Viral Video: ଏହି ଭାଇରାଲ୍ ଭିଡିଓରେ, ଜଣେ ଯୁବକ ଏକ ରେଳ ଟ୍ରାକ୍ ତଳେ ଶୋଇଥିବାର ଦେଖିବାକୁ ମିଳୁଛି । କିଛି ସମୟ ପରେ, ଏକ ଯାତ୍ରୀବାହୀ ଟ୍ରେନ୍ ତାଙ୍କ ଉପରେ ଦେଇ ଅତିକ୍ରମ କରୁଛି । ଏହା ସେ ଇନ୍ଷ୍ଟାଗ୍ରାମ ରିଲସ ପାଇଁ କରୁଛନ୍ତି । ଏହି ଛାତିଥରା 11 ସେକେଣ୍ଡର କ୍ଲିପ୍ ସୋସିଆଲ ମିଡିଆରେ ଜୋରଦାର ଭାଇରଲ ହେଉଛି । ସମସ୍ତେ ବର୍ତ୍ତମାନ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଅନ୍ୟାନ୍ୟ ସମ୍ପୃକ୍ତ ଅଧିକାରୀଙ୍କୁ ଆକ୍ସନ ନେବାପାଇଁ କହୁଚନ୍ତି । ଦେଖନ୍ତୁ ଏହି ଭିଡିଓ ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.