Video: ସୋସିଆଲ ମିଡିଆରେ ରାତାରାତି ଭାଇରାଲ୍ ହେବାର ନିଶା ଅନେକଙ୍କୁ ଘାରିଛି । ଏପରି କି ବିପଦକୁ ଖାତିର ନକରି ଅନେକ ବ୍ୟକ୍ତି ରିଲ୍ସ ପ୍ରସ୍ତୁତ କରୁଛନ୍ତି । ସେପରି ଏକ ରିଲ୍ସ ଖୁବ ଭାଇରାଲ୍ ହେବାରେ ଲାଗିଛି । ନଦୀରେ ଗୋଳିଆ ପାଣି ଥିବା ସମୟରେ ଭରା ନଦୀକୁ ଡେଇଁଥିଲେ ଯୁବକ ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.