Rourkela Diarrhea: ବିଶ୍ୱାସ ହେଉନଥିଲେ ମଧ୍ୟ ସତ। ରାଜ୍ୟର ଦ୍ବିତୀୟ ସ୍ମାର୍ଟସିଟି ରାଉରକେଲା ରେ ମହାମାରୀ ରୂପ ନେଇଛି ଡାଇରିଆ। ଗୋଟେପଟେ ସରକାରୀ ତଥ୍ୟ ମୁତାବକ ବିଭିନ୍ନ ଡାକ୍ତରଖାନା ଆସିଥିବା ଡାଇରିଆ ଆକ୍ରାନ୍ତ ଙ୍କ ସଂଖ୍ୟା ୧୦୦୦ ପାଖାପାଖି ରହିଥିବା ବେଳେ ବେସରକାରୀ ଭାବେ ଏହା ଢେର୍ ଅଧିକ। ଅନ୍ୟପଟେ ଚିନ୍ତା ବଢ଼ାଇଛି ଡାଇରିଆ ମୃତ୍ୟୁ। ଯାହା ସରକାରୀ ତଥ୍ୟରେ ୬ ରହିଥିବା ବେଳେ ଗତ ୫ଦିନରେ ଡାଇରିଆ ମୃତ୍ୟୁ ସଂଖ୍ୟା ୧୦ରୁ ଉର୍ଦ୍ଧ ରହିଛି।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.