Puri: ଶ୍ରୀମନ୍ଦିର ଭିତରେ ଟଳିପଡିଲେ ସେବାୟତ, ମୃତ ଘୋଷଣା କଲେ ଡାକ୍ତର
Advertisement
Article Detail0/zeeodisha/odisha2602683

Puri: ଶ୍ରୀମନ୍ଦିର ଭିତରେ ଟଳିପଡିଲେ ସେବାୟତ, ମୃତ ଘୋଷଣା କଲେ ଡାକ୍ତର

Puri: ବୁଧବାର ଦିନ ଶ୍ରୀମନ୍ଦିର ଭିତରେ ଅଭାବନୀୟ ଘଟଣା ଘଟିଛି। ଦ୍ବିପ୍ରହର ଧୂପ ପାଇଁ ପାଣି ପକାଉଥିବା ବେଳେ ଟଳି ପଡିଲେ ସୁଆର ବଡୁ ସେବାୟତ। ଛାତିରେ ଯନ୍ତ୍ରଣା ହେବାରୁ ତଳେ ପଡ଼ି ଯାଇଥିଲେ ସମ୍ପୃକ୍ତ ସେବକ। ସମ୍ପୃକ୍ତ ସେବକ ଜଣକ ହେଉଛନ୍ତି  ସୁଆରବଡୁ ଜଗନ୍ନାଥ ସୁନାଥାଳି ।

ଶ୍ରୀମନ୍ଦିର ଭିତରେ ଟଳିପଡିଲେ ସେବାୟତ, ମୃତ ଘୋଷଣା କଲେ ଡାକ୍ତର

ପୁରୀ: ବୁଧବାର ଦିନ ଶ୍ରୀମନ୍ଦିର ଭିତରେ ଅଭାବନୀୟ ଘଟଣା ଘଟିଛି। ଦ୍ବିପ୍ରହର ଧୂପ ପାଇଁ ପାଣି ପକାଉଥିବା ବେଳେ ଟଳି ପଡିଲେ ସୁଆର ବଡୁ ସେବାୟତ। ଛାତିରେ ଯନ୍ତ୍ରଣା ହେବାରୁ ତଳେ ପଡ଼ି ଯାଇଥିଲେ ସମ୍ପୃକ୍ତ ସେବକ। ସମ୍ପୃକ୍ତ ସେବକ ଜଣକ ହେଉଛନ୍ତି  ସୁଆରବଡୁ ଜଗନ୍ନାଥ ସୁନାଥାଳି । ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ସାହାଯ୍ୟରେ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।