Weather report of odisha: ଅକ୍ଟୋବର ମାସ ଅଧା ହେବାକୁ ବସିଲାଣି କିନ୍ତୁ ଶୀତର (Winter)ଦେଖାନାହିଁ । ଦିନ କେଇଟା ପରେ ଫେରିଯିବ ମୌମୁମୀ ((Monsoon) । ଏନେଇ ପାଗ ବି ବେଶ୍ ଅନୁକୂଳ ରହିଛି । କିନ୍ତୁ ମୌମୁମୀ ଫେରିବା ପୂର୍ବରୁ ରାଜ୍ୟରେ ଏବେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ଖରାଦିନ ଭଳି ଖରା ବି ହେଉଛି ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.