Video: ମ୍ୟୁଜିକ ଭିଡିଓ 'ପଇଡ ବଡ଼ ମଧୁର ବିଲୁଆ ବଡ଼ ଚତୁର' କିପରି ସୁଟିଂ ଚାଲିଛି ସେ ସମୟର ଏକ ଦୃଶ୍ୟ ସେୟାର କରିଛନ୍ତି ନୃତ୍ୟଶିଳ୍ପୀ କେଶଭୀ ଛେତ୍ରୀ । ଗୀତଟିକୁ ଗାଇଛନ୍ତି ବର୍ତ୍ତମାନର ଚର୍ଚ୍ଚିତ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସହ ଅନ୍ତରା ଚକ୍ରବର୍ତ୍ତୀ । ତେବେ ଗୀତଟି ରିଲିଜ୍ ହେବା ପରେ ସଙ୍ଗୀତପ୍ରେମୀଙ୍କ ହୃଦୟକୁ ନିଶ୍ଚେ ଛୁଇଁବ ବୋଲି ପୁରା ଟିମ୍ ଆଶା ରଖିଛି ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.