁକୂଳ ହେବାକୁ ଯାଉଛି । ମାତା ଦୁର୍ଗାଙ୍କ ଆଶୀର୍ବାଦରୁ ହଠାତ୍ ଆର୍ଥିକ ଲାଭ ହେବାର ସମ୍ଭାବନା ରହିଛି । ଧନ ବୃଦ୍ଧି ହେବା କାରଣରୁ ଆପଣଙ୍କ ମନ ଖୁସି ରହିବ । ବିଦେଶ ଯିବାର ସ୍ୱପ୍ନ ଦେଖୁଥିଲେ ଇଚ୍ଛା ପୂରଣ ହୋଇପାରେ । ନବରାତ୍ରୀ କାରଣରୁ ଆପଣ ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ । ପୂଜା ପାଠ ଆପଣଙ୍କୁ ମାନସିକ ଶାନ୍ତି ପ୍ରଦାନ କରିବ । ବ୍ୟବସାୟ କ୍ଷେତ୍ରରେ ନୂତନ ସୁଯୋଗ ପାଇବେ । ଛାତ୍ରଛାତ୍ରୀମାନେ ନୂଆ ସୁଯୋଗ ପାଇବେ । ଆପଣଙିକ ଖ୍ୟାତି ସମାଜରେ ବଢିବାକୁ ଲାଗିବ ।

6/6

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।