Advertisement
Photo Details/zeeodisha/odisha1504646
photoDetails0hindi

BSF Jawan: ଫଟୋ କହୁଛି କାହାଣୀ, ୱାର୍ଲଡ ରେକର୍ଡ କଲେ ମହିଳା ବିଏସଫ ଯବାନ

BSF Jawan: ୩୯ ଜଣ ମହିଳା ବିଏସଫ ଯବାନ ବୁଲେଟରେ ଦୁଃସାହଶିକ କାର୍ଯ୍ୟ ଦେଖାଇ ଲିମକା ବୁକ୍ ଅଫ ରେକର୍ଡରେ (Limca Book of Records)ସ୍ଥାନ ପାଇଛନ୍ତି ।

1/4

ଭାରତୀୟ ସୀମା ସୁରକ୍ଷା ବଳରେ ସୀମା ଭବାନୀ ଦଳର ୩୯ ଜଣ ମହିଳା ଯବାନ 9 ରୟାଲ ଏନଫିଲ୍ଡ ୩୫୦ ସିସି ବାଇକରେ ୧.୩ କିଲୋମିଟର ବାଇକ୍ ଚଲାଇଛନ୍ତି । ମହିଳା ବିଏସଏଫର ଏହି ଆଶ୍ଚର୍ଯ୍ୟଜନକୁ ସମସ୍ତେ ତାରିଫ କରିଛନ୍ତି । 

 

2/4

ଗ୍ରୃଫ ଇଭେଣ୍ଟରେ ସୀମା ଭବାନୀ ଦେଖାଇଲା ନିଜର ଶକ୍ତି । ବିଏସଏଫ ମୁଖପାତ୍ର କହିଛନ୍ତି ଯେ, ସେମା ଭବାନୀ ଦଳର ୩୯ ବିଏସଏଫ ମହିଳା ଗ୍ରୁପ୍ ଇଭେଣ୍ଟରେ ୯ଟି ରୟାଲ ଏନଫିଲ୍ଡ ବାଇକରେ ଏହି  ଦୁଃସାହଶିକ କାର୍ଯ୍ୟ କରିଛନ୍ତି।

 

3/4

ଏହି ସମସ୍ତ ୩୯ ମହିଳା ଯବାନ ମଙ୍ଗଳବାର ଦିନ ଦିଲ୍ଲୀରେ ୨ ମିନିଟ୍ ୧୦ ସେକେଣ୍ଡରେ ପ୍ରାୟ ୧.୩ କିଲୋମିଟର ଯାତ୍ରା କରିଥିଲେ। ଭାରତରେ ଏହା ପ୍ରଥମ ଥର ପାଇଁ ଘଟିଛି।  ଏହି ସମସ୍ତ ମହିଳା ଯବାନଙ୍କ ଲିମକା ବୁକ୍ ଅଫ୍ ରେକର୍ଡରେ ପଞ୍ଜୀକୃତ ହୋଇଛି। 

 

4/4

୨୦୧୪ ରେ, ସିଆରପିଏଫର ମହିଳା ଯବାନମାନେ ଏହି ରେକର୍ଡକୁ ୩୭ ଥର,  ୯ ଟି ବାଇକ୍ ଚଲାଇ ପଞ୍ଜୀକୃତ କରିଥିଲେ। ଆଜି ସମାନ ରେକର୍ଡ ଭାଙ୍ଗିଛି।