Kanger Ghati National Park: ଏହି ପଶୁର ଗୋଡ ଓ ଲାଞ୍ଜ ହରିଣ ପରି ଦେଖାଯାଉଛି । ବିଶେଷ କଥା ହେଉଛି ଏହାର ଚାଲିବାର ଶୌଳୀ ମଧ୍ୟ ହରିଣ ପରି । ଏହି ଭିଡିଓ ଛତିଶଗଡର କାଙ୍ଗର ଘାଟି ଜାତୀୟ ଉଦ୍ୟାନରେ । କେହି ଏହାକୁ ମୂଷା, ଆଉ କେହି ଏହାକୁ ହରିଣ କହୁଛନ୍ତି । ଦେଖନ୍ତୁ ଭିଡିଓ ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.