Advertisement
Photo Details/zeeodisha/odisha2459989
photoDetails0hindi

Gold Rate Today: ସୁନା ଦରରେ ଲାଗିଲା ବ୍ରେକ୍, ଜାଣନ୍ତୁ ଆଜି ରାଜ୍ୟରେ ଭରି ପିଛା କେତେ ରହିଛି ମୂଲ୍ୟ?

Gold Rate Today: ସୁନା ପ୍ରେମୀଙ୍କ ପାଇଁ ବଡ଼ ଖବର। ଗତକିଛି ଦିନ ହେବ ସୁନା ଦରରେ ହୁ ହୁ ହୋଇ ବଢିବାରେ ଲାଗିଛି। ପାର୍ବଣ  ଋତୁରେ ସୁନାଦର ବୃଦ୍ଧି ଗ୍ରାହକଙ୍କୁ ଟେନସନରେ ପକାଇଛି। ଯଦି ଆପଣ ଆଜି ସୁନା ଅଳଙ୍କାର କିଣିବା ପାଇଁ ଯୋଜନା କରିଛନ୍ତି । ତେବେ, ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ରେଟ୍...

1/5

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୭୧,୨୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୭,୬୭୦ ଟଙ୍କା ରହିଛି । ୨୨ ଓ ୨୪ କ୍ୟାରେଟ୍ ଦରରେ ଆଜି କୌଣସି ପ୍ରକାର ପରିବର୍ତ୍ତନ ହୋଇନାହିଁ। 

ALSO READ: Shani Nakshatra Parivartan: ଶନିଦେବଙ୍କ ନକ୍ଷତ୍ର ପରିବର୍ତ୍ତନ, ଏହିସବୁ ରାଶିଙ୍କ ଉପରେ ପଡ଼ିବ ବଡ଼ ପ୍ରଭାବ !

ALSO READ: Petrol Diesel Price Today: ନୂଆ ତେଲ ଦର ଜାରି, ଜାଣନ୍ତୁ ଆଜି ରାଜ୍ୟରେ ଲିଟର ପିଛା କେତେ ବଢିଲା ପେଟ୍ରୋଲ -ଡିଜେଲ ରେଟ୍ ?

ALSO READ: Weekly Special Horoscope: ଏହିସବୁ ରାଶିଙ୍କ ପାଇଁ ଶୁଭ ସମୟ ଆଣୁଛନ୍ତି ମାଆ ଦୁର୍ଗା, ବ୍ୟବସାୟରେ ବଢିବ ଲାଭ ,ଚାକିରିଆ ପାଇବେ ଖୁସି ଖବର!

2/5

ସେହିପରି ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୧,୩୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୭,୮୨୦ ଟଙ୍କା ରହିଛି। ଏଠାରେ ମଧ୍ୟ ସୁନା ଦର ଆଜି ସ୍ଥିର ରହିଛି। 

3/5

ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୧,୨୦୦ ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୭,୬୭୦ ରହିଛି । ୨୨ ଓ ୨୪ କ୍ୟାରେଟ୍ ଭରି ପିଛା ଦରରେ କୌଣସି ପ୍ରକାର ପରିବର୍ତ୍ତନ ହୋଇନି। 

4/5

ସେହିପରି ଦକ୍ଷିଣ ଭାରତର ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୭୧,୨୦୦ ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୭,୬୭୦ ଟଙ୍କା ରହିଛି। ଏଠାରେ ମଧ୍ୟ ସୁନା ଦର ସ୍ଥିର ରହିଛି। 

 

5/5

ସେହିପରି ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ମୂଲ୍ୟ ୭୧,୨୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୭,୬୭୦ ଓ ୧୮ କ୍ୟାରେଟ୍ ର ଦାମ୍ ୫୮,୨୬୦ ଟଙ୍କା ରହିଛି। ଆଜି ଏଠାରେ ମଧ୍ୟ ସୁନା ଦରରେ କୌଣସି ପ୍ରକାର ପରିବର୍ତ୍ତନ ହୋଇ ନଥିବା ଦେଖିବାକୁ ମିଳିଛି।...