Odisha news: ନାବାଳିକା ଝିଅ ହେଲା ୭ ମାସ୍ ର ଗର୍ଭବତୀ । ପୋଲିସ କିମ୍ବା ପ୍ରଶାସନର ଦ୍ଵାରସ୍ଥ ହେବା ବଦଳରେ ଦୁଷ୍କର୍ମକାରୀଙ୍କ ନିକଟରେ ଝିଅକୁ ଛାଡ଼ିଲେ ପରିବାର। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ସଦର ଥାନା ଅଞ୍ଚଳରେ । ନାବାଳିକା ଝିଅ ଦୁଷ୍କର୍ମର ଶିକାର ହୋଇ ଗର୍ଭବତୀ ଥିବା ଜାଣିବା ପରେ ବାପା ଥାନାକୁ ନଯାଇ ଝିଅକୁ ନେଇ ଦୁଷ୍କର୍ମକାରୀ ଘରେ ଛାଡ଼ିଦେଇଥିବା ଜଣାପଡ଼ିଛି ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.