Advertisement
Photo Details/zeeodisha/odisha2473785
photoDetails0hindi

Dr S Jaishankar in Pakistan: ପାକିସ୍ତାନରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର, ପଢ଼ନ୍ତୁ ପୁରା ଖବର...

Dr S Jaishankar in Pakistan: ପାକିସ୍ତାନରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର। ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ମଙ୍ଗଳବାର ପାକିସ୍ତାନରେ ପହଞ୍ଚିଛନ୍ତି। ଏଠାରେ ସେ ସଂଘାଇ ସହଯୋଗ ସଂଗଠନ (SCO) ବୈଠକରେ ଯୋଗ ଦେବେ। 

1/7

Dr S Jaishankar in Pakistan: ପାକିସ୍ତାନରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର, ପଢ଼ନ୍ତୁ ପୁରା ଖବର...

2/7

ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ମଙ୍ଗଳବାର ପାକିସ୍ତାନରେ ପହଞ୍ଚିଛନ୍ତି।

3/7

ଏଠାରେ ସେ ସଂଘାଇ ସହଯୋଗ ସଂଗଠନ (SCO) ବୈଠକରେ ଯୋଗ ଦେବେ। 

4/7

ଏହି ବୈଠକ ୧୫-୧୬ ଅକ୍ଟୋବରରେ ଅନୁଷ୍ଠିତ ହେବ।

5/7

ପାକିସ୍ତାନ ପାଖରେ ଏବେ ସଂଘାଇ ସହଯୋଗ ସଂଗଠନ (ଏସସିଓ) ର କାଉନସିଲ୍ ଅଫ୍ ହେଡସ୍ ଅଫ୍(CHG) ର ଅଧ୍ୟକ୍ଷତା ରହିଛି। 

6/7

ପାକିସ୍ତାନ ଅଧ୍ୟକ୍ଷତାରେ ଅକ୍ଟୋବରରେ ଦୁଇ ଦିନିଆ ଏସସିଓ ଏସସିଓ ମୁଖ୍ୟମାନଙ୍କର ବୈଠକ ଅନୁଷ୍ଠିତ ହେବ। 

7/7

ଏହା ପୂର୍ବରୁ ଅଗଷ୍ଟ ମାସରେ ପାକିସ୍ତାନ ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅକ୍ଟୋବରରେ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ ପରିଷଦର ମୁଖ୍ୟଙ୍କ ବୈଠକକୁ ନିମନ୍ତ୍ରଣ କରିଥିଲା।