Cm grievance
ଆସନ୍ତା ସୋମବାର ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
Cm grievance: ଭୁବନେଶ୍ବର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବ। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ବିଭିନ୍ନ ଗଣମାଧ୍ୟମରେ ଜଣାଇ ଦିଆଯିବ ବୋଲି ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Jan 17,2025, 15:28 PM IST
senior citizens
ତୀର୍ଥଯାତ୍ରୀଙ୍କ ପାଇଁ ସ୍ପେଶାଲ ଟ୍ରେନର ଶୁଭାରମ୍ଭ କଲେ ମୋହନ ମାଝୀ
Special train for senior citizens: ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ମାଧ୍ୟମରେ ଶିରିଡ଼ି, ନାସିକ, କାମାକ୍ଷା, ବାରଣାସୀ, କୋଲକାତା ଦକ୍ଷିଣ କାଳୀ ମନ୍ଦିର, ଅଯୋଧ୍ୟା ଆଦି ୧୦ଟି ତୀର୍ଥ ସ୍ଥାନ ବୁଲିବେ ରାଜ୍ୟର ବରିଷ୍ଠ ନାଗରିକ। ଗାଁରୁ ଷ୍ଟେସନ ଓ ରେଳ ଷ୍ଟେସନରୁ ତୀର୍ଥ ସ୍ଥାନ ପର୍ଯ୍ୟନ୍ତ ଯାତାୟାତ, ରହିବା ଖାଇବା ପାଇଁ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ଯାତ୍ରା ବେଳେ ସରକାରଙ୍କ ପକ୍ଷରୁ ଗାଇଡ ଓ ଏସ୍କର୍ଟ ଟିମ୍ ସୁବିଧା ତୀର୍ଥଯାତ୍ରୀଙ୍କୁ ଯୋଗାଇ ଦିଆଯିବ। ୬୦ ବର୍ଷରୁ ୭୫ ବର୍ଷ ବୟସ୍କ ନାଗରିକମାନେ ଏହି ସୁବିଧା ପାଉଛନ୍ତି। ଅନ୍ତଦ୍ୟୋୟ, ରାସନ କାର୍ଡ, ମନରେଗା କାର୍ଡ ଭଳି ଆର୍ଥିକ ଅନଗ୍ରସର ପ୍ରମାଣପତ୍ର ଦେଇ ଆବେଦନ ମାଧ୍ୟମରେ ବରିଷ୍ଠ ନାଗରିକମାନେ ତୀର୍ଥ ଯାତ୍ରା ସୁବିଧା ପାଇପାରିବେ।
Jan 17,2025, 15:01 PM IST
Khandagiri baikunthadham
ବୈକୁଣ୍ଠଧାମରେ ବୁଲିଲା ବୁଲଡୋଜର; ସନ୍ଧ୍ୟା ସୁଦ୍ଧା ମାଟିରେ ମିଶିବ ଆଶ୍ରମ
Khandagiri baikunthadham: ଯଦି କିଛି ବାକି ରୁହେ ତେବେ ଆସନ୍ତା କାଲି ଏହାକୁ ପୂରଣ କରାଯିବ। ଏହାପରେ ୧୦୪ ଡିସିମିଲ ଜମି ଉପରେ ପାଚେରୀ ନିର୍ମାଣ କରାଯାଇ ସରକାରୀ ସମ୍ପତ୍ତିର ସୁରକ୍ଷା କରାଯିବ ବୋଲି କହିଛନ୍ତି ବିଡିଏ ଅଧିକାରୀ। ତେବେ ଆଶ୍ରମ ପରିସରରେ ଉଚ୍ଛେଦ ସମୟରେ ଯେପରି କୌଣସି ଅପ୍ରତିକର ସ୍ଥିତି ସୃଷ୍ଟି ନହୁଏ ସେଥିପାଇଁ ଆଶ୍ରମ ପରିସରରେ ବ୍ୟାପକ ପୁଲିସ ଛାଉଣୀ ହୋଇଛି। ଆଜି ସୁରକ୍ଷା କର୍ମୀଙ୍କ ସହ ଠିକଣା ସ୍ଥାନରେ ପହଞ୍ଚିଥିଲା ବିଡିଏ ଟିମ୍।
Jan 17,2025, 14:39 PM IST
IT Raid
ନବ ଦାସଙ୍କ ଭାଇ ବ୍ରଜ ଦାସଙ୍କ ଘରେ ଆଇଟି ରେଡ୍
It raid : ସ୍ବର୍ଗତ ନେତା ନବ ଦାସଙ୍କ ଭାଇ ବ୍ରଜକିଶୋଦ ରାସ ଜଣେ ସୁପର କ୍ଲାସ କଣ୍ଟ୍ରାକ୍ଟର। ଦୀର୍ଘଦିନ ଧରି ସେ ଆୟକର ଫାକିବା ନେଇ ଅଭିଯୋଗ ହେଉଥିଲା। ଏହି ଅଭିଯୋଗରେ ଚଢାଉ ହୋଇଥିବା ଅନୁମାନ। ଭୁବନେଶ୍ୱର, ଛତିଶଗଡ ଟିମ୍ର ମିଳିତ ଚଢଉ ହୋଇଥିବା ଅନୁମାନ କରାଯାଉଛି।
Jan 17,2025, 11:14 AM IST
puri jagannath temple
ଶ୍ରୀମନ୍ଦିର ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ; ସମ୍ପତ୍ତି ତାଲିକା ଦିଅ ନହେଲେ ପ୍ରମୋସନ ବନ୍ଦ
Puri Jagannath temple: ସେହିପରି ଡ୍ୟୁଟି ସମୟରେ ଶ୍ରୀମନ୍ଦିର ପ୍ରଶାସନରେ କୌଣସି ଅଧିକାରୀ ତଥା କର୍ମଚାରୀ ପାନ, ଗୁଟଖା କିମ୍ବା କୌଣସି ମାଦକ ଦ୍ରବ୍ୟ ସେବନ କରିବେ ନାହିଁ । ପ୍ରତ୍ୟେକ ମାସ ତୃତୀୟ ଶୁକ୍ରବାରରେ ବରିଷ୍ଠ ଅଧିକାରୀଙ୍କ ସ୍ତରରେ କାର୍ୟ୍ୟ ସମୀକ୍ଷା କରାଯିବ ବୋଲି ଘୋଷଣା କରିଛନ୍ତି।
Jan 17,2025, 9:36 AM IST
dalmia cement factory
ଡାଲମିଆ ସିମେଣ୍ଟ ପ୍ଲାଣ୍ଟ ଦୁର୍ଘଟଣାରେ ୩ ଶ୍ରମିକ ନିଖୋଜ
Cement factory accident: ଦାୟିତ୍ବରେ ଥିଲେ ୧୨ଜଣ ଶ୍ରମିକ। ସନ୍ଧ୍ୟା ପ୍ରାୟ ୫ଟା ୩୦ରୁ ୬ଟା ସମୟରେ ହଠାତ ଏକ ବଡ଼ ଶବ୍ଦ ହୋଇଥିଲା ଏବଂ ପ୍ଲାଣ୍ଟରୁ କରେଣ୍ଟ ଚାଲି ଯାଇ ଥିଲା। ହପରରେ ଗଚ୍ଛିତ ହଟ କୋଇଲା ଡ଼ଷ୍ଟ ହପର ତଳେ ଥିବା ପ୍ଲେଟ୍ ଖସି ଯିବାରୁ କୋଇଲା ଡଷ୍ଟ ତଳେ ଶ୍ରମିକମାନେ ଚାପି ହୋଇ ରହିଥିବା କୁହାଯାଉଛି। ନିୟମିତ ମେଣ୍ଟେନାନ୍ସ ରେ ଅବହେଳା ଯୋଗୁ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି।
Jan 17,2025, 9:15 AM IST
Odisha
ଓଡ଼ିଶାରେ ଆନ୍ତର୍ଜାତିକ ବୌଦ୍ଧ ସମ୍ମିଳନୀ ଅନୁଷ୍ଠିତ, ଯୋଗଦେଲେ ବୌଦ୍ଧଗୁରୁ ଏବଂ ପ୍ରଚାରକ
International Buddhist Conference 2025: ଓଡ଼ିଶାରେ ବୌଦ୍ଧଧର୍ମର ସଂସ୍କୃତି, ଐତିହ୍ୟ, ପର୍ଯ୍ୟଟନସ୍ଥଳୀ ଏବଂ କୀର୍ତ୍ତିରାଜିର ବିକାଶ ଏବଂ ବହୁଳ ପ୍ରଚାର ଓ ପ୍ରସାର ଦିଗରେ ସହାୟକ ହେବ ଆନ୍ତର୍ଜାତିକ ବୌଦ୍ଧ ସମ୍ମିଳନୀ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ
Jan 16,2025, 22:47 PM IST
LV Prasad Eye Institute
ଏଲ୍ ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍ ମିଠୁ ତୁଳସୀ ଚନରାଇ କ୍ୟାମ୍ପସର ୨୦ତମ ପ୍ରତିଷ୍ଠା ଦିବସ ପାଳିତ
LV Prasad Eye Institute: ଏଲ୍ ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍ ନେଟୱାର୍କର ପାଞ୍ଚଟି ଟର୍ସିଆରୀ ସେଣ୍ଟର୍ ମଧ୍ୟରୁ ପ୍ରଥମ, ଭୁବନେଶ୍ୱର ସ୍ଥିତ ମିଥୁ ତୁଳସୀ ଚନରାଇ (ଏମଟିସି) କ୍ୟାମ୍ପସ ୨୦୦୫ ମସିହାରେ ଉଦ୍ୟୋଗପତି ଶ୍ରୀଯୁକ୍ତ ଜଗଦୀଶ ଏମ ଚନରାଇଙ୍କ ସହାୟତାରେ ସ୍ଥାପିତ ହୋଇଥିଲା ଯିଏକି "ସାମାଜିକ କଲ୍ୟାଣ ସହିତ ବ୍ୟବସାୟ" ଦର୍ଶନରେ ବିଶ୍ୱାସ କରୁଥିଲେ ।
Jan 16,2025, 20:08 PM IST
Puri
ଶ୍ରୀମନ୍ଦିର ଭିତରେ ଟଳିପଡିଲେ ସେବାୟତ, ମୃତ ଘୋଷଣା କଲେ ଡାକ୍ତର
Puri: ବୁଧବାର ଦିନ ଶ୍ରୀମନ୍ଦିର ଭିତରେ ଅଭାବନୀୟ ଘଟଣା ଘଟିଛି। ଦ୍ବିପ୍ରହର ଧୂପ ପାଇଁ ପାଣି ପକାଉଥିବା ବେଳେ ଟଳି ପଡିଲେ ସୁଆର ବଡୁ ସେବାୟତ। ଛାତିରେ ଯନ୍ତ୍ରଣା ହେବାରୁ ତଳେ ପଡ଼ି ଯାଇଥିଲେ ସମ୍ପୃକ୍ତ ସେବକ। ସମ୍ପୃକ୍ତ ସେବକ ଜଣକ ହେଉଛନ୍ତି ସୁଆରବଡୁ ଜଗନ୍ନାଥ ସୁନାଥାଳି ।
Jan 15,2025, 17:56 PM IST
Tiger Skin Seized
କଳା ବାଘକୁ ମାରିଦେଇଥିବା ୪ ଶିକାରୀ ଗିରଫ
Tiger skin seized: ପୂର୍ବରୁ ବାଘ ନଖ ଓ ଦାନ୍ତ ଜବତ ସହିତ ୨ଜଣ ଶିକାରୀଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କୁ ରିମାଣ୍ଡରେ ଆଣି ପଚରାଉଚରା ପୂର୍ବ ଅଧିକ ତଦନ୍ତ ପରେ ଏହି ସଫଳତା ମିଳିଛି। ତେବେ ଘଟଣାର ମାଷ୍ଟରମାଇଣ୍ଡ ଫେରାର ଥିବାରୁ ଏସଟିଆର କର୍ତ୍ତୃପକ୍ଷ ତଦନ୍ତ ଗୋପନୀୟତା ପାଇଁ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିନାହାନ୍ତି।
Jan 15,2025, 15:12 PM IST
pension
ଦିବ୍ୟାଙ୍ଗଙ୍କୁ ବର୍ଦ୍ଧିତ ମାସିକ ଭତ୍ତା ୩୫୦୦ ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ
Pension scheme: ପ୍ରଥମେ ମୁଖ୍ୟମନ୍ତ୍ରୀ ଜୟ ଜଗନ୍ନାଥ ଜୟ ମା’ ତାରିଣୀ ଜୟ ବଳଦେବଜୀଉ କହି ନିଜର ଅଭିଭାଷଣ ଆରମ୍ଭ କରିଥିଲେ। ପବିତ୍ର ମାଟି କେନ୍ଦୁଝରରେ ରାଜ୍ୟର ବରିଷ୍ଠ ନାଗରିକଙ୍କ ବର୍ଦ୍ଧିତ ଭତ୍ତା ବିତରଣ ସମାରୋହ ଆରମ୍ଭ ହେଉଥିବା ବେଳେ ଏହା ସାରା ରାଜ୍ୟରେ ମଧ୍ୟ ମନ୍ତ୍ରୀ ବିଧାୟକ ଓ ସାଂସଦଙ୍କ ଉପସ୍ଥିତିରେ ଆରମ୍ଭ କରାଯାଇଛି। ଆଗରୁ ୧୨୦୦ ଟଙ୍କା ପାଉଥିଲେ ଓ ବୁଧବାର ଠାରୁ ୩୫୦୦ ଟଙ୍କା ଲେଖାଏଁ ସହାୟତା ପାଇବେ। ୪ ଲକ୍ଷ ୭୭ ହଜାରରୁ ଉର୍ଦ୍ଧ୍ବ ଲୋକେ ଏହାର ଲାଭ ପାଇବେ ଓ କେନ୍ଦୁଝର ଜିଲ୍ଲାର ୯୯୧୩ ଜଣ ଏହାର ଲାଭ ପାଇବେ।
Jan 15,2025, 15:00 PM IST
CM Mohan charana majhi
ବୈତରଣୀରେ ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
Odisha Cm: ସଡକ ପଥରେ ପାଟଣା ଯାଇ ସେଠାରେ ପୂର୍ଣ୍ଣତୋୟା ବୈତରଣୀ ନଦୀରେ ମକର ବୁଡ଼ ପକାଇ ଆନନ୍ଦେଶ୍ୱର ଓ ପରମେଶ୍ବର ମହାଦେବ ମନ୍ଦିର ପୂଜାର୍ଚ୍ଚନା କରିଛନ୍ତି। ପାଟଣା ସ୍ଥିତ ହରି ମହନ୍ତଙ୍କ ଘରେ କିଛି ସମୟ ବିତାଇବା ପରେ ସଡକ ପଥରେ କେନ୍ଦୁଝର ଫେରି ସର୍କିଟ ହାଉସରେ ପହଞ୍ଚି ବିଶ୍ରାମ ନେବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନରେ ଝୁମ୍ପୁରା ଦେଇ ନିଜ ଗ୍ରାମ ରାଇକଳାକୁ ଗସ୍ତ କରିବେ।
Jan 14,2025, 14:43 PM IST
fire breaks
ରାଜଧାନୀରେ ରାସ୍ତାର ଜଳିଗଲା ସଫେଇ ଗାଡ଼ି; ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
Fire breaks: ଆଜି ସକାଳେ ବିଏମ୍ସିର ସଫେଇ ଗାଡ଼ି ରାସ୍ତାରେ ଧୂଳି ସଫେଇ କରୁଥିଲା। ଡମଣା ଛକ ନିକଟରେ ହଠାତ୍ ଗାଡ଼ିରେ ନିଆଁ ଲାଗି ଯାଇଥିଲା। ଡ୍ରାଇଭର ଜାଣିପାରି ସେଠାରେ ଗାଡ଼ିଟିକୁ ଅଟକାଇଥିଲା। ପରେ ରାସ୍ତା ଉପରେ ଗାଡ଼ିଟି ହୁତୁ ହୁତୁ ହୋଇ ଜଳିଯାଇଥିଲା। ଏତେ ବଡ଼ ଅଘଟଣରେ ଡ୍ରାଇଭରର କିଛି ହୋଇ ନାହିଁ । ତେବେ ଗାଡ଼ିରେ କିପରି ନିଆଁ ଲାଗିଲା ତାର କାରଣ ଜଣାପଡ଼ିନାହିଁ। ସର୍ଟସର୍କିଟରୁ ନିଆଁ ଲାଗିଥବା ସନ୍ଦେହ କରାଯାଉଛି।
Jan 14,2025, 13:48 PM IST
Mid day Meal
ଏଣିକି ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ମିଳିବ କ୍ଷୀର; ଗୋକୁଳ ଯୋଜନାରେ ୩୦୦୦ ଗାଈ ଦେବାର ବ୍ୟ
Mid day meal: ଖୁବଶୀଘ୍ର ସ୍କୁଲ ମଧ୍ୟାହ୍ନ ଭୋଜନରେ ପିଲାମାନଙ୍କୁ ଖାଦ୍ୟ ସହ କ୍ଷୀର ମିଳିବ। ଛାତ୍ରଛାତ୍ରୀଙ୍କୁ ୨୦୦ ML ଭିଟାମିନ A ଓ D ଯୁକ୍ତ କ୍ଷୀର ଦେବାକୁ ଯୋଜନା କରୁଛନ୍ତି ସରକାର। ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସୂଚନା । ରାଷ୍ଟ୍ରୀୟ ପଶୁଧନ ଗୋକୁଳ ଯୋଜନାରେ ଦୁଗ୍ଧ ଉତ୍ପାଦନ ସଶକ୍ତ କରାଯିବ। ଗୋକୁଳ ଯୋଜନାରେ ୩୦୦୦ ଗାଈ ଦେବାର ବ୍ୟବସ୍ଥା କାଲି କରାଯାଇଛି। ଏହି ଯୋଜନାରେ ପିଲା ମାନଙ୍କ ପୋଷଣରେ ଭିଟାମିନ ରହିବା ପାଇଁ ଏପରି ଅନେକ ବ୍ୟବସ୍ଥା କରାଯିବ ବୋଲି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ କହିଛନ୍ତି।
Jan 14,2025, 13:25 PM IST
Lingaraj Temple
ଲିଙ୍ଗରାଜ ମନ୍ଦିରରେ ସେବାୟତ ବିବାଦ: ଗତ ସନ୍ଧ୍ୟାରୁ ମକର ମଣ୍ଡପରେ ଠାକୁର
ଗତକାଲି ମକର ନୀତି ପାଇଁ ସନ୍ଧ୍ୟାରେ ଠାକୁରଙ୍କ ଚଳନ୍ତି ପ୍ରତିମାଙ୍କୁ ମକର ମଣ୍ଡପକୁ ଅଣାଯାଇଥିଲା। ଏଠାରେ ଆଡ଼ମ୍ବର ସହକାରେ ପ୍ରଭୁଙ୍କୁ ଶୀତ ଘର୍ଷଣ ଲାଗି କରିବାରେ ଥିଲା। ଏହିକ୍ରମରେ ଘୃତ କମଳ ଲାଗି ପାଇଁ ସୁଆର ସେବାୟତ ସ୍ୱତନ୍ତ୍ର ପ୍ରସ୍ତୁତି କରିବା କଥା। ଏହି ଘୃତ କମଳ ପ୍ରଭୁଙ୍କୁ ଶୀତରୁ ରକ୍ଷା ଦେବା ଲାଗି ଉଦ୍ଦିଷ୍ଟ। କିନ୍ତୁ ଏହି ସେବାକୁ ନେଇ ପୂଜାପଣ୍ଡା ଓ ବଡ଼ୁ ସେବାୟତଙ୍କ ଭିତରେ ବିବାଦ ଲାଗିଥିଲା। ଏହା ବଡ଼ୁ ସେବା ହୋଇଥିଲେ ମଧ୍ୟ ପୂଜା ପଣ୍ଡା ସେବକ ଜବରଦସ୍ତ ତାଙ୍କ ସେବାରେ ହସ୍ତକ୍ଷେପ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ। ଏହାପରେ ଏେବ ସ୍ଥିତାବସ୍ଥା ବଜାୟ ରହିଛି।
Jan 14,2025, 11:46 AM IST
Odisha news
Sri Sri University: ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ମାନବ ସମ୍ବଳ ସିମ୍ପୋଜିୟମ୍ ଅନୁଷ୍ଠିତ
କଟକ: ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ପରିଚାଳନା ଅଧ୍ୟୟନ ବିଭାଗ (ଏଫ୍ଏମ୍ଏସ୍) ପକ୍ଷରୁ ଗତ ଜାନୁଆରି ୧୧ ତାରିଖ ବିଶ୍ୱବିଦ୍ୟାଳୟ ପରିସରରେ 'ଏଚ୍ଆର୍ ସିମ୍ପୋଜିୟମ୍: ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍ ଆଣ୍ଡ୍ ଏଜିଲ୍ ଏଚ୍ଆର୍' ଶୀର୍ଷକ ଏକ ଆଲୋଚନାଚକ୍ର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଏହି ସିମ୍ପୋଜିୟମ୍ ଦ୍ରୁତ ବୈଷୟିକ ଉନ୍ନତି ଉପରେ ଆଲୋକପାତ କ
Jan 13,2025, 14:05 PM IST
minister
ଯଥେଷ୍ଟ ଧାନ କିଣି ସାରିଲେଣି ସରକାର; ଆଗକୁ ଆହୁରି କିଣା ହେବ: ମନ୍ତ୍ରୀ
Paddy selling in mandi: ଯୋଗାଣ ଅଧିକାରୀଙ୍କୁ ମନ୍ତ୍ରୀ ଚେତାବନୀ ଦେଇଛନ୍ତି। ଦାୟିତ୍ୱରେ ଅବହେଳା ପାଇଁ ଜଗତସିଂହପୁର ପାରାଦ୍ୱୀପ ଏମଆଇଙ୍କୁ ନିଲମ୍ବନ କରାଯାଇଛି। ଯେଉଁଠି ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆସିବ କାର୍ଯ୍ୟାନୁଷ୍ଠାନ ହେବ। ତେବେ ମଣ୍ଡିରେ ପେଡି ଆନାଳାଇଜର ମେସିନ ଯଥେଷ୍ଟ ନଥିବା ମାନିଛନ୍ତି ଯୋଗାଣ ମନ୍ତ୍ରୀ।
Jan 13,2025, 13:06 PM IST
Elephant Mahendra
ଆଖି ବୁଜିଲା ଶିମିଳିପାଳର ୬୫ ବର୍ଷ ବୟସ୍କ ହାତୀ ମହେନ୍ଦ୍ର
Elephant mahendra: ୨୦୦୯ ମସିହା ମାର୍ଚ୍ଚ ୩୧ ତାରିଖ ରାତ୍ରିରେ ମାଓବାଦୀ ମାନେ ଶିମିଳିପାଳ ଅଭୟାରଣ୍ୟ ଭିତରେ ଥିବା ଗୁଡ଼ଗୁଡ଼ିଆ ଠାରେ ମହେନ୍ଦ୍ର ହାତୀ ଉପରକୁ ଗୁଳି ଚାଳନା କରିବା ସହିତ ତୀର ମଧ୍ୟ ମାରିଥିଲେ। ଏଥିରେ ଗୁରୁତର ଆହତ ହେଇଥିବା ମହେନ୍ଦ୍ର ଅସ୍ତ୍ରୋପ୍ରଚାର ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପୁଣି ନିଜ କାମରେ ସାମିଲ ହୋଇଥିଲା।
Jan 13,2025, 11:30 AM IST
Baleswar
ବାଲେଶ୍ବରରେ ବସ୍ତି ଉଚ୍ଛେଦ ପୂର୍ବରୁ କର୍ଫ୍ୟୁ, ଦୁଇଦିନ ପାଇଁ ରହିବ ବଳବତ୍ତର
Eviction in balasore : ସକାଳ ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ। ତୃତୀୟ ରେଳ ଲାଇନ ସମ୍ପ୍ରସାରଣ ନେଇ ସ୍ଥାନୀୟ ଅଞ୍ଚଳରୁ ବସ୍ତି ଉଚ୍ଛେଦ ପାଇଁ କର୍ଫ୍ୟୁ ଲଗାଯାଇଛି। ଏକାଧିକ ବ୍ୟକ୍ତିଙ୍କ ଏକତ୍ରିତ ହେବା, କୌଣସି ସଭା ଓ ରାଲି ଉପରେ କଟକଣା ଲଗାଇଛି ପ୍ରଶାସନ। ଏହି କର୍ଫ୍ୟୁକୁ ନେଇ ବସ୍ତି ବାସିନ୍ଦାଙ୍କ ମନରେ ଭୟ ଦେଖାଦେଇଛି। ଅନେକ ଲୋକଙ୍କ ରାତିର ନିଦ ହଜିଯାଇଛି। ବସ୍ତି ଅଞ୍ଚଳରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିର ମୁକାବିଲା କରିବା ପାଇଁ ପୋଲିସ ଛାଉଣୀ କରାଯାଇଛି।
Jan 11,2025, 12:17 PM IST
High Court Order
ବୈକୁଣ୍ଠଧାମ ଆଶ୍ରମ ପାଇଁ ବଢିଛି ଅଡ଼ୁଆ; ଅନ୍ତରୀଣ ସୁରକ୍ଷା ହଟାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
Vaikuntha dham ashram: ପୂର୍ବରୁ ପ୍ରଦାନ କରାଯାଇଥିବା ଅନ୍ତରୀଣ ଆଦେଶ ଉଠାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ସରକାରଙ୍କ ସତ୍ୟପାଠ ଉପରେ ପ୍ରତିଜବାବ ଦାଖଲ ପାଇଁ ଆବେଦନକାରୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଫେବ୍ରୁଆରି ୩କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।
Jan 11,2025, 11:51 AM IST
bmc
ମୃତକଙ୍କ ଉତ୍ତରାଧିକାରୀଙ୍କୁ ମିଳିଲା ୫ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ରାଶି, ପାଇବେ ଚାକିରି
ରାଜଧାନୀ ଭୁବନେଶ୍ୱର ହତ୍ୟାକାଣ୍ଡର ଶିକାର ହୋଇଥିବା ସଫେଇ କର୍ମଚାରୀ ସ୍ୱର୍ଗତ ସହଦେବ ଉତ୍ତରାଧିକାରୀଙ୍କୁ ମିଳିଲା ୫ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା। ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଏବଂ ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୂପକାରଙ୍କ ଉପସ୍ଥିତିରେ ଅନୁଷ୍ଠିତ ସ୍ୱତନ୍ତ୍ର ବୈଠକରେ ଆଲୋଚନା ପରେ ଏହା ସ୍ଥିର କରାଯାଇଛି ।
Jan 10,2025, 22:10 PM IST
Mandi problem
ମଣ୍ଡିକୁ ଭଲ ଧାନ ଆଣ, ୧୨ ଘଣ୍ଟା ଭିତରେ ଟଙ୍କା ଦିଆଯିବ; ମନ୍ତ୍ରୀ
Mandi problem: ଏପର୍ଯ୍ୟନ୍ତ ୨୩ ଲକ୍ଷ ମେଟ୍ରିକ ଧାନ କିଣା ସରିଛି। କମ ଦାମରେ ଧାନ କିଣି ଗଛିତ ରଖିଲେ ଚଢ଼ାଉ କରାଯିବ। ଯେଉଁଠି କଳା ବଜାରୀ ହେଉଛି, ସେଠାରେ ତୁରନ୍ତ ଚଢ଼ାଉ ହେବ ବୋଲି ସୂଚନା ଦେଇଛନ୍ତି କୃଷ୍ଣଚନ୍ଦ୍ର ପାତ୍ର।
Jan 10,2025, 14:53 PM IST
Telengana Road Accident
ତେଲେଙ୍ଗାନାରେ ଓଡିଶା ବସ୍ ଦୁର୍ଘଟଣାଗ୍ରସ୍ତ; ଚାଲିଗଲା ୪ ଯାତ୍ରୀଙ୍କ ଜୀବନ
Telengana road accident : ଯେଉଁଥିରେ ଡ୍ରାଇଭରଙ୍କ ସମେତ ୪ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ବାକି କିଛି ଯାତ୍ରୀ ଆହତ ହୋଇଥିବା ଜଣାପଡିଛି। ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତ ଯାତ୍ରୀଙ୍କ ମଧ୍ୟରେ ଅଧିକାଂଶ ଶ୍ରମିକ ରହିଥିବା ଜଣାପଡିଛି।
Jan 10,2025, 12:07 PM IST
chhatishgarh police
ନବ ଦାସଙ୍କ ପୁଅ ବିଶାଲ ଦାସ ଅଟକ; କହିଲେ ପୁଲିସର କାର୍ଯ୍ୟାନୁଷ୍ଠାନ ବେଆଇନ
Chhatishgarh police: ୮ଟି ପଞ୍ଚାୟତ ବିଶିଷ୍ଟ ଏହି ପଞ୍ଚାୟତ ସମିତିରେ ସମୁଦାୟ ୮ ଜଣ ସରପଞ୍ଚ ଏବଂ ୮ ଜଣ ସମିତିସଭ୍ୟ/ସଭ୍ୟା ରହିଛନ୍ତି। ତନ୍ମଧ୍ୟରୁ ୧୨ ଜଣ ସରପଞ୍ଚ ଏବଂ ସମିତିସଭ୍ୟ ସଭ୍ୟା ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଆଗତ କରିଥିବାରୁ ଶୁକ୍ରବାର ହେବାକୁ ଥିବା ସ୍ୱତନ୍ତ୍ର ବୈଠକରେ କେତେ ଜଣ ଜନ ପ୍ରତିନିଧି ଉପସ୍ଥିତ ହୋଇ ମତଦାନରେ ଭାଗ ନେଉଛନ୍ତି ତାହାରି ଉପରେ ସବୁକିଛି ନିର୍ଭରଶୀଳ।
Jan 10,2025, 11:36 AM IST
Naxal
ପୁଲିସ ନିକଟରେ ଆତ୍ମସମର୍ପଣ କଲେ ୧୩ ମାଓବାଦୀ
Naxal: ଆତ୍ମସମର୍ପଣ ପରେ ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ ପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ। ପ୍ରୋତ୍ସାହନ ରାଶି ହିସାବରେ ସମସ୍ତଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଦିଆଯାଇଛି।
Jan 10,2025, 11:23 AM IST
Kalahandi
କଳାହାଣ୍ଡିର ବିକାଶ ପାଇଁ ଲାଞ୍ଜିଗଡ ଖଣି ଲାଗି ଗ୍ରାମସଭା ଡାକିବାକୁ ଅଞ୍ଚଳବାସୀଙ୍କ ଦାବି
କଳାହାଣ୍ଡିର ବିକାଶ ପାଇଁ ତୁରନ୍ତ ଲାଞ୍ଜିଗଡ଼ ବକ୍ସାଇଟ୍ ଖଣିର ଗ୍ରାମସଭା କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରିଛନ୍ତି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବାସୀ । ଜିଲ୍ଲାପାଳ ଓ ବିଡିଓଙ୍କ ଜରିଆରେ ଦାଖଲ କରାଯାଇଥିବା ଏହି ନିବେଦନରେ ଲାଞ୍ଜିଗଡ଼ ବକ୍ସାଇଟ୍ ଖଣିର ବକ୍ସାଇଟ୍ ଖନନ କାର୍ଯ୍ୟ ଆରମ୍ଭ କରିବା ଏବଂ କଳାହାଣ୍ଡି ଜିଲ୍ଲାରେ ସ
Jan 9,2025, 19:21 PM IST
E-KYC
ରାସନ କାର୍ଡକୁ ନେଇ ଆସିଲା ବଡ ଖବର; ଜାନୁଆରି ୩୧ ଇ-କେୱାଇସି ପାଇଁ ଶେଷ ତାରିଖ: ମନ୍ତ୍ରୀ
E-kyc : ଜାନୁଆରି ୩୧ ଇ-କେୱାଇସି ପାଇଁ ଶେଷ ତାରିଖ। ଧାର୍ଯ୍ୟ ତାରିଖ ମଧ୍ୟରେ ରାସନ କାର୍ଡର ଇ-କେୱାଇସି ନ କଲେ କାର୍ଡ କଟିଯିବ। ଆଉ ରାସନ ମିଳିବନି। ଏନେଇ ଯୋଗାଣ ମନ୍ତ୍ରୀ ସୂଚନା ଦେଇଛନ୍ତି।
Jan 9,2025, 15:22 PM IST
Rasulgarh murder case
ସହଦେବ ନାୟକ ହତ୍ୟା ଘଟଣା; ଅଭିଯୁକ୍ତଙ୍କୁ ଫାଶୀଦଣ୍ଡ ଦାବିରେ ସଫେଇ କର୍ମୀଙ୍କ ଧାରଣା
Rasulgarh flyover murder case: ବୁଧବାର ସକାଳେ ଝିଅକୁ ସ୍କୁଲରେ ଛାଡି ସ୍କୁଟିରେ ଘରକୁ ଫେରୁଥିବା ବେଳେ ସହଦେବ ନାୟକଙ୍କୁ ରସୁଲଗଡ ଫ୍ଲାଏ ଓଭରରେ ଅଭିଯୁକ୍ତମାନେ ହତ୍ୟା କରିଥିଲେ। ଗିରଫ ତିନି ଅଭିଯୁକ୍ତ ବ୍ୟକ୍ତି ହେଉଛନ୍ତି ଲିପିକା ନାୟକ, ଲକ୍ଷ୍ମୀଧର ନାୟକ ଏବଂ ରକି ନାୟକ। ଗତକାଲି କମିସନରେଟ୍ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ଏହି ତିନି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ।
Jan 9,2025, 14:48 PM IST
Odisha CM
ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ପ୍ରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ
Odisha CM: ମୁଖ୍ୟମନ୍ତ୍ରୀ ପଞ୍ଜିନିବେଶ ଉପରେ ଗୁରୁତ୍ବ ଦେଇଥିଲେ। ପୁଞ୍ଜିନିବେଶ ପାଇଁ ପ୍ରବାସୀ ଭାରତୀୟଙ୍କୁ ଅପିଲ୍ କରିଥିଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶାର ବିକାଶ ଯାତ୍ରାରେ ସାମିଲ ହୁଅନ୍ତୁ। ବ୍ୟବସାୟ ପାଇଁ ଓଡ଼ିଶା ହେଉଛି ଉପଯୁକ୍ତ ସ୍ଥାନ। ରାଜ୍ୟ ସରକାର ସବୁ ପ୍ରକାଳ ସହଯୋଗ କରିବେ।
Jan 9,2025, 13:31 PM IST
Prime Minister
ପ୍ରବାସୀ ଭାରତୀୟଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ; କହିଲେ, ଆପଣଙ୍କ ପାଇଁ ମୁଁ ବିଦେଶରେ ଗର୍ବିତ
Indian immigrants: ଭାରତର ବିକାଶରେ ଆପଣଙ୍କ ଯୋଗଦାନ ପ୍ରଶଂସା ଯୋଗ୍ୟ। ଯୋଗଦାନ ବିକଶିତ ଭାରତ ଯାତ୍ରାକୁ ଆହୁରି ଶକ୍ତି ଦେବ। ଭାରତର ପ୍ରକୃତ ଇତିହାସକୁ ଆଗକୁ ଆଣନ୍ତୁ। ପ୍ରବାସୀ ଭାରତୀୟଙ୍କୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ। ମେଡ ଇନ ଇଣ୍ଡିଆ ସାମଗ୍ରୀ କ୍ରୟ କରିବାକୁ ଅପିଲ କରିଛନ୍ତି ମୋଦୀ। ମା’ଙ୍କ ନାମରେ ଗୋଟେ ଗଛ ଲଗାଇବାକୁ ଅପିଲ।
Jan 9,2025, 12:56 PM IST
ଭୁବନେଶ୍ୱର : କଳାହାଣ୍ଡିର ବିକାଶ ପାଇଁ ତୁରନ୍ତ ଲାଞ୍ଜିଗଡ଼ ବକ୍ସାଇଟ୍ ଖଣିର ଗ୍ରାମସଭା କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରିଛନ୍ତି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବାସୀ । ଜିଲ୍ଲାପାଳ ଓ ବିଡିଓଙ୍କ ଜରିଆରେ ଦାଖଲ କରାଯାଇଥିବା ଏହି ନିବେଦନରେ ଲାଞ୍ଜିଗଡ଼ ବକ୍ସାଇଟ୍ ଖଣିର ବକ୍ସାଇଟ୍ ଖନନ କାର୍ଯ୍ୟ ଆରମ୍ଭ କରିବା ଏବଂ କଳାହାଣ
Jan 9,2025, 12:18 PM IST
Konark
କୋଣାର୍କରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର
S jaishankar: ପୁରୀ ଜିଲ୍ଲାପାଳ ଓ ଏସ୍ପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କୋଣାର୍କ ରାସ୍ତାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ପାଇଁ ୫ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଏସ୍. ଜୟଶଙ୍କର। ଆସନ୍ତାକାଲିଠୁ ଆରମ୍ଭ ହେଉଥିବା ପ୍ରବାସୀ ଭାରତୀୟ ଦିବସରେ ସେ ସାମିଲ ହେବେ।
Jan 7,2025, 14:49 PM IST
HMPV Virus
ଏଚ୍ଏମ୍ପି ଭାଇରସକୁ ନେଇ ଲୋକସେବା ଭବନରେ ଗରୁତ୍ବପୂର୍ଣ୍ଣ ବୈଠକ; ଭୟଭୀତ ନ ହେବା ପାଇଁ କହିଲେ ସ୍ବ
Hmpv virus: ଆମ ରାଜ୍ୟରେ କିଛି ଦେଖାଯାଇ ନାହିଁ। ତେଣୁ ଓଡ଼ିଶାରେ ଗାଇଡଲାଇନ୍ ଜାରି କରାଯାଇ ନାହିଁ। ଏମ୍ସରେ ଟେଷ୍ଟ କରାଯାଉଛି। ଏନସିଡିସିରେ କଣ୍ଟ୍ରୋଲ ରହିଛି। ୨୪ ଘଣ୍ଟା ତଦାରଖ କରାଯାଉଛି। ଖୁବ୍ଶୀଘ୍ର ଟେଷ୍ଟିଂ ସେଣ୍ଟର୍ ବଢ଼ାଯିବ। ବର୍ତ୍ତମାନ ସେହିଭଳି କୌଣସି ପରିସ୍ଥିତି ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।
Jan 7,2025, 12:40 PM IST
Income tax team raids
ଠକ ହଂସିତା ଅଭିଲିପ୍ସାଙ୍କ ଘରେ ଆୟକର ଟିମର ରେଡ୍; ୧୦ଟି ସ୍ଥାନରେ ଏକକାଳୀନ ଚଢ଼ଉ
Income tax team raids: ଅନୀଲଙ୍କ ବ୍ୟାବସାୟିକ ଲିଙ୍କରେ ଥିବା କିଛି ଲୋକଙ୍କୁ ମଧ୍ୟ ପଚାରାଉଚୁରା କରି ତଥ୍ୟ ସଂଗ୍ରହ କରିଛି ପୋଲିସ। ବହୁ ଭିଭିଆଇପିଙ୍କ ସଂପର୍କୀୟ କହି ଠକେଇ କରୁଥିଲେ କରିତକର୍ମା ହଂସିତା ଓ ଅନୀଲ। ଏମାନଙ୍କ ଟାର୍ଗେଟରେ ଥିଲେ ବଡ଼ବଡ଼ିଆ, ଶିଳ୍ପପତି ଓ ବଡ଼ ବ୍ୟବସାୟୀ। ଭିଭିଆଇପିଙ୍କ ସହ ମର୍ଫ ଫଟୋ ଦେଖାଇ ଲୁଟୁଥିଲେ। ଉଭୟଙ୍କୁ ରିମାଣ୍ଡରେ ଆଣିବ କମିଶନରେଟ ପୋଲିସର ସ୍ପେଶିଆଲ କ୍ରାଇମ୍ ୟୁନିଟ।
Jan 7,2025, 11:57 AM IST
chilika
ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା; ଉଦ୍ଧାର ପାଇଁ ଚାଲିଛି ପ୍ରୟାସ
ତେବେ ଚିଲିକାରେ ଏଭଳି ଘଟଣା ନୂଆ ନୁହେଁ। ପୂର୍ବରୁ ବାରମ୍ବାର ଏଭଳି ଘଟଣା ଘଟୁଥିବାର ଖବର ଆସୁଛି। କିନ୍ତୁ ଏଥିପାଇଁ ଡଙ୍ଗା ମାଲିକଙ୍କର ନିଘା ନଥିବାରୁ ଯାତ୍ରୀ ହଟହଟା ହେଉଛନ୍ତି।
Jan 5,2025, 12:08 PM IST
ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ହାର୍ଡକୋର ମାଓବାଦୀ
maoists killed: ଦାନ୍ତେୱାଡା ଡିଆରଜି ହେଡ୍ କନଷ୍ଟେବଳ ସାନୁ କୁମାର ମାଓବାଦୀଙ୍କ ପାଲଟା ଗୁଳିର ଶିକାର ହୋଇଥିଲେ । ଜଙ୍ଗଲରୁ ୪ ମାଓବାଦୀଙ୍କ ମୃତଦେହ ଜବତ ହୋଇଛି । ଏଥିସହ ଏକେ-୪୭, ଏସଏଲଆର ସମେତ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରିଛି ପୋଲିସ ।
Jan 5,2025, 11:52 AM IST
Subhadra Scheme
ଜାନୁଆରୀ ୧୫ ପରେ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା: ଉପ ମୁଖ୍ୟମନ୍ତ୍ରୀ
Subhadra scheme : ଏବେ ଅଙ୍ଗନବାଡ଼ି ଦିଦି ମାନେ ଘର ଘର ବୁଲୁଛନ୍ତି। ତେଣୁ ଯାହାର ୫ ଏକର ଜମି ଅଛି ବା ନାହିଁ, ଏହି ଦ୍ଵନ୍ଦ ପାଇଁ ଡିସେମ୍ବର ୩୦ ଯାଏଁ ସମୟ ଦିଆ ଯାଇଥିବା ବେଳେ ବର୍ତ୍ତମାନ ଏହି ସମୟ ଅବଧିକୁ ଜାନୁଆରୀ ୧୫ ଯାଏଁ ବୃଦ୍ଧି କରାଯାଇଛି। ତେଣୁ ଜାନୁଆରୀ ୧୫ ପରେ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଆସିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।
Jan 4,2025, 15:15 PM IST
Similipal Forest
୬ରୁ ଶିମିଳିପାଳରେ ୩ ଦିନିଆ କୁମ୍ଭୀର ଗଣନା
Similipal forest: ଗଣନା ପାଇଁ ବନ କର୍ମଚାରୀଙ୍କ ଏକ ତାଲିମ କାର୍ଯ୍ୟକ୍ରମ ଗୁରୁବାର ଶେଷ ହୋଇଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଧିକାରୀଙ୍କ ଉପସ୍ଥିତିରେ ଅଭୟାରଣ୍ୟର ବିଭିନ୍ନ ରେଞ୍ଜର ବନ କର୍ମଚାରୀଙ୍କୁ ତାଲିମ ପ୍ରଦାନ କରାଯାଇଛି। ରିପୋର୍ଟ ଅନୁଯାୟୀ, ୨୦୨୧ ମସିହା ଗଣନାରେ ୮୧ଟି, ୨୦୨୨ ରେ ୮୩ଟି, ୨୦୨୩ ମସିହାରେ ୮୬ଟି କୁମ୍ଭୀର ଶିମିଳିପାଳରେ ଥିବା ବେଳେ ୨୦୨୪ ମସିହା ଗଣନାରେ ସଂଖ୍ୟା ୮୨କୁ ହ୍ରାସ ପାଇଥିଲା। ତେବେ ଚଳିତବର୍ଷ କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ଦ୍ଧି ପାଇବା ପା ନେଇ ବନ ବିଭାଗ ଆଶାବାଦ ଦୀ ରହିଛି।
Jan 4,2025, 13:03 PM IST
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା; ସମସ୍ତ ବସରେ ଲାଗିବ ସ୍ମାର୍ଟ ଡିଭାଇସ୍
Cm announcement: ଗୋଟିଏ କ୍ଲିକରେ ଗନ୍ତବ୍ୟ ସ୍ଥଳ ପାଇଁ ଯାତ୍ରୀମାନେ ଅଟୋ ଓ ଟ୍ୟାକ୍ସି ପାଇପାରିବେ। ୨ ହଜାର ଟ୍ରାଫିକ ପୋଲିସ ପୋଷ୍ଟ ସୃଷ୍ଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଓଲା, ଉବେର ଏ ସବୁ କମର୍ସିଆଲ ବେସିସରେ ଚାଲିଛି। ଏଥିରେ ମିଡିଲମ୍ୟାନ ଲାଭବାନ ହେଉଛି। ଡ୍ରାଇଭରମାନଙ୍କଠାରୁ କମିଶନି ନେଉଛି କମ୍ପାନୀ।
Jan 4,2025, 12:32 PM IST
୮ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି; ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗ ଦେବେ
Pm Narendra Modi: ଆଉ ମାତ୍ର କିଛି ଦିନ ମଧ୍ୟରେ ଜନତା ମଇଦାନରେ ହେବ ପ୍ରବାସୀ ଭାରତୀୟ ଦିବସର ମେଗା କାର୍ଯ୍ୟକ୍ରମ। ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପ୍ରସ୍ତୁତି। ୧୦ଟି ବିଶାଳ ହ୍ୟାଙ୍ଗର ଛିଡ଼ା ହେଲାଣି। ସ୍ୱତନ୍ତ୍ର ଭାବେ ତିଆରି ହୋଇଥିବା ୫ଟି ପାଭିଲିୟନ୍ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସାଜିବ।
Jan 4,2025, 12:16 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.