Chahal-Dhanashree Divorce: ଧନଶ୍ରୀ ଓ ୟୁଜବେନ୍ଦ୍ର ଚହଲ ଛାଡ଼ପତ୍ର ନେଇଛନ୍ତି। ପୂର୍ବୁରୁ ଏ ଖବରକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଲାଗି ରହିଥିବା ବେଳେ ଆଜି ବିଧିବଦିଧ ଭାବରେ ଘୋଷଣା କରାଯାଇଛି।
Chahal-Dhanashree Divorce: ଧନଶ୍ରୀ ଓ ୟୁଜବେନ୍ଦ୍ର ଚହଲ ଛାଡ଼ପତ୍ର ନେଇଛନ୍ତି। ପୂର୍ବୁରୁ ଏ ଖବରକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଲାଗି ରହିଥିବା ବେଳେ ଆଜି ବିଧିବଦିଧ ଭାବରେ ଘୋଷଣା କରାଯାଇଛି।
ୟୁଜବେନ୍ଦ୍ର ଚହଲ ଏବଂ ଧନଶ୍ରୀଙ୍କୁ ଆଜି କୋର୍ଟରୁ ଛାଡପତ୍ର ପ୍ରମାଣପତ୍ର ମିଳିଛି। ଏହି ସମୟରେ ଆଲିମନି ସମ୍ପର୍କରେ ରିପୋର୍ଟ ବାହାରକୁ ଆସୁଛି।
ଖବର ଅନୁଯାୟୀ, ଧନଶ୍ରୀ ୬୦ କୋଟି ଟଙ୍କା ଆଲିମନି ଡିମାଣ୍ଡ କରିଛନ୍ତି। ତେବେ ଏହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ।
ଯଦି ଯୁଜବେନ୍ଦ୍ର ଧନଶ୍ରୀଙ୍କୁ ୬୦ କୋଟି ଟଙ୍କା ଆଲିମନି ପ୍ରଦାନ କରୁଥିବା ଗୁଜବ ସତ ହୋଇଥାଏ ତେବେ କ୍ରିକେଟରଙ୍କ ପାଇଁ ଏହା ମହଙ୍ଗା ପଡ଼ିବ।
ଖବର ଅନୁଯାୟୀ, ୟୁଜବେନ୍ଦ୍ରଙ୍କ ସମ୍ପତ୍ତି ମୂଲ୍ୟ ୪୫ କୋଟି ଟଙ୍କା। ଏଭଳି ପରିସ୍ଥିତିରେ ଯଦି ୬୦ କୋଟି ଟଙ୍କା ଦେବାକୁ ପଡି଼ବ ତେବେ କ୍ରିକେଟରଙ୍କ ଆଜୀବନ ରୋଜଗାର ନଷ୍ଟ ହୋଇଯିବ।
ट्रेन्डिंग फोटोज़