Advertisement
Photo Details/zeeodisha/odisha2469482
photoDetails0hindi

Cuttack Druga Puja 2024: ଦେଖନ୍ତୁ କଟକ ଦୁର୍ଗା ପୂଜାର କିଛି ଝଲକ୍, ବାସ୍ ଗୋଟିଏ କ୍ଲିକ୍ ରେ....

Cuttack Druga Puja 2024: ଧରାପୃଷ୍ଟରେ ଅବତରଣ କରିଛନ୍ତି ମାଆ।  ମାଆଙ୍କ ଆଗମନଙ୍କୁ ନେଇ ଉତ୍ସାହିତ କଟକିଆ। ଆଜି ମଣ୍ତପରେ ମାଆଙ୍କ ମହାନବମୀ ପୂଜା ଚାଲିଛି।  କଟକରେ ୧୪ ତାରିଖରେ ମାଆଙ୍କ ଭସାଣୀ ଉତ୍ସାବ ଅନୁଷ୍ଠିତ ହେବ। 

2/6
ଦେବୀଗଡା ଭସାଣୀ ପ୍ରସ୍ତୁତି ଅନୁଧ୍ୟାନ କରିଛନ୍ତି। କଟକ ମହାନଗର ନିଗମ ମେୟର , ସ୍ଥାନୀୟ କର୍ପୋରେଟର  ତଥା ଅନ୍ୟ ଅଧିକାରୀ।  

3/6
ଏନେଇ କାଠଯୋଡି ପଠାରେ ମୂର୍ତ୍ତୀ ବିସର୍ଜନ ପାଇଁ ୩ଟି ଅସ୍ଥାୟୀ କୃତ୍ରିମ ପୋଖରୀ କରାଯାଉଛି । 

4/6
ନଦୀ ପଠାରେ ପାଣି କମ୍ ଥିବାରୁ  ବଡ଼ ପମ୍ପ ଜରିଆରେ ପାଣି ଭର୍ତ୍ତି କରିବାକୁ ଯୋଜନା ରଖାଯାଇଛି। ଦେବୀଗଡାରେ ପରିମଳ, ପାନୀୟ ଜଳ ଓ ଆଲକୀକରଣ ଉପରେ ବିଶେଷ ଧ୍ୟାନ ଦିଆଯାଇଛି। 

5/6
ସେହିପରି ଚଳିତ ବର୍ଷ ଦୁର୍ଗା ପୂଜା ଭସାଣିକୁ ନେଇ କଟକଣା ଜାରି ହୋଇଛି। ଭସାଣୀ ସମୟରେ ଡିଜେ ନ ବଜାଇବା ପାଇଁ ନିସ୍ପତ୍ତି ହୋଇଥିବା ବେଳେ, ଏବେ ଲେଜର ଲାଇଟ୍ ଓ ଫାୟାରଗନ୍ ଉପରେ ବି କଟକଣା ଲାଗିଛି। 

6/6
ସେହିପରି ଚଳିତ ଥର ଦୁର୍ଗା ପୂଜା ଭସାଣିରେ ଡିଜେ ପରିବର୍ତ୍ତେ ପାରମ୍ପାରିକ ବାଦ୍ୟ ବାଜାଇବାକୁ ଅନୁମତି ମିଳିଛି। ରାତି ୧୨ଟା ଯାଏଁ ସାସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ମିଳିଛି।