Advertisement
Photo Details/zeeodisha/odisha2470116
photoDetails0hindi

Karma Film 2024: କେବଳ ଓଡ଼ିଶାରେ ନୁହେଁ ଓଡ଼ିଶା ବାହାରେ ବି ଚହଳ ପକାଉଛି ଫିଲ୍ମ'କର୍ମ'

Karma Film 2024: ଦଶହରା ଉପଲକ୍ଷେ ଗତ ୯ତାରିଖରେ ରିଲିଜ ହୋଇଛି ଫିଲ୍ମ କର୍ମ। ଦଶହରା ବଜାରରେ ସୁନାମି ଆଣିଦେଇଛି ଫିଲ୍ମ କର୍ମ । ବୁକ୍‌ ମାଇଁ ସୋ'ରେ କର୍ମ ଟ୍ରେଣ୍ଡିଂରେ ଅଛି ।ରାଜ୍ୟର ବିଭିନ୍ନ ହଲରେ ହାଉସ୍ ଫୁଲ ଚାଲିଛି ଫିଲ୍ମ କର୍ମର ସୋ' । ଖାଲି କର୍ମ ନୁହଁ ପୂଜା ଅବସରରେ ରିଲିଜ୍ ହୋଇଥିବା ସବୁ ଓଡ଼ିଆ ସିନେମା ଦର୍ଶକଙ୍କ ହୃଦୟ ଜିତିଛି । ସୋସିଆଲ ମିଡିଆରେ ଏନେଇ ରିଭ୍ୟୁ ରଖୁଛନ୍ତି ଅନେକ ଦର୍ଶକ । କିନ୍ତୁ ସବୁଠାରୁ ଆଗରେ ରହିଛି ଫିଲ୍ମ କର୍ମ। କେବଳ ଆମ ରାଜ୍ୟ ନୁହେଁ ରାଜ୍ୟ ବାହାରେ ବି ରିଲିଜ ହେଉଛି ଫିଲ୍ମ କର୍ମ। ତେବେ ଆସନ୍ତୁ ଜାଣିବା କେଉଁ ସହରରେ ରିଲିଜ ହେଉଛି ଫିଲ୍ମ କର୍ମ। 

1/5

ଦିଲ୍ଲୀରେ ବି କର୍ମ ର କ୍ରେଜ

2/5

ବେଙ୍ଗାଲୁରୁରେ ହାଉସଫୁଲ ହେଲା କର୍ମ

3/5

ପୁଣେରେ ଓଡ଼ିଆ ଲୋକଙ୍କ ମଧ୍ୟରେ କର୍ମ କ୍ରେଜ

4/5

ହାଇଦ୍ରାବାଦ ରେ ବି ରିଲିଜ ହେଲା ଫିଲ୍ମ କର୍ମ

5/5

ମାୟା ନଗରୀ ମୁମ୍ବାଇରେ ରିଲିଜ ହେଲା ଫିଲ୍ମ କର୍ମ