ରାଜଧାନୀ ଭୁବନେଶ୍ୱରରେ ବାଇକ ଚଳାଉଥିବା ବ୍ୟକ୍ତି ସାବଧାନ ହୋଇଯାଆନ୍ତୁ ।
ବାଇକ ଗୁଡିକରୁ ଅତ୍ୟଧିକ ଶବ୍ଦ ପ୍ରଦୂଷଣ କରୁଥିବା ସାଇଲେନ୍ସର ପାଇପ୍ ସବୁକୁ ଖୋଲି ଦେଇଛି କମିସରେଟ୍ ପୋଲିସ୍।
ରାସ୍ତାରେ ବିକଟାଳ ଶବ୍ଦ କରି ବାଇକ୍ ଚଳାଇ ଯାଉଥିବା ଚାଳକ ସାବଧାନ ହୁଅନ୍ତୁ ।
ଏନେଇ ସତର୍କ କରାଇଛନ୍ତି ଭୁବନେଶ୍ବର ଡିସିପି ପିନାକ ମିଶ୍ର ।
ଦିନକରେ ୧୦୦ରୁ ଅଧିକ ମଡିଫାଏଡ୍ ସାଇଲେନ୍ସର ପାଇପ୍ ଜବତ ହୋଇଥିବା ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି ।
ଆଉ ଭଡଭଡ ସାଉଣ୍ଟ୍ କରି ଚଲେଇ ପାରିବେନି ବୁଲେଟ୍ ।
ट्रेन्डिंग फोटोज़