CM Mohan Majhi: ବନ୍ୟା ସ୍ଥିତି ନେଇ ସମୀକ୍ଷା ବୈଠକରେ ପରେ ମୁଖ୍ୟମନ୍ତ୍ରୀ ମୋହନ ଚୋରଣ ମାଝୀ ଙ୍କ ଗଣମାଧ୍ୟମ କୁ ସୂଚନା,ବାଲେଶ୍ଵର ଜିଲ୍ଲାର ଉପରମୁଣ୍ଡ ରେ ପ୍ରବଳ ବର୍ଷା ଯୋଗୁଁ ଝାରଖଣ୍ଡ , ମୟୂରଭଞ୍ଜ ଓ ପଶ୍ଚିମବଙ୍ଗ ରେ ଯେଉଁ ବନ୍ୟା ଆସିଛି । ତାହା ପ୍ରଭାବରେ ତଳିଆ ଅଞ୍ଚଳର ଲୋକମାନେ ପ୍ରଭାବିତ ହୋଇଛନ୍ତି।ଆକାଶ ମାର୍ଗରୁ ମୁଁ ନିରୀକ୍ଷଣ କରି ଦେଖିବା ପରେ ଲୋକେ ଜଟିଳ ଅବସ୍ଥାରେ ଅଛନ୍ତି। 6 ଟି ବ୍ଲକ ର8 ହଜାର ହେକ୍ଟର ଜମି ଜଳ ଘେରା ରେ ଅଛି, ତଳମୁଣ୍ଡ ରେ ପ୍ରଶାସନ ପକ୍ଷରୁ 2 ହଜାର ଲୋକଙ୍କୁ ସ୍ଥାନାନ୍ତରିତ ହୋଇଛି । ଉଦ୍ଧାର କାର୍ଯ୍ୟ 8 fire ଟିମ,ଓଡ୍ରାଫ ସହିତ ଏନଡିଆର ଏଫ ମୁତୟନ କରାଯାଇଛି।ଜଳକା, ସୁବର୍ଣ୍ଣରେଖାର ଜଳ ନିଷ୍କାସନ ଓ ବନ୍ୟନୀୟନ୍ତ୍ରଣ ପାଇଁ ରୋଡ ମ୍ୟାପ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ କରି ସରକାର ଙ୍କୁ ଦେଲେ
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.