Advertisement
Photo Details/zeeodisha/odisha2648544
photoDetails0hindi

ଫେବୃଆରୀ ୧୯ରୁ ଘଡଘଡି ସହ ବର୍ଷା ! ପାଣିପାଗ ବିଭାଗ ଜାରି କଲା ଚିତ୍ର

ଫେବୃଆରୀ ୧୯ ଏବଂ ୨୦ରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।

1/5

୧୯ ତାରିଖ ଦିନ ୧୦ ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣ ବର୍ଷା ହୋଇପାରେ ।

2/5

ଆଲର୍ଟ ଜାରି କରାଯାଇଥିବା ଜିଲ୍ଲା ଗୁଡିକ ମଧ୍ୟରେ ରହିଛି ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର ।

3/5

ଏଥିସହ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡାରେ ମଧ୍ୟ ହାଲୁକା ବର୍ଷା ହେବାର ଆକଳନ କରାଯାଇଛି ।

4/5

ପାଣିପାଗ ବିଭାଗ ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମ X ମାଧ୍ୟମରେ ଏହି ସୂଚନା ଜାରି କରାଯାଇଛି ।

5/5

ଆସନ୍ତା ୨ଦିନ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ସୂଚନା ପ୍ରଦାନ କରାଯାଇଛି ।