Advertisement
Videos Details/odisha/zeeodisha2105496
Video ThumbnailPlay icon

Karpoori Thakur: କର୍ପୁରୀ ଠାକୁରଙ୍କୁ ଜିପ୍ ଦେବାକୁ ମନା କରିଥିଲେ ଲାଲୁ,ବାଇକରେ ବସି ବୁଲୁଥିଲେ ବିହାର ମୁଖ୍ୟମନ୍ତ୍ରୀ

ଭାରତୀୟ ରାଜନୀତିରେ ଏମିତି ବିରଳ ବ୍ୟକ୍ତିତ୍ୱ ରହିଛନ୍ତି, ଯେଉଁମାନେ ଆଜି ବି ଅନ୍ୟମାନଙ୍କ ପାଇଁ ଉଦାହରଣ ଅଟନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କରପୁରୀ ଠାକୁର । ଯାହାଙ୍କୁ କେନ୍ଦ୍ର ସରକାର ଭାରତ ରତ୍ନ ଦେବାକୁ ଘୋଷଣା କରିଛନ୍ତି। ଆଜିକାଲି ମୁଖ୍ୟମନ୍ତ୍ରୀମାନଙ୍କ ସୁରକ୍ଷା କେତେ କଠୋର ତାହା ସମସ୍ତେ ଜାଣନ୍ତି, କିନ୍ତୁ କଳ୍ପନା କରନ୍ତୁ ଏମିତି ଏକ ଦୃଷ୍ୟ ଯେଉଁଥିରେ ବାଇକରେ ଯାଉଥିବେ ମୁଖ୍ୟମନ୍ତ୍ରୀ । ଆପଣଙ୍କ ପାଇଁ ଯାହା ଅକଳ୍ପନୀୟ ହୋଇପାରେ ଦିନ ସେଇକଥା ବିହାରରେ ଘଟୁଥିଲା । ବିହାରର ମୁଖ୍ୟମନ୍ତ୍ରୀ ଭାବେ କର୍ପୁରୀ ଠାକୁର ବିଦେଶୀ ସାମ୍ବାଦିକଙ୍କୁ ଭେଟିବା ପାଇଁ ସେମନେ ରହୁଥିବା ହୋଟେଲକୁ ବାଇକରେ ଯାଇଥିଲେ । ତା’ ପୁଣି ବିନା କୌଣସି ସୁରକ୍ଷାରେ ।
Debjani Viral Video: ନବବଧୂ ବେଶରେ ନଜର ଆସିଲେ ଅଭିନେତ୍ରୀ ଦେବଜାନୀ, ଦେଖନ୍ତୁ ଏହି ଭିଡିଓ
Play icon01:04
 lipi Mohapatra Video: 'ଦିଦି ନମ୍ବର-୧' ବ୍ୟାକ୍ ଷ୍ଟଜ୍-ରେ କାହା ପାଇଁ କାନ ଧରିଲେ ଅଭିନେତ୍ରୀ ଲିପି ? ଦେଖନ୍ତୁ ଭିଡିଓ
Play icon00:30
Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon03:41
Video: କୁମ୍ଭୀର ସହ ବିପଜ୍ଜନକ ଖେଳ, ଭାଇରାଲ୍ ହେଉଛି ଏହି ଭିଡିଓ
Play icon00:30
Weather Report: ଲଘୁଚାପ ପ୍ରଭାବରେ ୪ ତାରିଖ ବେଳକୁ ରାଜ୍ୟରେ ବର୍ଷା, ଜାଣନ୍ତୁ ଆଜିର ପାଣିପାଗ ରିପୋର୍ଟ
Play icon02:29
Video: 'ସାହୁ ଭାଉଜ' ହାତରେ ମାଇକ୍ରୋଫୋନ ଧରିଲେ ଆଉ ଷ୍ଟେଜ୍ ଉପରେ...
Play icon00:34
Odisha News: ସୁବର୍ଣ୍ଣରେଖା ନଦୀରେ ଗୋଧୋଇବା ବେଳେ ବୁଡିଗଲେ ୪ ଜଣ ନାବାଳକ, ଦେଖନ୍ତୁ ଏହି ଭିଡିଓ
Play icon01:37
Video: ଯାତ୍ରା ପେଣ୍ଡାଲ ପରେ ଡଙ୍ଗା ଭିତରୁ ଭାଇରାଲ୍ ହେଲେ 'ସାହୁ ଭାଉଜ'
Play icon00:30
Video: ଝିଅଙ୍କ ସହ କିତିକିତି ଖେଳିଲେ ଅଭିନେତା ସୋନୁ ସୁଦ, ଭିଡିଓ ଭାଇରାଲ୍
Play icon00:22
Viral Video: ମହିଳାଙ୍କ ହାତ ଧରି ନାଚିଲେ ଜଙ୍ଗଲ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ, ଦେଖନ୍ତୁ ଏହି ଭିଡିଓ..
Play icon03:16
Lipsa Mishra: ଏହି ଅଭିନେତାଙ୍କ ସହ ଅଭିନେତ୍ରୀ ଲିପ୍ସାଙ୍କ ଭିଡିଓ ଭାଇରାଲ୍, ଦେଖନ୍ତୁ
Play icon00:58
Accident Video: ରାସ୍ତା କଡ଼ରେ ଥିବା ବାଇକକୁ ଧକ୍କା ଦେଇ ଘର ଉପରକୁ ମାଡ଼ିଗଲା ଟ୍ରକ୍, ଦେଖନ୍ତୁ ଏହି ଭିଡିଓ...
Play icon01:25
Rani Panda: ଯାତ୍ରା ପେଣ୍ତାଲ୍ ନୁହେଁ, ରାସ୍ତା କଡରେ ରାଣୀ ପଣ୍ତା କଲେ ଧୂଆଁଧାର ଡାନ୍ସ, ଦେଖନ୍ତୁ ଏହି ସୁନ୍ଦର ଭିଡିଓ
Play icon01:00
Viral Video: କାର୍ ଭିତରେ ଯାତ୍ରା ଅଭିନେତ୍ରୀ ନିଶାଙ୍କର ଏ-କି ହକରତ୍ ? ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି  ଏହି ଭିଡିଓ
Play icon01:10
Viral Video: ସାହୁ ଭାଉଜଙ୍କୁ ପଛରେ ପକାଇବ ଏହି ଭାଉଜଙ୍କ ଜବଦରସ୍ତ ଡାନ୍ସ ଆଉ ଆକ୍ସନ୍ , ଦେଖନ୍ତୁ ଏହି ଦମଦାର ଭିଡିଓ
Play icon00:45
Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon03:41
Video: GYM ଭିତରୁ ଭାଇରାଲ ହେଲା ହାସ୍ୟ ଅଭିନେତା ଗୁଲୁଆଙ୍କ ଭିଡିଓ
Play icon00:42
Viral Video: ଟ୍ରେନରେ ମୋବାଇଲ୍ ଫୋନ୍ ବ୍ୟବହାର ପଡିଲା ଭାରି, ଝରକା ପଟରୁ ଏପରି ମୋବାଇଲ ଛଡାଇ ନେଲା ଚୋର!
Play icon00:12
Video: ଯାତ୍ରା ମଞ୍ଚରେ ନାଚୁଥିଲେ ସୁନ୍ଦରୀ ଝିଅ, ମଞ୍ଚ ତଳେ ଯୁବକ କଲେ ଏହି ହରକତ
Play icon00:40
Weather Report: ଲଘୁଚାପ ପ୍ରଭାବରେ ୪ ତାରିଖ ବେଳକୁ ବର୍ଷା ହେବାର ସମ୍ଭାବନା, ଜାଣନ୍ତୁ ଆଜିର ପାଣିପାଗ ଖବର
Play icon02:53
Video: ବାବୁସାନଙ୍କ ପରେ ଶୈଳେନ୍ଦ୍ରଙ୍କ ସହ ପ୍ରକୃତି ମିଶ୍ର, ଭିଡିଓ ଭାଇରାଲ୍
Play icon00:32
Bear vs Tiger: ନିଜ ଛୁଆ ପାଇଁ ବାଘ ସହ ଏପରି ଲଢ଼ିଲା ଭାଲୁ, ଭିଡିଓ ଦେଖି ଆପଣ ବି ହେବେ ଚକିତ!
Play icon00:17
Video: 'ସାହୁ ଭାଉଜ'ଙ୍କ ପଛରେ ଗୋଡାଇଲେ ଏହି ଅଭିନେତା, ଦେଖନ୍ତୁ କ'ଣ ହେଲା
Play icon00:30
Viral Video: ଆପଣଙ୍କ ହାର୍ଟବିଟ୍ ବଢ଼ାଇ ଦେବ ଏହି ଭିଡିଓ, ଭଉଣୀଙ୍କର ସାହସକୁ କରିବେ ସଲାମ୍, ଦେଖନ୍ତୁ ଏହି ଭିଡିଓ...
Play icon01:23
Video: କୁକୁର-ମାଙ୍କଡ ମଧ୍ୟରେ ଏମିତି ଲଢେଇ ଆପଣ ଦେଖିନଥିବେ, ଭାଇରାଲ ହେଉଛି ଭିଡିଓ
Play icon00:37
Accident News: ବସ ସହ ଟ୍ରକ ମୁହାଁ ମୁହିଁ ଧକ୍କା, ବହୁ ଯାତ୍ରୀ ଗୁରୁତ୍ୱର ଆହତ, ଦେଖନ୍ତୁ ଏହି ଭିଡିଓ
Play icon01:43
Ollywood Actress: ଅଭିନେତ୍ରୀ ଲିପି ମହାପାତ୍ରଙ୍କର ସ୍ୱିମିଂ ପୁଲ ଭିଡିଓ ହେଉଛି ଜୋରଦାର ଭାଇରାଲ
Play icon01:04
 Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon03:38
Video: ଜନଗହଳୀ ସ୍ଥାନରେ ହଠାତ ଭୟରେ ଥରିଲେ ଲୋକେ, ଦେଖନ୍ତୁ ଭିଡିଓ
Play icon00:43
Video: ମେକଅପ୍ ମ୍ୟାନ ଭାଇରାଲ୍ କଲେ ଅଭିନେତ୍ରୀ ରିୟାଙ୍କ ଭିଡିଓ
Play icon00:38