Video: ସମୁଦ୍ର କୂଳରେ ଲାଗିଥିଲା ଏକ ବିଶାଳ ସାର୍କ । ଏହି ଦୃଶ୍ୟ କିଛି ବ୍ୟକ୍ତିଙ୍କ ନଜରରେ ପଡିବା ପରେ ତୁରନ୍ତ ସାର୍କ ନିକଟକୁ ଯାଇ ଦେଖିବାରୁ ଜଣା ପଡିଥିଲା ଯେ, ଜାଲରେ ଛନ୍ଦି ହୋଇ ସାର୍କଟି କଷ୍ଟ ପାଉଛି । ତେଣୁ ସାର୍କ ଶରୀରରୁ ଜାଲ ବାହାର କରିବାକୁ ପ୍ରୟାସ କରିଥିଲେ ସହୃଦୟ ଯୁବକମାନେ । ଜାଲ କଢାଯିବା ପରେ ସାର୍କଟି ପୁଣିଥରେ ସମୁଦ୍ର ଭିତରକୁ ଯିବାରେ ସକ୍ଷମ ହୋଇଥିଲା ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.