Rani panda Viral Video: ଓଡି଼ଆ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ତା। ଗରିବ ଲୋକଙ୍କ ସାହାର। କାହାର ଦୁଃଖ ଦେଖି ସହି ପାରନ୍ତିନି ଅଭିନେତ୍ରୀ। ଗରିବଙ୍କ ଦେବଦୂତ ସାଜି ସାହାର୍ଯ୍ୟ କରିବା ପାଇଁ ଅସମୟରେ ଠିଆ ହୁଅନ୍ତି। ହେଲେ ଏବେ ଅସୁସ୍ଥ ଅଛନ୍ତି ରାଣୀ ପଣ୍ତା। କାନ ଓ ଶ୍ବାସ ଜନିତ ରୋଗରେ ପୀଡିତ ହୋଇଛନ୍ତି। ପୂର୍ବତନ ପ୍ରେମିକ ବିକ୍ରମଙ୍କ ପାଇଁ ମାନସିକ ଅସୁସ୍