Girl Recreats Jailer Film Song Kaavaalaa Perfectly, See This Amazing Dance Video । ରଜନୀକାନ୍ତ ଓ ତମ୍ମନା ଭାଟ୍ଟିଆଙ୍କ ଅଭିନୀତ ଫିଲ୍ମ ଜେଲର ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମର ଏକ ଗୀତ ନୁ କାଭଲା ଗୀତ ଏବେ ବେଶ ଭାଇରାଲ ହେବାରେ ଲାଗିଛି। ଏହି ଗୀତରେ ତମ୍ମନାଙ୍କ ଡ୍ୟାନ୍ସ ଓ ଗେଟଅପକୁ ନେଇ ବେଶ ଚର୍ଚ୍ଚା ଲାଗିରହିଛି। ଏହାରି ମଧ୍ୟରେ ଜଣେ ଯୁବତୀ ଯିଏ କି ମିସେସ୍ କେରଳ ଭାବେ ପରିଚିତ ସିଏ ଏହି ଗୀତର ରିକ୍ରିଏସନ କରିଛନ୍ତି। ଏହି ଭିଡିଓକୁ ସେ ନିଜ ଇନଷ୍ଟାଗ୍ରାମରେ ଅପଲୋଡ କରିଛନ୍ତି । ଯାହାକୁ ନେଇ ୟୁଜର୍ସ ମାନେ କହିଛନ୍ତି 'ତମ୍ମନା ତମ ଆଗେ ଫିକା ପଡ଼ିଯିବେ'।