ବାୟୁସେନା MiG-29 ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ଆଗ୍ରାରେ ପଡ଼ିବା ପରେ ଲାଗିଲା ନିଆଁ
Advertisement
Article Detail0/zeeodisha/odisha2500591

ବାୟୁସେନା MiG-29 ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ଆଗ୍ରାରେ ପଡ଼ିବା ପରେ ଲାଗିଲା ନିଆଁ

Agra Plane Crash: ବିମାନଟି ପଞ୍ଜାବର ଆଦାମପୁରରୁ ଆଗ୍ରା ଯାଉଥିଲା। ବିମାନଟି ଭୂମିରେ ପଡ଼ିବା ପରେ ହଠାତ୍ ନିଆଁ ଲାଗିଯାଇଥିଲା । କିନ୍ତୁ ଏହାପୂର୍ବରୁ ପାଇଲଟ୍ ପାରାଚ୍ୟୁଟ୍ ସାହାଯ୍ୟରେ ଡେଇଁ ଜୀବନ ରକ୍ଷା କରିଥିଲେ।

ବାୟୁସେନା MiG-29 ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ଆଗ୍ରାରେ ପଡ଼ିବା ପରେ ଲାଗିଲା ନିଆଁ

MiG-29 Fighter Jet: ଉତ୍ତରପ୍ରଦେଶର ଆଗ୍ରା ନିକଟରେ ବାୟୁସେନାର ମିଗ୍ -29 ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ପଞ୍ଜାବ ଆଦାମପୁରରୁ ଆଗ୍ରା ଅଭିମୁଖେ ଯାଉଥିଲା । ବିମାନଟି ମାଟିରେ ପଡ଼ିବା ମାତ୍ରେ ହଠାତ୍ ନିଆଁ ଲାଗିଯାଇଥିଲା । 

ସୌଭାଗ୍ୟବଶତଃ ଏହାପୂର୍ବରୁ ପାଇଲଟ୍ ଚତୁରତାର ସହ ପାରାଚ୍ୟୁଟ୍ ସାହାଯ୍ୟରେ ତଳକୁ ଡେଇଁ ଜୀବନ ରକ୍ଷା କରିଥିଲେ। ବାୟୁସେନା ଅଧିକାରୀ କହିଛନ୍ତି ଯେ, ଦୁର୍ଘଟଣାର ତଦନ୍ତ କରାଯିବ । ତେବେ ପ୍ରକୃତରେ କେଉଁ କାରଣ ପାଇଁ ଏପରି ଅଘଟଣ ଘଟିଲା ତାହା ଜଣାପଡିନାହିଁ । ଏହାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ଯୁଦ୍ଧ ବିମାନରୁ ନିଆଁ ବାହାରୁଥିବା ଦେଖିବାକୁ ମିଳିଛି ।

Also Read- ନୂଆଦିଲ୍ଲୀରେ କେନ୍ଦ୍ରୀୟ ହିନ୍ଦୀ ସମିତିର ୩୨ତମ ବୈଠକରେ ୬ଟି ପ୍ରସ୍ତାବ ରଖିଲେ ମୁଖ୍ୟମନ୍ତ୍ରୀ

Also Read- Grah Gochar 2024: ସୂର୍ଯ୍ୟ ସହ ଚନ୍ଦ୍ରଙ୍କ ପ୍ରଭାବ, ୩ ରାଶିରେ ହେବ...