Lemon Water Side Effects:ଲେମ୍ବୁ ପାଣି ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ଲାଭଦାୟୀ ହୋଇଥାଏ । କିନ୍ତୁ କ’ଣ ଆପଣ ଜାଣନ୍ତି କି ? ଲେମ୍ବୁ ପାଣି ପିଇବା ଆପଣଙ୍କ ଶରୀରକୁ କ୍ଷତି ମଧ୍ଯ ପହଞ୍ଚିଥାଏ । ତେବେ ଖରା ଦିନେ ଯଦି ଆପଣ ଲେମ୍ବୁ ପାଣି ପିଉଛନ୍ତି ତେବେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ ମଧ୍ଯ ଜାଣି ରଖିବା ଉଚିତ୍ ।
Trending Photos
Lemon Water Side Effects: ସାଧରଣତଃ ସମସ୍ତେ ଏହା ଜାଣିଥିବେ ଯେ ଲେମ୍ବୁ ପାଣି (Lemon water) ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ଲାଭଦାୟୀ ହୋଇଥାଏ । ଖାସ୍ କରି ଖରା ଦିନେ ଗରମରୁ ମୁକ୍ତି ପାଇବା ପାଇଁ ଲୋକମାନେ ଲେମ୍ବୁ ପାଣି ପିଇଥାଆନ୍ତି । ଏହା ଶରୀରକୁ ହାଇଡ୍ରେଟ୍ ରଖିବା ସହ ଓଜନ ନିୟନ୍ତ୍ରଣ କରିଥାଏ । ଖାଲି ଏତିକି ନୁହେଁ ଏହା ହଜମ ସହ ଜଡିତ ସମସ୍ତ ସମସ୍ୟାକୁ ମଧ୍ଯ ଦୂର କରିବାରେ ସାହାଯ୍ୟ କରିଥାଏ । କିନ୍ତୁ କ’ଣ ଆପଣ ଜାଣନ୍ତି କି ? ଲେମ୍ବୁ ପାଣି ପିଇବା ଆପଣଙ୍କ ଶରୀରକୁ କ୍ଷତି ମଧ୍ଯ ପହଞ୍ଚିଥାଏ । ତେବେ ଖରା ଦିନେ ଯଦି ଆପଣ ଲେମ୍ବୁ ପାଣି ପିଉଛନ୍ତି ତେବେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ ମଧ୍ଯ ଜାଣି ରଖିବା ଉଚିତ୍ ।
ଶରୀରରେ ହୋଇଥାଏ ଏହି ସବୁ କ୍ଷତି
Also Read-Egg side effects: ଅଧିକ ଅଣ୍ତା ଖାଉଥିଲେ ସାବଧାନ, ନହେଲେ ମାଡ଼ି ବସିବ ଏହି ସବୁ ପ୍ରାଣଘାତୀ ରୋଗ!
(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲଟି ସାଧାରଣ ସୂଚନା ଉପରେ ଆଧାରିତ । ଏହି ଆର୍ଟିକିଲରେ କୌଣସି ସୂଚନାର ସଠିକତା, ସଂପୂର୍ଣ୍ଣତା, ଉପଯୁକ୍ତତା କିମ୍ବା ବୌଧତା ପାଇଁ ଜି ଓଡ଼ିଶା ନ୍ୟୁଜ ଦାୟୀ ନୁହେଁ । ସମସ୍ତ ସୂଚନାକୁ ଆଧାରିତ କରି ଏଠାରେ ପ୍ରଦାନ କରାଯାଇଛି । ଆର୍ଟିକିଲରେ ଉପସ୍ଥାପିତ ସୂଚନା, ତଥ୍ୟ କିମ୍ବା ମତାମତ ଜି ଓଡିଶାର ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ନାହିଁ ଓ କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।)