Yashasvi Jaiswal
ରେକର୍ଡ ରଚିଲେ ଯଶସ୍ୱୀ ଜୈସୱାଲ, ସଚୀନ୍-ଗାଭାଷ୍କର ଓ କୋହଲିଙ୍କ ସ୍କୋର୍ କ୍ଲବରେ ହେଲେ ସାମିଲ୍...
Yashasvi Jaiswal: ଗତଥର କେ.ଏଲ୍ ରାହୁଲ ଏହା କରିଥିଲେ। ସେ ସିଡନୀରେ ୧୧୦ ରନ୍ କରିଥିଲେ ଏବଂ ରାହୁଲ ପ୍ରଥମ ୱିକେଟ୍ ପାଇଁ ୨୦୧ ରନ୍ ହାସଲ୍ କରିଥିଲେ। ଅଷ୍ଟ୍ରେଲିଆରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ଓପନିଂ ଯୋଡି ୨୦୦ କିମ୍ବା ଅଧିକ ରନ୍ ସହଭାଗିତା କରିଛନ୍ତି। ମିଳିତ ଭାବେ ସେମାନେ ସୁନୀଲ ଗାଭାସ୍କର ଏବଂ କ୍ରିସ୍ ଶ୍ରୀକାନ୍ତଙ୍କ ରେକର୍ଡ ଭାଙ୍ଗିଥିଲେ। ୧୯୮୬ ରେ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ପ୍ରଥମ ୱିକେଟ୍ ପାଇଁ ଗାଭାସ୍କର ଏବଂ ଶ୍ରୀକାନ୍ତ ୧୯୧ ରନ୍ ର ସହଭାଗିତା କରିଥିଲେ।
Nov 24,2024, 13:18 PM IST
best fruit for diabetes
ଡାଇବେଟିସ୍ ରୋଗୀଙ୍କ ପାଇଁ ରାମବାଣ ଏହି ଫଳ, ମିଳିଥାଏ ଚମତ୍କାରୀ ଫାଇଦା...
Best Fruit For Diabetes: ପିଜୁଳି ହେଉଛି ଏପରି ଏକ ଫଳ ଯାହା ପୋଷକ ତତ୍ତ୍ୱରେ ଭରପୂର ଅଟେ। ଯଦି ଆପଣ ପ୍ରତିଦିନ ଗୋଟିଏ ପିଜୁଳି ଖାଆନ୍ତି, ତେବେ ଏହା କେବଳ ଗୋଟିଏ ନୁହେଁ ଅନେକ ଲାଭ ମିଳିଥାଏ। ବିଶେଷକରି ମଧୁମେହ ରୋଗୀଙ୍କ ପାଇଁ କେବଳ ପିଜୁଳି ନୁହେଁ ଏହାର ପତ୍ର ମଧ୍ୟ ଲାଭଦାୟକ ଅଟେ।
Nov 24,2024, 11:33 AM IST
Odisha news
ବନ୍ଧୁକ ମୁନରେ ୮ ଲକ୍ଷ ୩୦ ହଜାର ଟଙ୍କା ଲୁଟ୍ ଘଟଣାରେ ୪ ଲୁଟେରା ଗିରଫ
Odisha News: ଚଳିତ ମାସ ୧୯/୧୧/୨୦୨୪ ତାରିଖରେ ବାଲୁଗାଁ ୧୬ନମ୍ବର ଜାତୀୟ ରାଜପଥରେ ଏକ ବାଇକରେ ଆସି ଟାଙ୍ଗୀ ଅଂଚଳର ଜଣେ ଚାଉଳ ମିଲରଙ୍କ କର୍ମଚାରୀଙ୍କଠାରୁ କାରକୁ ଅଟକାଇ ବନ୍ଧୁକ ମୁନରେ କିଛି ଦୁବୁର୍ତ୍ତ ଫାଙ୍କା ଗୁଳି ଚାଳନା କରି ୮ଲକ୍ଷ ୩୦ହଜାର ଟଙ୍କା ଲୁଟି ନେଇ ଛୁ ମାରିଥିଲେ। ଏ ସମ୍ପର୍କରେ ବାଣପୁର ଥାନରେ ଟାଙ୍ଗି ଥାନା ଅନ୍ତର୍ଗତ ପ୍ରିୟରଞ୍ଜନ ପାତ୍ରଙ୍କ ଲିଖିତ ଅଭିଯୋଗ ଆଧାରରେ ବାଣପୁର ଥାନାରେ କେସ ନମ୍ବର ୩୯୪/୨୪ ରେ ଏକ ମାମଲା ରୁଜୁ ହୋଇଥିଲା।
Nov 24,2024, 10:05 AM IST
Gold rate
Gold Rate Today: ୬୦ ହଜାର ଟପିଲା ସୁନା ଦର, ଆଜି ଓଡ଼ିଶାରେ ଭରି ପିଛା ରହିଛି....
ଯେଉଁମାନେ ସୁନା କିଣିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଏକ ବଡ଼ ଖବର ରହିଛି।ସୁନା ପ୍ରେମୀଙ୍କ ପାଇଁ ଦୁଖଃଦ ଖବର। ବିବାହ ସିଜିନ୍ ଆରମ୍ଭ ହେଉ ହେଉ ବଢିଲାଣି ସୁନା ରେଟ୍। ଗତ ୬ ଦିନ ହେବ ସୁନା ରେଟ୍ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଆଜି ମଧ୍ୟ ସୁନା ଦର ସ୍ଥିର ରହିଥିବା ଦେଖାଦେଇଛି। ଯଦି ଆପଣ ଆଜି ସୁନା ଅଳଙ୍କାର କିଣିବା ପାଇ
Nov 24,2024, 9:40 AM IST
Big News
Big News: ଜୁଆ ଆଡ୍ଡାରୁ ୨୯ ଲକ୍ଷ ଜବତ, ୮୦ ଗିରଫ
Big News: ବିଳମ୍ବିତ ରାତିରେ ହୋଇଥିବା ଏହି ଚଢ଼ଉବେଳେ ଶତାଧିକ ଲୋକ ଜୁଆ ଖେଳରେ ନିଜର ଅର୍ଥ ଲଗାଇଥିବା ଜଣାପଡ଼ିଥିଲା। ସେମାନଙ୍କ ଭିତରୁ ୮୦ ଜଣଙ୍କୁ ପୁଲିସ ଗିରଫ କରିଥିବାବେଳେ ୭୪ଟି ମୋବାଇଲ ଫୋନ ଜବତ କରିଛି। ମୋବାଇଲ୍ ଫୋନରେ ସେମାନେ ଅନ୍ୟମାନଙ୍କ ଅର୍ଥ ଆଣିବା ଏବଂ ସମ୍ପର୍କ କରିବା ଲାଗି ବ୍ୟବହୃତ କରୁଥିବାରୁ ଏଥିରେ ଏକ ବଡ଼ ଧରଣର ରାକେଟ୍ କାମ କରୁଥିବା ମଧ୍ୟ ସନ୍ଦେହ କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।
Nov 24,2024, 9:22 AM IST
Petrol Diesel price
Petrol Diesel Price Today: ରାଜ୍ୟରେ ଲିଟର ପିଛା ଆଜିର ପେଟ୍ରୋଲ ଦାମ୍....
Petrol Diesel Price Today: ପେଟ୍ରୋଲ୍ ରେ ୧୮ ଓ ଡିଜେଲ୍ ରେ ୧୭ ପଇସା ହ୍ରାସ ପାଇଛି। ସେହିପରି, କୋଲକାତାରେ ପେଟ୍ରୋଲ ଲିଟର ୧୦୪ ଟଙ୍କା ୯୫ ପଇସା ଥିବା ବେଳେ ଡିଜେଲ୍ ଦର ୯୧ ଟଙ୍କା ୭୬ ପଇସା ରହିଛି। ସେପଟେ, ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ (୧ ଲିଟର) ୧୦୦ ଟଙ୍କା ୭୫ ପଇସା ରହିଥିବା ବେଳେ ଡିଜେଲ (୧ ଲିଟର) ୯୨ ଟଙ୍କା ୩୪ ପଇସା ରହିଛି।
Nov 24,2024, 9:16 AM IST
Viral Video
ସିଦ୍ଧାନ୍ତ ମହାପାତ୍ରଙ୍କ ସହ ଭାଇରାଲ ହେଉଛି ଅଭିନେତ୍ରୀ ଅନୁ ଚୌଧୁରୀଙ୍କ ଏହି ଭିଡିଓ...
Viral Video: ଅନୁ ଚୌଧୁରୀ ନିଜ ଅଭିନୟ ଓ ସ୍ମାର୍ଟନେସ ପାଇଁ ଓଲିଉଡ ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଅଭିନେତ୍ରୀ ଅନୁ ଚୌଧୁରୀ ନିଜ ସୋସିଆଲ ମିଡିଆ ରେ ସର୍ବଦା ଆକ୍ଟିଭ ରହିଥାନ୍ତି । ତେବେ ନିଜ ଇନଷ୍ଟା ପେଜ୍ ରେ ସେୟାର କରିଥିବା ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ନିଆଁ ଲଗାଇଛି। ଦେଖନ୍ତୁ ଏହି ସୁନ୍ଦର ଭିଡିଓ....
Nov 24,2024, 9:13 AM IST
OMC gets new MD
Odisha News: ଓଏମ୍ସିକୁ ନୂଆ ଏମ୍ଡି, ଯାମିନୀଙ୍କୁ ଜିଏସ୍ଟି ଦାୟିତ୍ୱ
Odisha News: ୨୦୧୪ ବ୍ୟାଚ୍ ଆଇଏଏସ୍ ଅଧିକାର ସ୍ମିତା ରାଉତଙ୍କୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନରେ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ୧୯୯୫ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଚିତ୍ରା ଅରୁମୁଗମ୍ଙ୍କୁ ଶ୍ରମ ଓ ଇଏସ୍ଆଇ ବିଭାଗର କମିଶନର ଭାବେ ନିଯୁକ୍ତ କରାଯାଇଛି। ସେ ଏହି ବିଭାଗର ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଥିଲେ। ଏହାସହ ସେ ବିଜ୍ଞାନ ଓ କାରିଗରୀ ବିଭାଗର ପ୍ରଧାନ ସଚିବ ଭାବେ କାର୍ଯ୍ୟ କରିବେ।
Nov 24,2024, 8:46 AM IST
Actress Mother Died
ପ୍ରାଣ ହରାଇଲେ ଏହି ଲୋକପ୍ରିୟ ବଲିଉଡ ଅଭିନେତ୍ରୀଙ୍କ ମା', ଅନେକ ଓଡ଼ିଆ ଫିଲ୍ମରେ କରିଛନ୍ତି ଅଭିନୟ.
Actress Mother Died: ଏହା ପରେ ସେ ଗତ ୧୫ ଦିନ ଭେଣ୍ଟିଲେଟରରେ ଥିଲେ। ଅଭିନେତ୍ରୀ ନିଜେ ଗଣମାଧ୍ୟମକୁ ତାଙ୍କ ମା’ଙ୍କ ଅସୁସ୍ଥତା ବିଷୟରେ କହିଥିଲେ ଏବଂ ସେ କହିଥିଲେ ଯେ ସେ ଦୀର୍ଘ ଦିନ ଧରି କିଡନୀ ଜନିତ ସମସ୍ୟାରେ ପୀଡିତ ଥିଲେ। ସମ୍ପ୍ରତି ଏହି ସମସ୍ୟା ଆହୁରି ବୃଦ୍ଧି ପାଇଛି, ତାଙ୍କୁ ନିରନ୍ତର ଡାଏଲିସିସ୍ କରିବାକୁ ପଡିଥିଲା।
Nov 24,2024, 8:38 AM IST
Top 10 news
Top 10 news: ଆଜି ଆସିବ ସୁଭଦ୍ରା ଟଙ୍କା ଓ ପଢ଼ନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ଖବର
Nov 24,2024, 8:16 AM IST
puri jagannath temple
ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Mangal Alati of Sri Jagannath: କୋଟି ଓଡିଆଙ୍କ ମଉଡ ମଣି ଜଗତର ନାଥ ଜଗନ୍ନାଥ ଶ୍ରୀ ଜଗନ୍ନାଥ । ପ୍ରତ୍ୟେକ ଦିନ ପରି ଆଜି ମଧ୍ୟ ସେବାୟତଙ୍କ ଦ୍ବାରା ଭୋର ୫ଟା ୦୬ରେ ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି ସମ୍ପର୍ଣ୍ଣ ହୋଇଛି। ଏବଂ ପରେ, ପତିତପାବନଙ୍କ ନିକଟରେ କରାଯାଏ ମଙ୍ଗଳ ଆଳତୀ ମଧ୍ୟ ହୋଇଛି। ସକାଳୁ ସକାଳୁ ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନ କରି ଭକ୍ତମାନେ ସାନିଧ୍ୟ ଲାଭ କରିଛନ୍ତି। ତେବେ ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନ କରି ଦିନଚର୍ଯ୍ଯା ଆରମ୍ଭ କଲେ ପୁଣ୍ୟଫଳ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି ।
Nov 24,2024, 7:39 AM IST
Maa lakshmi favorite zodiac sign
ମାଆ ଲକ୍ଷ୍ମୀଙ୍କର ଅତି ପ୍ରିୟ ଏହି ୫ ରାଶି, ଧନ-ଧାନ୍ୟରେ ପୁରି ରହିଥାଏ ଘର...
Maa lakshmi favorite zodiac sign: ଜ୍ୟୋତିଷଙ୍କ ଅନୁଯାୟୀ, କେତେକ ରାଶି ମାତା ଲକ୍ଷ୍ମୀଙ୍କୁ ଅତି ପ୍ରିୟ ବୋଲି ବିବେଚନା କରାଯାଏ। ଏହି ରାଶି ଗୁଡିକର ସିନ୍ଦୁକ ଓ ପକେଟ୍ କେବେବି ଖାଲି ହୋଇ ନଥାଏ ଏବଂ ସେମାନେ ଜୀବନରେ ଖୁବ୍ ଉନ୍ନତି କରିବାର ସମ୍ଭାବନା ରହିଛି।
Nov 24,2024, 7:38 AM IST
School Close
School Close: ଏହି ସ୍ଥାନରେ ବନ୍ଦ ରହିବ ସ୍କୁଲ୍, ନିର୍ଦ୍ଦେଶ ଜାରି କଲେ ଜିଲ୍ଲାପାଳ...
School Close: ଶାରୀରିକ ସ୍ତରରେ ଶିଶୁ କ୍ଲାସକୁ ଆସିବେ ନାହିଁ, ବିଦ୍ୟାଳୟଗୁଡ଼ିକ ସେମାନଙ୍କୁ କେବଳ ନଭେମ୍ବର ୨୫ ପର୍ଯ୍ୟନ୍ତ ଅନଲାଇନରେ ଶିକ୍ଷାଦାନ କରିବ। ପୂର୍ବରୁ ଏହି ନିଷେଧାଦେଶ କେବଳ ନଭେମ୍ବର ୨୩ ପର୍ଯ୍ୟନ୍ତ ଲାଗୁ କରାଯାଇଥିଲା, କିନ୍ତୁ ଗମ୍ଭୀର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହାକୁ ବୃଦ୍ଧି କରାଯାଇଛି।
Nov 24,2024, 7:04 AM IST
weather report
Weather Report: ୨୭, ୨୮ରେ ରାଜ୍ୟରେ ବର୍ଷା, ଏହି ୬ ଜିଲ୍ଲାରେ ବର୍ଷା ନେଇ ଆଲର୍ଟ ଜାରି...
Weather Report: ଆସନ୍ତା ୪ ଦିନ ଯାଏ ରାଜ୍ୟରେ ରାତିର ତାପମାତ୍ରା ଅପରିବର୍ତ୍ତିତ ରହିବ। ଦିନ ବା ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି। ୨୭ ତାରିଖ ପରେ ରାତି ତାପମାତ୍ରା ୨ ରୁ ୩ ଡିଗ୍ରୀ ବଢିବ। ଏହାଫଳରେ ଶୀତ ସାମାନ୍ୟ କମିଯିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।
Nov 24,2024, 6:37 AM IST
Today Horoscope
କନ୍ୟା-ଧନୁ ସହ ଏହି ସବୁ ରାଶିଙ୍କ ପାଇଁ ଆଜି ବଢିପାରେ ଅଡୁଆ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ
Odia Rasifala 24 November 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ। ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ନଭେମ୍ବର ୨୪ ହେଉଛି ରବିବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...
Nov 24,2024, 6:09 AM IST
career horoscope
ନଭେମ୍ବର ୨୪ରେ ଉଦୟ ହେବ ଏହି ୫ ରାଶିର ଭାଗ୍ୟ, ମା' ଲକ୍ଷ୍ମୀଙ୍କ ଆଶୀର୍ବାଦରେ ପାଇବେ ଅପାର ଲାଭ!
Career Horoscope: ନଭେମ୍ବର ୨୪ ତାରିଖ ରବିବାର ଦିନ, ଭାଗ୍ୟ ବୃଷ ଏବଂ ମିଥୁନ ରାଶିର ଲୋକଙ୍କ ପାଇଁ ଶୁଭ ଫଳ ଆଣିବା। ଭଗବାନ ଗଣେଶଙ୍କ ଆଶୀର୍ବାଦ ସହିତ ସେମାନଙ୍କର ବ୍ୟବସାୟ ବୃଦ୍ଧି ପାଇବ ଏବଂ ସେମାନଙ୍କର ରୋଜଗାର ଭଲ ହେବ। ସେମାନଙ୍କର ସମସ୍ତ କାର୍ଯ୍ୟ ବିନା କୌଣସି ବାଧା ବିଘ୍ନରେ ଶେଷ ହେବ। ଏହି ରାଶିର ଲୋକମାନେ ଅଫିସରେ ଏକ ଭଲ ମାହୋଲ ପାଇବେ।
Nov 23,2024, 21:09 PM IST
ପ୍ରଥମାଷ୍ଟମୀରେ ଅଭିନେତ୍ରୀ ଝିଲିକ ଛାଡ଼ିଲେ ନିଜ ଦୁଇ ଝିଅଙ୍କ ଏହି ସୁନ୍ଦର ଭିଡିଓ....
Viral Video: ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ। ଓଡିଆ ସିନେ ଜଗତର ଜଣାଶୁଣା ନାଁ। ଅଭିନେତ୍ରୀ ଏକାଧିକ ଓଡିଆ ଫିଲ୍ମରେ ଅଭିନୟ କରିଛନ୍ତି। ପ୍ରଥମାଷ୍ଟମୀରେ ଅଭିନେତ୍ରୀ ନିଜ ଦୁଇ ଛୁଆଙ୍କ ସହ ଭିଡିଓ ଛାଡ଼ିଛନ୍ତି, ଯାହାର ଏକ ଭିଡିଓ ସେ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ତେବେ, ଦେଖନ୍ତୁ ଏହି ଭିଡି଼ଓ...
Nov 23,2024, 20:13 PM IST
ODIA RASIFALa
ମହାଦେବଙ୍କ କୃପାରୁ ଚମକିବ ଏହିସବୁ ରାଶିର ଭାଗ୍ୟ, ଜାଣନ୍ତୁ କେମିତି ରହିବ ରବିବାର...
Odia Rasifala 24 November 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ। ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତା କାଲି ଅର୍ଥାତ ନଭେମ୍ବର ୨୪ ହେଉଛି ରବିବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...
Nov 23,2024, 18:29 PM IST
ନିଜକୁ ଫିଟ୍ ରଖିବା ପାଇଁ ଏପରି ଏକ୍ସରସାଇଜ୍ କରନ୍ତି ଅଭିନେତ୍ରୀ ରିୟା ଦେ', ଦେଖୁନ୍ତୁ ଏହି ଭିଡିଓ
Viral Video: ଅଭିନେତ୍ରୀ ରିୟା ଦେ। ନିଜର ଦମଦାର ଓ ହଟ୍ ଲୁକ୍ ପାଇଁ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ରିୟା ଏକାଧିକ ଫିଲ୍ମରେ କାମ କରିଛନ୍ତି। ପ୍ରେମ ଅଢ଼େଇ ଅକ୍ଷର ଫିଲ୍ମରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ରିୟା ଦେ ଏବେ ଘରେ ଘରେ ଖୁବ୍ ଲୋକପ୍ରିୟ। ଏହାରି ଭିତରେ ରିୟାଙ୍କ ଏକ ଭିଡି଼ଓ ସୋସିଆଲ୍ ମିଡିଆରେ ଲୋକଙ୍କୁ ଫିଟନେସ୍ ପାଇଁ ପ୍ରୋତ୍ସାହିତ କରିଛି। ..ଦେଖନ୍ତୁ ଭିଡିଓ...
Nov 23,2024, 18:13 PM IST
Baba Vanga predictions
୨୦୨୫ରେ ଧନୀ ହେବେ ଏହି ୩ ରାଶି! ବାବା ଭେଙ୍ଗା କଲେ ବଡ଼ ଭବିଷ୍ୟବାଣୀ
Baba Vanga Predictions For 2025: ବର୍ତ୍ତମାନ ପର୍ଯ୍ୟନ୍ତ ବାବା ଭଙ୍ଗାର ଅନେକ ଭବିଷ୍ୟବାଣୀ ସତ ହୋଇଛି। ଏହି କାରଣରୁ ଲୋକମାନେ ତାଙ୍କ ଭବିଷ୍ୟବାଣୀ ଉପରେ ଦୃଢ଼ ବିଶ୍ୱାସ କରନ୍ତି। ୨୦୨୫ ବିଷୟରେ ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି | ଆଜି ଆମେ ଆପଣଙ୍କୁ ସେହି ତିନୋଟି ରାଶି ଚିହ୍ନ ବିଷୟରେ କହିବାକୁ ଯାଉଛୁ ବାବା ଭଙ୍ଗାଙ୍କ ଦ୍ୱାରା କୁହାଯାଇଛି, ଷେଉଁ ଲୋକଙ୍କ ଆର୍ଥିକ ସ୍ଥିତି ୨୦୨୫ ମସିହାରେ ସୁଧୁରିବ।
Nov 23,2024, 16:46 PM IST
ଫିଲ୍ମ ଷ୍ଟାଇଲରେ ବିଚ୍ ରାସ୍ତାରୁ ଯୁବତୀଙ୍କ ଅପହରଣ, ଘୋଷାଡ଼ି ଘୋଷାଡ଼ି ନେଇଗଲେ ଅପହରଣକାରୀ...
Viral Video: ରାଜସ୍ଥାନର ଏକ ସହରରେ ଜଣେ ମହିଳା ଅପହରଣର ଶିକାର ହୋଇଥିବା ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଫିଲ୍ମ ଷ୍ଟାଇଲରେ ମହିଳା ଜଣକ ସାହାଯ୍ୟ ମାଗିବା ସହ ଚିତ୍କାର କରି ଚାଲିଥିଲେ, କିନ୍ତୁ ଦୁଷ୍କର୍ମକାରୀମାନେ ତାଙ୍କୁ ଅଟୋ ରିକ୍ସା ଭିତରୁ ଟାଣି ନେଇଯାଇଥିଲେ। ଏହି ଘଟଣା ଏତେ ଭୟଙ୍କର ଥିଲା ଯେ ଆଖପାଖର ଲୋକମାନେ ଏହି ଦୃଶ୍ୟକୁ ଦେଖୁଥିଲେ, କିନ୍ତୁ ମହିଳାଙ୍କୁ ସାହାଯ୍ୟ କରିବାକୁ କାହାର ସାହସ ନଥିଲା। ଦେଖନ୍ତୁ ଏହି ଭାଇରାଲ୍ ଭିଡିଓ...
Nov 23,2024, 16:26 PM IST
Top 10 News: ସୁଭଦ୍ରା’ ଯୋଜନାକୁ ନେଇ ବଡ଼ ଘୋଷଣା ଏଥି ସହ ପଢ଼ନ୍ତୁ ଆଉ ୧୦ ଗୁରୁତ୍ୱପୂର୍ଣ୍ଣ ଖବର
Nov 23,2024, 16:05 PM IST
ସୋସିଆଲ ମିଡିଆରେ ଭାଇରାଲ ହେଉଛି ରାଜା-ରାଣୀ ସିରିଏଲର ଛୋଟ ରାଣୀଙ୍କ ଏହି ଭିଡିଓ....
Viral Video: ଗୋଟେ ସମୟରେ ଘରେ ଘରେ ପରିଚୟ ସୃଷ୍ଟି କରିଥିଲା ଓଡ଼ିଆ ସିରିଏଲ୍ ରାଜା-ରାଣୀ। ଏଥିରେ ଛୋଟ ରାଣୀ ଚରିତ୍ରରେ ଅଭିନୟ କରିଥିବା ସିମରନ୍ ପଟ୍ଟନାୟକ ଏବେ ବଡ଼ ହୋଇଯାଇଛନ୍ତି। ଏଥି ସହ ସେ ଏବେ ସୋସିଆଲ ମିଡିଆ ସହ ସିରିଏଲ୍ ଓ ମ୍ୟୁଜିକ୍ ଭିଡିଓରେ ଖୁବ୍ ଆକ୍ଟିଭ୍। ଦେଖନ୍ତୁ ତାଙ୍କର ଏହି ସୁନ୍ଦର ଭିଡିଓ...
Nov 23,2024, 15:13 PM IST
ଶିକ୍ଷକଙ୍କୁ ଅନତ୍ର ବଦଳି ଓ ନୂତନ ପ୍ରଧାନ ଶିକ୍ଷକଙ୍କୁ ନିଯୁକ୍ତି ପାଇଁ ଅଭିଭାବକ ଓ ଛାତ୍ରଛାତ୍ରୀଙ
Odisha News: ଏଥି ସହିତ ଚଟୁଆ ସ୍କୁଲର ଶିକ୍ଷକ ଶିଶିର କାନ୍ତ ସାହୁଙ୍କୁ ପୂନର୍ବାର ନିଯୁକ୍ତି କରିବାପାଇଁ ଚଟୁଆ ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦେବଦତ୍ତ ସାହାଣୀ, ଆଲୁମିନି କମିଟିର ସଭାପତି ପ୍ରଶାନ୍ତ କୁମାର ସ୍ୱାଇଁ, ପରିଚାଳନା କମିଟିର ସଦସ୍ୟ ରମେଶ ଚନ୍ଦ୍ର ଗୋଛାୟତଙ୍କ ସମେତ ଅଭିଭାବକମାନେ ଧାରଣାରେ ବସି ରହିଥିଲେ।
Nov 23,2024, 14:57 PM IST
5 Lucky Zodiac Sign
5 Lucky Zodiac Sign: ଡିସେମ୍ବର ମାସରେ ଏହି ୫ ରାଶି ଉପରେ ହେବ ଟଙ୍କା ବର୍ଷା !
5 Lucky Zodiac Sign: ଡିସେମ୍ବର ମାସ ସେହି ରାଶିର ଲୋକଙ୍କ ପାଇଁ ବିଶେଷ ଶୁଭ ହେବ ଯାହା ଆର୍ଥିକ ସମୃଦ୍ଧତା ଏବଂ ସଫଳତା ଆଡକୁ ଗତି କରୁଛି। ଏହି ମାସରେ, ଗ୍ରହମାନଙ୍କର ସ୍ଥିତି ଏପରି ହୋଇଯାଉଛି ଯେ ୫ ରାଶିର ଲୋକଙ୍କ ପାଇଁ, ଏଥର ଅର୍ଥ ଏବଂ ସମ୍ପତ୍ତି ଦୃଷ୍ଟିରୁ ଉତ୍କୃଷ୍ଟ ପ୍ରମାଣିତ ହେବ। ଏହି ରାଶିଗୁଡିକ ଆର୍ଥିକ କ୍ଷେତ୍ରରେ ବହୁତ ଲାଭ ହୋଇପାରେ ଏବଂ ସେମାନେ ସେମାନଙ୍କର ପ୍ରୟାସର ଭଲ ଫଳାଫଳ ପାଇବେ। ଏହା ସେମାନଙ୍କ ପାଇଁ ସମୟ ଯେତେବେଳେ ସେମାନଙ୍କର କଠିନ ପରିଶ୍ରମର ଫଳ ଦେବ ଏବଂ ସେମାନେ ହଠାତ୍ ଟଙ୍କା ପାଇପାରନ୍ତି। ଆସନ୍ତୁ ଜାଣିବା, ସେହି ୫ ଟି ରାଶିର ଲୋକ ଯାହା ଡିସେମ୍ବରରେ ଟଙ୍କା ଦୃଷ୍ଟିରୁ ବହୁତ ଭାଗ୍ୟବାନ ହେବାକୁ ଯାଉଛି।
Nov 23,2024, 14:17 PM IST
Naveen Pattnaik Childhood Pics
ଗୋଟିଏ କ୍ଲିକ୍ ରେ ଦେଖନ୍ତୁ ଓଡ଼ିଶାବାସୀଙ୍କ ପ୍ରିୟ ନେତା ନବୀନ ପଟ୍ଟନାୟକଙ୍କ ଛୋଟ ବେଳର କିଛି ଫଟୋ.
Naveen Pattnaik Childhood Pics: ସତ୍ତାରେ ନଥାଇ ମଧ୍ୟ ଆଜି ବି ପ୍ରତିଟି ଓଡ଼ିଆଙ୍କ ହୃଦୟରେ ରାଜ୍ କରୁଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ।
Nov 23,2024, 13:31 PM IST
maharashtra election result
ସ୍ୱରା ଭାସ୍କରଙ୍କ ସ୍ୱାମୀ ଫହାଦଙ୍କ ସାମ୍ନାରେ ନବାବ ମଲିକଙ୍କ ଝିଅ, ଜାଣନ୍ତୁ କିଏ ଆଗରେ ଏବଂ ପଛରେ.
Fahad Ahmad vs Sana Malik: ନବାବ ମଲିକଙ୍କ ଝିଅ ସାନା ମଲିକଙ୍କୁ ଏହି ଆସନରୁ ପାର୍ଥୀ ଭାବରେ ଲଢ଼ୁଛନ୍ତି। ଫହାଦ ଅହମ୍ମଦ ଦୀର୍ଘ ଦିନ ଧରି ସମାଜବାଦୀ ପାର୍ଟିର ମହାରାଷ୍ଟ୍ର ୟୁନିଟର ଯୁବ ବାହିନୀର ସଭାପତି ରହିଛନ୍ତି। ସେ ଉତ୍ତରପ୍ରଦେଶର ଅଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟରୁ ଏବଂ ପରେ ମୁମ୍ବାଇର ଟାଟା ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ଅଧ୍ୟୟନ ସମୟରେ ଫାହାଦ୍ ଛାତ୍ର ରାଜନୀତିରେ ମଧ୍ୟ ସକ୍ରିୟ ଅଛନ୍ତି।
Nov 23,2024, 13:00 PM IST
Ustad Bismillah Khan Award
Ustad Bismillah Khan Award: ୩ ଓଡ଼ିଶୀ କଳାକାରଙ୍କୁ ଉସ୍ତାଦ୍ ବିସ୍ମିଲ୍ଲା ଖାଁ ପୁରସ୍କାର
Ustad Bismillah Khan Award: ଅପୂର୍ବାଙ୍କୁ ୨୦୨୨ ପାଇଁ ପୁରସ୍କାର ପ୍ରଦାନ କରାଯିବାକୁଥିବା ବେଳେ ୨୦୨୩ ପାଇଁ ଦେବାଶୀଷ ଏବଂ ଲୋକ ନୃତ୍ୟ ଓ ବାଦ୍ୟ କ୍ଷେତ୍ରରେ ବିଶେଷ ଅବଦାନ ଲାଗି ଶ୍ରୀ ବିଶୋୟୀଙ୍କୁ ୨୦୨୩ ବର୍ଷର ପୁରସ୍କାର ମିଳିବ।
Nov 21,2024, 22:36 PM IST
ଲୋକସେବା ଆୟୋଗ ଅଧ୍ୟକ୍ଷଙ୍କୁ ହାଇକୋର୍ଟ ନୋଟିସ ଜାରି ଓ ପଢ଼ନ୍ତୁ ୧୦ ଗୁରୁତ୍ୱପୂର୍ଣ୍ଣ ଖବର
Top 10 News: ଲୋକସେବା ଆୟୋଗ ଅଧ୍ୟକ୍ଷଙ୍କୁ ହାଇକୋର୍ଟ ନୋଟିସ ଜାରି ଓ ପଢ଼ନ୍ତୁ ୧୦ ଗୁରୁତ୍ୱପୂର୍ଣ୍ଣ ଖବର
Nov 21,2024, 22:27 PM IST
Baikuntha dham news
ଭଙ୍ଗା ହେବନି ନକଲି ବାବାଙ୍କ ‘ବୈକୁଣ୍ଠ ଧାମ’, ବିଡିଏ ନୋଟିସ ବିପକ୍ଷରେ ହାଇକୋର୍ଟଙ୍କ ସ୍ଥଗିତାଦେ
Baikuntha dham: ଏହା ପରେ ସମ୍ପୃକ୍ତ ଆଶ୍ରମର ବୈଧାନିକତା ବିଷୟ ମଧ୍ୟ ସାମ୍ନାକୁ ଆସିଥିଲା। ଏହାକୁ ଯାଞ୍ଚ କରିବା ପରେ ଖଣ୍ଡଗିରିରେ ଥିବା ‘ବୈକୁଣ୍ଠ ଧାମ’କୁ ଭାଙ୍ଗିବା ଲାଗି ଆଦେଶ ଦେଇଛନ୍ତି ବିଡିଏ। ଏହି ଆଦେଶ ଶୁକ୍ରବାରଦିନ କାର୍ଯ୍ୟକାରୀ କରିବାକୁ ସ୍ଥିର ହୋଇଥିଲା। ହେଲେ ଏ ସ୍ଥଗିତାଦେଶ ଏବେ ସବୁ ଆଶଙ୍କାକୁ ପ୍ରଶମିତ କରିଛି।
Nov 21,2024, 21:42 PM IST
ନଭେମ୍ବର ୨୨ ରେ ଉଦୟ ହେବ ଏହି ୫ ରାଶିର ଭାଗ୍ୟ, ମା' ଲକ୍ଷ୍ମୀଙ୍କ ଆଶୀର୍ବାଦରେ ପାଇବେ ଅପାର ଲାଭ!
Career Horoscope: ନଭେମ୍ବର ୨୨ ତାରିଖ ଶୁକ୍ରବାର ଦିନ, ଭାଗ୍ୟ ମେଷ ଏବଂ କନ୍ୟା ରାଶିର ଲୋକଙ୍କ ପାଇଁ ଶୁଭ ଫଳ ଆଣିବା। ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ସହିତ ସେମାନଙ୍କର ବ୍ୟବସାୟ ବୃଦ୍ଧି ପାଇବ ଏବଂ ସେମାନଙ୍କର ରୋଜଗାର ଭଲ ହେବ। ସେମାନଙ୍କର ସମସ୍ତ କାର୍ଯ୍ୟ ବିନା କୌଣସି ବାଧା ବିଘ୍ନରେ ଶେଷ ହେବ। ଏହି ରାଶିର ଲୋକମାନେ ଅଫିସରେ ଏକ ଭଲ ମାହୋଲ ପାଇବେ।
Nov 21,2024, 21:24 PM IST
National Tennis Ball
National Tennis Ball Cricket: ଜାତୀୟ ଟେନିସ୍ ବଲ୍ କ୍ରିକେଟ୍ : ଓଡ଼ିଶାକୁ ରୌପ୍ୟ ପଦକ
National Tennis Ball Cricket: ଏହି ସଫଳତା ଲାଗି ଦଳର ସମସ୍ତ ଖେଳାଳି କୋଚ ପ୍ରକାଶ ସାହୁ ଓ ମ୍ୟାନେଜର ସୋମନାଥ ପରିଡାଙ୍କୁ ଓଡିଶା ଟେନିସ ବଲ କ୍ରିକେଟ ସଙ୍ଘର ସଭାପତି ସୁରଜ କୁମାର ମିଶ୍ର, ସମ୍ପାଦକ ସିଥିଲ କୁମାର ପଣ୍ଡା, ଭୁବନେଶ୍ୱର ସମ୍ପାଦକ ପଙ୍କଜ କୁମାର ଦାସ, ଗଞ୍ଜାମ ସମ୍ପାଦକ ସଥୟ ବିଶୋଇ ଏବଂ ଓଡ଼ିଶା ଟେନିସ୍ ବଲ୍ କ୍ରିକେଟ୍ ମୁଖ୍ୟ କୋଚ୍ ଚକ୍ରଧର ମାଝୀ ଶୁଭେଚ୍ଛା ଜଣାଇଛନ୍ତି।
Nov 21,2024, 21:03 PM IST
Situation in Palestine
ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ଗିରଫ ପାଇଁ ପରଓ୍ୱାନା ଜାରି କଲା ଆଇସିସି
ICC Issues Arrest Warrants: ଜାଣି ଶୁଣି ଏହି ଦୁଇ ବ୍ୟକ୍ତି ଗାଜାରେ ମାନବିକତାକୁ ଉଲ୍ଲଂଘନ କରିଛନ୍ତି। ଲଠାରେ ରହୁଥିବା ଲୋକଙ୍କ ବଞ୍ଚିବା ଏବେ କଷ୍ଟକର ହୋଇଛି। ସେମାନଙ୍କ ମୌଳିକ ଆବଶ୍ୟକତା ପୂରଣ ହୋଇପାରୁ ନାହିଁ। ଖାଦ୍ୟ, ପାଣି, ବସ୍ତ୍ର, ମେଡିସିନ୍ ଏବହ ମେଡିକାଲ୍ ଉପକରଣ ଏବଂ ବିଜୁଳି ମଧ୍ୟ ଉପଲବ୍ଧ ହେଉ ନାହିଁ ବୋଲି ଏହି ଆଦେଶରେ କୁହାଯାଇଛି। ଏହି ଗିରଫ ପରଓ୍ୱାନାକୁ ଗୋପନୀୟ ବୋଲି ସୂଚୀତ କରାଯାଇଛି।
Nov 21,2024, 20:48 PM IST
ସମୁଦ୍ରରେ ପେଟ୍ରୋଲିଂ ସମୟରେ ହୃଦଘାତରେ ଟଳି ପଡିଲେ ବନ କର୍ମଚାରୀ
Viral Video: ସମୁଦ୍ରରେ ପେଟ୍ରୋଲିଂ ସମୟରେ ହୃଦଘାତରେ ଟଳି ପଡିଲେ ବନ କର୍ମଚାରୀ । ବିରଳ ଅଲିଭରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ପେଟ୍ରୋଲିଂ ଚାଲିଥିଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ୧୩ କିଲୋମିଟର ସମୁଦ୍ର ମଝିରେ ବେଆଇନ ଭାବେ ମାଛ ମାରୁଥିବା ନାଗେଶ୍ୱର ନାମକ ଟ୍ରଲରକୁ ଜବତ କରାଯିବା ଶହ ସେଥିରେ ଥିବା ମସ୍ୟଜୀବୀଙ୍କୁ ବନବିଭାଗ ଧରିଥିଲା। ରାତି ପ୍ରାୟ ୧୨ ଘଟିକା ସମୟରେ ଏହି ବୋଟ ଧରାଯାଇଥିଲା। ଏହି ସମୟରେ ବନବିଭାଗର ଅଲଭିୟା ଟ୍ରଲର ର ଡ୍ରାଇଭର ଚଞ୍ଚଳ ମାଇତି (୫୫ବର୍ଷ) ପାଣି ପିଇଥିଲେ।ପାଣି ପିଇବା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରି ଟଳି ପଡ଼ିଥିଲେ।
Nov 21,2024, 19:52 PM IST
Love horoscope
Love Horoscope: ଶୁକ୍ରବାର ମିଳିବ ଏହି ୪ ରାଶିକୁ ଖୁସି ଖବର! ଜାଣନ୍ତୁ କେମିତି କଟିବ ଦିନ....
Love Horoscope: ଯଦି ଦମ୍ପତିଙ୍କ ମଧ୍ୟରେ ପ୍ରେମ ଥାଏ, ତେବେ ଏହା ସେମାନଙ୍କ ସମ୍ପର୍କକୁ ମଜବୁତ କରିଥାଏ। ଯେଉଁମାନଙ୍କ ସମ୍ପର୍କରେ ପ୍ରେମ ନଥାଏ, ସେହି ସମ୍ପର୍କ ଉଭୟ ଦମ୍ପତିଙ୍କ ପାଇଁ ଏକ ବୋଝ ହେବା ଆରମ୍ଭ କରିଥାଏ। ତେବେ, ପ୍ରେମ ଦୃଷ୍ଟିରୁ, ଆଜି କିଛି ରାଶିର ଲୋକଙ୍କ ପାଇଁ ଅନେକ ଉପାୟରେ ଏକ ଭଲ ଦିନ ହେବାକୁ ଯାଉଛି। ସେମାନେ ନିଜ ଜୀବନସାଥୀ ସହିତ କୌଣସି ସ୍ଥାନକୁ ଯାଇପାରନ୍ତି, ଯାହାଫଳରେ ସେମାନେ ନିଜ ସାଥୀଙ୍କୁ ଭଲ ଭାବରେ ଜାଣିବାର ସୁଯୋଗ ପାଇବେ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହାଁନ୍ତି ଯେ ଆପଣଙ୍କର ପ୍ରେମ ଜୀବନ ଆଜି କିପରି ହେବ ତେବେ ଏହାକୁ ଭଲ ଭାବେ ପଢ଼ନ୍ତୁ।
Nov 21,2024, 19:17 PM IST
ସ୍କୁଲ୍ ଭିତରେ ଶିକ୍ଷୟତ୍ରୀ ଓ ପ୍ରଧାନଶିକ୍ଷକଙ୍କ ମଧ୍ୟରେ ଭୟଙ୍କର ମାଡ଼ଗୋଳ
Viral Video: ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି। ଭିଡିଓରେ ଜଣେ ଶିକ୍ଷୟତ୍ରୀ ଓ ପ୍ରଧାନଶିକ୍ଷକ ପରସ୍ପର ସହ ମାଡ଼ଗୋଳ କରୁଥିବା ଦେଖିବାକୁ ମିଳିଛି। ସୂଚନାନୁସାରେ, ଏହା ବିହାରର ଏକ ସ୍କୁଲ ଭିତରର ଘଟଣା, ଯେଉଁଠାରେ ମହିଳା ଶିକ୍ଷକ କିଛି ପ୍ରସଙ୍ଗରେ ରାଗି ଯାଇ ପ୍ରିନ୍ସିପାଲଙ୍କ କଲର ଧରି ଧମକାଇଛନ୍ତି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦେଖନ୍ତୁ ଏହି ଭିଡିଓ...
Nov 21,2024, 18:52 PM IST
ପଶ୍ଚିମବଙ୍ଗରୁ ଭାଇରାଲ ହେଉଛି ଅଭିନେତ୍ରୀ ରଚନା ବାନାର୍ଜୀଙ୍କ ଏହି ଭିଡିଓ..
Rachna Banerjee Viral Video: ରଚନା ବଙ୍ଗଳା ଫିଲ୍ମ ଇଣ୍ଡଷ୍ଟ୍ରୀ ବ୍ୟତୀତ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀରେ ମଧ୍ୟ ବେଶ ଲୋକପ୍ରିୟ ଛାପ ଛାଡିଛନ୍ତି । ଓଡିଆ କଳାକାର ନହୋଇ ମଧ୍ୟ 90 ଦଶକରେ ଅନେକ ଓଡିଆ ଫିଲ୍ମରେ ସେ ଅଭିନୟ କରିଥିଲେ। ଯାହା ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ଜାଗା ସୃଷ୍ଟି କରିଛି। ଏବେ ଦେଖନ୍ତୁ ତାଙ୍କର ଏହି ଭିଡିଓ....
Nov 21,2024, 18:26 PM IST
Adani bribed Senior Odisha Grid Employees
ଆମେରିକୀୟ କୋର୍ଟରେ ଓଡ଼ିଶା ଅଧିକାରୀଙ୍କୁ ଲାଞ୍ଚ ମାମଲା!, କେଉଁ ବିଭାଗର ଅଧିକାରୀ ହୋଇଛନ୍ତି ଲାଭ
Adani bribe: ଯେଉଁ ଆଦାନୀ ପ୍ରସଙ୍ଗକୁ ଉଠାଇ ଗୃହରେ ଶାସକ ଦଳରେ ସ୍ଖଳନ ହୋଇଥିବା ନେଇ ବିରୋଧୀ ଦଳ ନେତା ବାରମ୍ବାର ଦାବି କରୁଥିଲେ ସେଥିରେ ଆଉ ଏକ ଉପାଦାନ ତାଙ୍କୁ ହାସଲ ହୋଇଛି। ଏନେଇ ଯୁଗ୍ମ ସଂସଦୀୟ କମିଟିର ତଦନ୍ତ ପାଇଁ ଦାବି କରିବେ ବୋଲି ଗଣମାଧ୍ୟମକୁ କହିଛନ୍ତି ବିରୋଧି ଦଳ ନେତା ରାହୁଲ ଗାନ୍ଧି।
Nov 21,2024, 18:24 PM IST
Rahul Gandhi targeting Modi
Rahul Gandhi: ରାହୁଲ କହିଲେ ପ୍ରଥମେ ଗୌତମ ଆଦାନୀ ଗିରଫ ହେବା ଦରକାର
Rahul Gandhi: ଆମେରିକାର କୋର୍ଟରେ ଆଦାନୀ ଓ ତାଙ୍କ ପୁତୁରା ଓ ଅନ୍ୟ ବରିଷ୍ଠ କର୍ମକର୍ତ୍ତାଙ୍କ ବିରୁଦ୍ଧରେ ମାମଲା ରୁଜୁ ହେବା ପରେ ପ୍ରତିକ୍ରିୟା ରଖି ଶ୍ରୀ ଗାନ୍ଧି ଏହା କହିଛନ୍ତି। ସେ କହିଛନ୍ତି ଏହା ସ୍ପଷ୍ଟ ଯେ, ଆଦାନୀ ଉଭୟ ଭାରତୀୟ ଏବଂ ଆମେରିକୀୟ ଆଇନକୁ ଉଲ୍ଲଂଘନ କରିଛନ୍ତି। ତଥାପି ସେ କେମିତି ନିର୍ଭୟରେ ବୁଲୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ଗାନ୍ଧି। ପ୍ରଧାନମନ୍ତ୍ରୀ ତାଙ୍କୁ ସୁରକ୍ଷା ଦେଉଛନ୍ତି ଏବଂ ଉଭୟଙ୍କର ଦୁର୍ନୀତିରେ ହାତ ରହିଛି ବୋଲି ସେ କହିଛନ୍ତି।
Nov 21,2024, 17:53 PM IST
ବିଷାକ୍ତ ମଦ ପିଇ ଦାଦା ପୁତୁରାଙ୍କ ମୃତ୍ୟୁ ଅଭିଯୋଗ ପରେ ପଦାକୁ ଆସିଲା ସମ୍ପୂର୍ଣ୍ଣ ସତ୍ୟ....
Odisha News: ଘଟଣା ସ୍ଥଳରେ ଜଗତସିଂହପୁର ଏସ୍ପି ପହଁଚି ତଦନ୍ତ କରିବା ସହ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ସତ୍ୟା ସତ୍ୟ ପଦାକୁ ଆସିବ ବୋଲି ଏସପି ସୂଚନା ଦେଇଛନ୍ତି। ଟିପିରି ଗାଁର ଗୋପୀନାଥ ସାମଲ ଓ ତାଙ୍କ ପୁତୁରା ବିଭୁତି ଭୂଷଣ ସାମଲଙ୍କ ମୃତ୍ୟୁ ହୋଇଥିବା ବେଳେ ଗତ କାଲି ଦିନରେ ବିଭୁତି ଓ ଗୋପବନ୍ଧୁ ଏକାଠି ବସି ମଦ ପିଇବା ସହିତ ରାତିରେ ମଧ୍ୟ ପୁନର୍ବାର ମଦ ପିଇ ସାରି ଘରକୁ ଯାଇଥିଲେ। ଘରେ ଖାଇ ପିଇ ଶୋଇବାର କିଛି ସମୟ ପରେ ଉଭୟ ଙ୍କର ଛାତିରେ ଭୀଷଣ ଯନ୍ତ୍ରଣା ହୋଇଥିଲା ।
Nov 21,2024, 17:33 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.