Odisha Election 2024: ବିପ୍ଳବ ଦେବଙ୍କ ବାଲିକୁଦା-ଏରସାମ ରେ ନିର୍ବାଚନୀ ସଭା। ଓଡ଼ିଶାର ଲୋକେ ନିର୍ଣ୍ଣୟ କରିସାରିଛନ୍ତି ଏଥର ରାଜ୍ୟରେ ନିଶ୍ଚୟ ବିଜେପି ସରକାର ହେବ ଏବଂ ଓଡ଼ିଆ ପୁଅ ମୁଖ୍ୟମନ୍ତ୍ରୀ ହେବେ ବୋଲି ବାଲିକୁଦା-ଏରସାମ ନିର୍ବାଚନ ମଣ୍ଡଳୀର ମରିଚିପୁର ଠାରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ଦୃଢୋକ୍ତି ପ୍ରକାଶ କରିଛନ୍ତି। ବିଜେପି ସରକାର ହେଲେ ଓଡିଶାକୁ ୫ ବର୍ଷ ଭିତରେ ଏକ ନମ୍ବର ରାଜ୍ୟରେ ପରିଣତ କରାଯିବ। ଓଡିଶା ମହାପ୍ରଭୁ ଜଗନ୍ନାଥଙ୍କ ମାଟି କୋଣାର୍କ ସୂର୍ଯ୍ୟ ମନ୍ଦିରର ମାଟି।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.