Advertisement
Photo Details/zeeodisha/odisha2487453
photoDetails0hindi

Cyclone Dana: ପୁରୀରେ ବାତ୍ୟା ‘ଦାନା’ର ତାଣ୍ତବ, ଦେଖନ୍ତୁ ଫଟୋରେ ଖବର...

Cyclone Dana: ଓଡ଼ିଶା‌ ଉପକୂଳରେ ମାଡ଼ ହୋଇଛି ଭୀଷଣ ବାତ୍ୟା ‘ଦାନା’ ।  ଧାମରାର ଦକ୍ଷିଣ-ଦକ୍ଷିଣପୂର୍ବ ୨୦ କିମି ଦୂର ଅର୍ଥାତ୍‌ ଭିତରକନିକା ଅନ୍ତର୍ଗତ ହାବେଳିଖଟି ନେଚର୍‌ କ୍ୟାମ୍ପ ନିକଟରେ ରାତି ୧୨ଟାରେ ସ୍ଥଳଭାଗ ଛୁଇଁଛି । ସ୍ଥଳ ଭାଗ ଅତିକ୍ରମ କରିବା ସମୟରେ ବାତ୍ୟାର ତୀବ୍ରତା ଥିଲା ୧୦୦ ରୁ ୧୨୦ କିମି ଘଣ୍ଟାପ୍ରତି।  ଏହାର ପ୍ରଭାବରେ କେନ୍ଦ୍ରାପଡା ଓ ଭଦ୍ରକ ସମୁଦ୍ର କୂଳ ଅଶାନ୍ତ  ହୋଇପଡିଛି। ତେବେ, ବାତ୍ୟା ପରର ଦୃଶ୍ୟ କିପରି ରହିଛି ପୁରୀରେ ଦେଖନ୍ତୁ....

1/7
ଓଡି଼ଶା ଉପରୁ ଟଳିଲା ବଡ଼ ବିପଦ  ବାତ୍ୟା ‘ଦାନା’। ବାତ୍ୟା ‘ଦାନା’ର ପ୍ରଭାବ ଏକାଧିକ ଜିଲ୍ଲା ଉପରେ ପଡିଛି। ପୁରୀରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି।ଏବେବି ଲୋକୋ ବାତ୍ୟା ଅଶ୍ରୟ ସ୍ଥଳରେ ଆଶ୍ରୟ ନେଇଛନ୍ତି। 

ALSO READ: 'ଦାନା' ପ୍ରଭାବରେ ଆଜି ୧୩ ଜିଲ୍ଲାରେ ପ୍ରବଳ ବର୍ଷା, ଜାରି ହେଲା ରେଡ ଆଲର୍ଟ; ପଢନ୍ତୁ ପାଣିପାଗ ଅପଡେଟ

ALSO READ: Career Horoscope: ଅକ୍ଟୋବର ୨୬ରେ ଉଦୟ ହେବ ଏହିସବୁ ରାଶିଙ୍କ ଭାଗ୍ୟ, କର୍ମକ୍ଷେତ୍ରରୁ ମିଳିବ ଖୁସି ଖବର, ଲାଭରେ ରହିବେ ବ୍ୟବସାୟୀ!

2/7

ସେଠାରେ ସେମାନଙ୍କ ପାଇଁ ଖାଦ୍ୟ-ପେୟର ବ୍ୟବସ୍ଥା ହୋଇଛି। 

3/7
  ଏହାସହ ବାତ୍ୟା ଆଶ୍ରୟ ସ୍ଥଳରେ ଥିବା ଲୋକଙ୍କୁ ସମସ୍ତ ପ୍ରକାର ସୁବିଧା ମଧ୍ୟ ଯୋଗା ଯାଉଛି।

4/7

ଘରେ ଥିବା ଲୋକମାନଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି। 

5/7

ପରିସ୍ଥିତି ଉପରେ ଜିଲ୍ଲାପାଳ ଓ ଏସପି ନଜର ରଖିଛନ୍ତି।

6/7

ବାତ୍ୟା ଟଳିଯିବାରୁ ପୁରୀବାସୀ ଆସି ଶ୍ରୀମନ୍ଦିର ସମ୍ମୁଖରେ ଆଜି ଦୀପ ଜାଳୁଛନ୍ତି।

7/7
 ମହାବାହୁ ସେମାନଙ୍କୁ ଏ ବିପଦରୁ ରକ୍ଷା କରିଥିବାରୁ ନିଜକୁ ଧନ୍ୟ ମନେ କରି ପ୍ରଣାମ କରୁଛନ୍ତି।