Akshaya Tritiya 2023: ଅକ୍ଷୟ ତୃତୀୟା ଏହିପରି ଅନେକ କାର୍ଯ୍ୟ ରହିଛି ଯାହା ଅକ୍ଷୟ ତୃତୀୟା ଦିନ ଭୁଲରେ ମଧ୍ୟ କରାଯିବା ଉଚିତ୍ ନୁହେଁ । ଏସବୁ କାମ କରିବା ଦ୍ବାରା ଧନର ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇଥାଆନ୍ତି । ଫଳରେ ଘରକୁ ଦ୍ରାରିତା ମାଡ଼ି ବସିଥାଏ । ଆସନ୍ତୁ ସେ ନେଇ ଆଲୋଚନା କରିବା ।
Trending Photos
Akshaya Tritiya 2023: ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ବୈଶାଖ ମାସ ଶୁକ୍ଲ ପକ୍ଷ ତୃତୀୟା ତିଥିରେ ଏହା ପାଳନ କରାଯାଏ । ଏହି ଦିନ ବିନା କୌଣସି ଶୁଭ ମୁହୁର୍ତ୍ତରେ ବିବାହ ପରି ଶୁଭ କାର୍ଯ୍ୟ କରାଯାଇପାରିବ । ଏହି ଦିନ ସୁନା, ରୂପା ଓ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷ କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ । ଦୁର୍ଭାଗ୍ୟକୁ ଭାଗ୍ୟରେ ପରିଣତ କରିବା ଲାଗି ଅକ୍ଷୟ ତୃତୀୟାକୁ ସର୍ବୋତ୍ତମ ଦିନ ଭାବରେ ବିବେଚନା କରାଯାଇଥାଏ । କୁହାଯାଏ, ଏହି ଦିନରେ କରାଯାଇଥିବା କୌଣସି କାର୍ଯ୍ୟ ଫଳପ୍ରଦ ଓ ଶୁଭ ବୋଲି ବିବେଚନା କରାଯାଇଥାଏ । ତେଣୁ ଯେଉଁ ଲୋକମାନଙ୍କୁ ଘର ପ୍ରତିଷ୍ଠା, ବିବାହ ଭଳି କାର୍ଯ୍ୟ ପାଇଁ ଶୁଭ ସମୟ ମିଳିନଥାଏ , ସେମାନେ ଅକ୍ଷୟ ତୃତୀୟା ଦିନ ଏହି ସମସ୍ତ ଶୁଭ କାର୍ଯ୍ୟ କରିଥାଆନ୍ତି । ଶାସ୍ତ୍ରରେ କୁହାଯାଇଛି, ଏହିପରି ଅନେକ କାର୍ଯ୍ୟ ରହିଛି ଯାହା ଅକ୍ଷୟ ତୃତୀୟା ଦିନ ଭୁଲରେ ମଧ୍ୟ କରାଯିବା ଉଚିତ୍ ନୁହେଁ । ଏସବୁ କାମ କରିବା ଦ୍ବାରା ଧନର ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇଥାଆନ୍ତି । ଫଳରେ ଘରକୁ ଦ୍ରାରିତା ମାଡ଼ି ବସିଥାଏ । ଆସନ୍ତୁ ସେ ନେଇ ଆଲୋଚନା କରିବା ।
Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।