Advertisement
Videos Details/odisha/zeeodisha2416081
Video ThumbnailPlay icon

Manoj Mishra: ୨ୟ ବିବାହ ପରେ ଅଭିନେତା ମନୋଜ ମିଶ୍ରଙ୍କ ପ୍ରଥମ ଭିଡିଓ ଭାଇରାଲ...

ଅଭିନେତାରୁ ନେତା ପାଲଟିଥିବା ମନୋଜ ମିଶ୍ର ପୁଣି ଚର୍ଚ୍ଚାରେ ରହିଛନ୍ତି । ଏଥର ବୃତ୍ତିଗତ କାରଣରୁ ନୁହେଁ ବରଂ ବ୍ୟକ୍ତିଗତ କାରଣରୁ ଶିରୋନାମାରେ ରହିଛନ୍ତି ଅଭିନେତା । ମନୋଜ ମିଶ୍ର ବର୍ତ୍ତମାନ ଦ୍ୱିତୀୟ ବିବାହ କରିଛନ୍ତି । ସେ ତାଙ୍କ ଦୀର୍ଘ ଦିନର ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ମମତା ନନ୍ଦଙ୍କୁ ସାତ ଜନ୍ମର ସାଥୀ କରିଛନ୍ତି । ଉଭୟ ବର୍ତ୍ତମାନ ସୋସିଆଲ ମିଡିଆରେ ନିଜର ବିବାହର ଫଟୋ ସେୟାର କରି ଏହି ସୂଚନା ଦେଇଛନ୍ତି । ଯାହା ଏବେ ଖୁବ ଭାଇରାଲ ହେଉଥିବା ବେଳେ ଉଭୟଙ୍କୁ ଫ୍ୟାନ୍ସ ସମେତ ସେଲିବ୍ରିଟି ତାଙ୍କୁ ଶୁଭକାମନା ଜଣାଇଛନ୍ତି । ହେଲେ ନିଜ ଇନଷ୍ଟାଗ୍ରାମରେ ମନୋଜ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓ ରେ ସେ ନିଜେ କାର୍ ଚଳାଉଛନ୍ତି ହେଲେ ରାସ୍ତା ସାମ୍ନାରେ ଗାଇଗୋରୁ ପଲ ଦେଖି ସେ ଜିଲ୍ଲା ପ୍ରଶାସନକୁ ପ୍ରଶ୍ନ ପଚାରିଛନ୍ତି । ଏହାସହ ତାଙ୍କର ଏହି ପୋଷ୍ଟକୁ ଅନେକ ଲାଇକ୍ ମିଳିଥିବା ସମ୍ବଲପୁରବାସୀ ଜିଲ୍ଲାପ୍ରଶାସନକୁ ଦୋଷ ଦେଇଛନ୍ତି।

Accident News: ବସ ସହ ଟ୍ରକ ମୁହାଁ ମୁହିଁ ଧକ୍କା, ବହୁ ଯାତ୍ରୀ ଗୁରୁତ୍ୱର ଆହତ, ଦେଖନ୍ତୁ ଏହି ଭିଡିଓ
Play icon01:43
Ollywood Actress: ଅଭିନେତ୍ରୀ ଲିପି ମହାପାତ୍ରଙ୍କର ସ୍ୱିମିଂ ପୁଲ ଭିଡିଓ ହେଉଛି ଜୋରଦାର ଭାଇରାଲ
Play icon01:04
 Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon03:38
Video: ଜନଗହଳୀ ସ୍ଥାନରେ ହଠାତ ଭୟରେ ଥରିଲେ ଲୋକେ, ଦେଖନ୍ତୁ ଭିଡିଓ
Play icon00:43
Video: ମେକଅପ୍ ମ୍ୟାନ ଭାଇରାଲ୍ କଲେ ଅଭିନେତ୍ରୀ ରିୟାଙ୍କ ଭିଡିଓ
Play icon00:38
Video: ନିର୍ଦ୍ଦେଶକଙ୍କୁ ନିଆରା ଗିଫ୍ଟ ଦେଲେ ଓଡ଼ିଆ ଅଭିନେତ୍ରୀ, ଭାଇରାଲ ହେଲା ଭିଡିଓ
Play icon00:59
Video: 'ସାହୁ ଭାଉଜ'ଙ୍କ ସହ କିଏ ଏ ଯୁବକ ? ଭିଡିଓ ହେଲା ଭାଇରାଲ୍
Play icon00:25
Viral Video: ବିଶୃଙ୍ଖଳିତ ଆଇନ୍ ବ୍ୟବସ୍ଥା, ରାସ୍ତା ମଝିରେ ଜଣେ ବ୍ୟକ୍ତିଙ୍କୁ ପିଟିଲେ ବଡି ବିଲ୍ଡର, ଦେଖନ୍ତୁ ଏହି ଭାଇରାଲ ଭିଡିଓ....
Play icon01:13
Viral Video: ବନ୍ୟାର ଭୟାବହ, ଡେକିଚି ଭିତରେ ଭାସୁଛି କୁନି ପୁଅ, ଦେଖନ୍ତୁ ଏହି ଭାଇରାଲ ଭିଡିଓ....
Play icon00:53
Video: କାର୍ ଭିତରେ 'ସାହୁ ଭାଉଜ' ଭାଇରାଲ୍ ହେଲା ଭିଡିଓ
Play icon00:30
Dipti Rekha Video: ଫ୍ୟାନ୍ସଙ୍କୁ ଘାଇଲା କରିବ ଲାଲ୍ ଲେହେଙ୍ଗାରେ କଣ୍ଠଶିଳ୍ପୀ ଦୀପ୍ତିରେଖାଙ୍କ ଏହି ଡାନ୍ସ , ଦେଖନ୍ତୁ ଭିଡିଓ
Play icon00:49
ସ୍କୁଲ୍ ଭିତରକୁ ଯାଇ ପିଲାଙ୍କ ସହ ଏମିତି କିଛି କଲେ ଅଭିନେତ୍ରୀ ବିଦୁସ୍ମିତା, ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଭିଡିଓ
Play icon00:57
Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon03:41
Viral Video: 'ଝିଅ ମୁଁ ମଖନ ମରା' ଗୀତରେ ଜବରଦସ୍ତ ନାଚିଲେ ଅଭିନେତ୍ରୀ ରିୟା ଦେ, ଦେଖନତୁ ଏହି ଭାଇରାଲ ଭିଡିଓ
Play icon00:48
Video: ସପିଂ ମଲରେ ଏମିତି ଷ୍ଟେପ୍ ପକାଇଲେ 'ସାହୁ ଭାଉଜ', ପୁଣି ଭାଇରାଲ୍ ଭିଡିଓ
Play icon00:41
Angel Shree Video: ବ୍ଲାକ୍ ଟପ୍ ରେ ଖାଲି ରାସ୍ତା ଉପରେ ଚାଲିଗଲେ ଭାଉଜ, ଲୋକ ଦେଖିକି କହିଲେ...
Play icon01:00
Jatra Stage Video: ପୁଣି ଭାଇରାଲ ହେଲା ଯାତ୍ରା ପେଣ୍ଡାଲ ପଛପଟର ଭିଡିଓ
Play icon01:42
Video: ସହକର୍ମୀଙ୍କ ସହ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ, ଭାଇରାଲ ହେଲା ଭିଡିଓ
Play icon00:53
Groom Dance Video: କନ୍ୟାକୁ ଏମିତି ପ୍ରପୋଜ କଲେ ବର, ଅବାକ୍ ହୋଇଗଲେ ସମସ୍ତେ
Play icon02:20
Video: ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ସହ ଗାୟିକା ଅନ୍ତରା ଚକ୍ରବର୍ତ୍ତୀ, ଭିଡିଓ ଭାଇରାଲ୍
Play icon00:38
Video: ବୃଦ୍ଧ ମହିଳାଙ୍କ ସହ ଏମିତି କଲେ ଯୁବ ଡାକ୍ତର, ଭିଡିଓ ହେଲା ଭାଇରାଲ୍
Play icon00:28
Viral Video: NEET କୋଚିଂ ସେଣ୍ଟରରେ ଛାତ୍ରୀଙ୍କ ସହ ଶିକ୍ଷକଙ୍କ ଅଶ୍ଳୀଳ କାର୍ଯ୍ୟ, ଭିଡିଓ ଭାଇରାଲ...ତା' ପରେ...
Play icon01:06
Video: ବ୍ୟକ୍ତିଙ୍କ ମୁଣ୍ଡରେ ପାଦ ରଖି ଆଶୀର୍ବାଦ ଦେଲେ ଗୋମାତା, ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ଭିଡିଓ
Play icon00:36
Viral Girl Aananya: ୪ ବର୍ଷର କୁନି ଝିଅ 'କାଗଜ୍ କେ ଦୋ ପଙ୍ଖ ଲେକେ ...' ରେ କଲା ଏପରି ଡ୍ୟାନ୍ସ, ଲୋକେ କହିଲେ...
Play icon01:19
Video: କୋଏଲ୍ ବାନାର୍ଜୀଙ୍କୁ ନେଇ ପୁଣି ମୁହଁ ଖୋଲିଲେ ଅଭିନେତା ବବି ମିଶ୍ର
Play icon00:48
Bhagyashree Video Viral: ମଞ୍ଚରେ ନିଆଁ ଲଗାଇଲା ସାହୁ ଭାଉଜଙ୍କ ଏହି ଭିଡିଓ
Play icon01:33
Accident Video: ଲୋକ ଗହଳି ସ୍ଥାନରେ ବୁଲେଟକୁ ପିଟିବା ପରେ ଓଲଟି ପଡ଼ିଲା କାର, ଭାଇରାଲ ହେଉଛି ଭିଡିଓ
Play icon00:38
Srimandir: ପତିତବାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ, ଦେଖନ୍ତୁ ଏହି ସୁନ୍ଦର ଭିଡିଓ
Play icon03:53
Angel Shree Video: ପୁଣିଥରେ ଯାତ୍ରା ଷ୍ଟେଜରେ ରେକର୍ଡ ଭାଙ୍ଗିଲେ ସାହୁ ଭେରାଇଟି ଷ୍ଟୋର ଭାଉଜ
Play icon01:36
Weather Report: ବିଜୁଳି ଘଡ଼ଘଡ଼ି ସହ ବର୍ଷା, ୯ ଜିଲ୍ଲାକୁ ଆଲର୍ଟ ଜାରି
Play icon01:21