ALSO READ: Gold Rate Today: ସପ୍ତାହ ଶେଷରେ ସୁନା ଦରରେ ବୃହତ ହ୍ରାସ, ଜାଣନ୍ତୁ ଆଜି ଭରି ପିଛା ଏତେ ଟଙ୍କା କମିଲା ରେଟ୍
ଧନୁ: ଧନୁ ରାଶିର ଲୋକଙ୍କ ପାଇଁ ନୂଆ ସପ୍ତାହରେ ବେଶ୍ ଭଲ ରହିବ। ଜୀବନରେ ଅଧିକ ବିଶ୍ବାସ କରିଥିବା ଲୋକଙ୍କ ଠାରୁ ଧୋକା ମିଳିବ। ପ୍ରିୟଜନ ଦୁଃଖ ଦେବେ। କୌଣସି ବଡ଼ ଯୋଜନାକୁ ବ୍ୟବସାୟରେ ଏହି ସପ୍ତାହରେ କାର୍ଯ୍ୟକାରୀ କରନ୍ତୁ ନାହିଁ। ନଚେତ୍ ହଇରାଣରେ ପଡିବ। କର୍ମକ୍ଷେତ୍ରରେ ସହକର୍ମୀମାନେ ଇର୍ସାପରାୟଣ ଭାବ ଦେଖାଇବେ। ଗୁପ୍ତ ଶତ୍ରୃମାନଙ୍କ ସଂଖ୍ୟା ବଢିବ। ସ୍ବାସ୍ଥ୍ୟ ଖରାପ ହେତୁ କୌଣସି କାର୍ଯ୍ୟରେ ମନ ଲାଗିବ ନାହିଁ। ଆର୍ଥିକ ସ୍ଥିତି ବିଗିଡିବ। କୌଣସି କାର୍ଯ୍ୟ ପାଇଁ ଋଣ ଆଣିବା ପାଇଁ ପଡିବ। ବୈବାହିକ ଜୀବନରେ ମନୋମାନ୍ୟ ଦେଖାଦେବ।
ट्रेन्डिंग फोटोज़