Viral Video: ଆଜିକାଲି, ଲୋକମାନଙ୍କୁ ରିଲ୍ କରିବା ନିଶା ଏମିତି ଘାରିଛି ଯେ ଲୋକ ସମସ୍ତ ସୀମା ପାର୍ କରି ଦେଉଛନ୍ତି। ଏହିପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ଯୁବକ NH ସାଇନ୍ ବୋର୍ଡ ଉପରେ ଖାଲିଦେହରେ ପୁସ୍ ଅପ୍ କରୁଥିବାର ଦେଖିବାକୁ ମିଳିଛି।