Advertisement
Photo Details/zeeodisha/odisha2604101
photoDetails0hindi

Saif Ali Khan: ସୈଫ ଅଲ୍ଲୀ ଖାନ୍ ଙ୍କୁ ଆକ୍ରମଣ ପରେ ଏବେ ଭାଇରାଲ ହେଉଛି ଏହି ଫଟୋ...

Saif Ali Khan: ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ପରେ ସେ ବର୍ତ୍ତମାନ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଚିକିତ୍ସାଧିନ ରହିଛନ୍ତି। ସୈଫ୍ ଅଲ୍ଲୀ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ଡାକ୍ତର କହିଛନ୍ତି।  ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଆକ୍ରମଣକାରୀଙ୍କୁ ଖୋଜା ଚାଲିଛି। 

1/7

2/7

3/7

4/7

5/7

6/7

ବଲିଉଡ ଅଭିନେତା ତଥା ତାଙ୍କ କୋ-ଆକ୍ଟର ନୀଲ୍ ନିତିନ୍ ମୁକେଶ ତାଙ୍କ ଶୀଘ୍ର ଆରୋଗ୍ୟ କାମନା କରି ଟ୍ୱିଟ୍ କରିଛନ୍ତି।  

My prayers with Saif sir and the entire family. This is very sad indeed !! May your bravery and love for your family be rewarded with healing, strength, and peace. Get well soon  #SaifAliKhan pic.twitter.com/21NGv75sqN

— Neil Nitin Mukesh (@NeilNMukesh) January 16, 2025

7/7

ହସ୍ପିଟାରେ ସୈଫଙ୍କୁ ଭେଟିବା ପାଇଁ ତାଙ୍କ ଭଉଣୀ ସୋହା ଅଲ୍ଲୀ ଖାନ୍ ଓ ସୋହାଙ୍କ ସ୍ୱାମୀ କୁନାଲ୍ ଖେମୁ ପହଞ୍ଚିଛନ୍ତି।

#SohaAliKhan and #KunalKemmu leaving from hospital after meeting #SaifAliKhan, who's out of surgery and danger. #pinkvilla pic.twitter.com/jMoclrbMpg

— Pinkvilla (@pinkvilla) January 16, 2025