Video: କୁକୁରକୁ ସବୁଠୁ ବିଶ୍ୱସ୍ତ ପ୍ରାଣୀ ବୋଲି ବିବେଚନା କରାଯାଏ । ଅନେକ ବ୍ୟକ୍ତି ନିଜର ପୋଷା କୁକୁରକୁ ଉପଯୁକ୍ତ ଟ୍ରେନିଂ ଦେବାରେ ସଫଳ ହୋଇଥାନ୍ତି । ମାଲିକ କଥା କୁକୁର ମାନିଥାଏ ଏବଂ ତାର କୌଣସି କ୍ଷତି ଦେଖିପାରେ ନାହିଁ । ଏହି ଦୃଶ୍ୟଟି ଠିକ୍ ସେହିପରି, ମାଲିକ ଦୃଷ୍ଟି ଆଢୁଆଳରେ ପୋଷା କୁକୁରକୁ ଅନ୍ୟଜଣେ ଖାଦ୍ୟ ଦେବା ସମୟରେ ତାହା ସେ ଗ୍ରହଣ କରୁନାହିଁ । ମାଲିକ କହିବା ପରେ ହିଁ ସେ ଗ୍ରହଣ କରୁଛି ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.