Advertisement
Photo Details/zeeodisha/odisha1565086
photoDetails0hindi

Railway Station In India: ଦେଶର ସବୁଠାରୁ ବଡ ରେଳ ଷ୍ଟେସନ, ଦେଖନ୍ତୁ ଫଟୋ

 India Railway: ଦେଶରେ ପ୍ରାୟ ୭୦୮୩ ରେଳ ଷ୍ଟେସନ ରହିଛି। ହେଲେ ଏହା ମଧ୍ୟରୁ ଏପରି କିଛି ରେଳ ଷ୍ଟେସନ ଯାହା ଆକାରରେ ଅନ୍ୟ ଷ୍ଟେସନ ଅପେକ୍ଷା ବହୁତ ବଡ଼। ଜାଣନ୍ତୁ ଦେଶର  ସବୁଠାରୁ ବଡ ରେଳ ଷ୍ଟେସନ ସମ୍ପର୍କରେ ଜାଣନ୍ତୁ। 

1/10

ଅହମ୍ମଦାବାଦ ରେଳ ଷ୍ଟେସନ। ପ୍ଲାଟଫର୍ମ ସଂଖ୍ୟା ୧୨। 

2/10

ଆହ୍ଲାବାଦ ରେଳ ଷ୍ଟେସନ। ପ୍ଲାଟଫର୍ମ ସଂଖ୍ୟା ୧୦। 

3/10

ଚେନ୍ନାଇ ସେଣ୍ଟ୍ରାଲ ରେଳ ଷ୍ଟେସନ। ପ୍ଲାଟଫର୍ମ ସଂଖ୍ୟା ୧୭। 

4/10

ଛତ୍ରପତି ଶିବାଜୀ ଟର୍ମିନସ ରେଳ ଷ୍ଟେସନ। ପ୍ଲାଟଫର୍ମ ସଂଖ୍ୟା ୧୮।

5/10

ହାୱଡ଼ା ଜଙ୍କସନ ରେଳ ଷ୍ଟେସନ। ପ୍ଲାଟଫର୍ମ ସଂଖ୍ୟା ୨୩।

6/10

କାନପୁର ସେଣ୍ଟ୍ରାଲ ରେଳ ଷ୍ଟେସନ। ପ୍ଲାଟଫର୍ମ ସଂଖ୍ୟା ୧୦।

7/10

ଖଡ଼ଗପୁର ରେଳ ଷ୍ଟେସନ। ପ୍ଲାଟଫର୍ମ ସଂଖ୍ୟା ୧୨।

8/10

ନୂଆଦିଲ୍ଲୀ ରେଳ ଷ୍ଟେସନ। ପ୍ଲାଟଫର୍ମ ସଂଖ୍ୟା ୧୬।

9/10

ପାଟନା ରେଳ ଷ୍ଟେସନ। ପ୍ଲାଟଫର୍ମ ସଂଖ୍ୟା-୧୦।

10/10

ସିଆଲଦା ରେଳ ଷ୍ଟେସନ। ପ୍ଲାଟଫର୍ମ ସଂଖ୍ୟା-୨୧