School Dress Code: ବଦଳିଲା ନବମ, ଦଶମ ଶ୍ରେଣୀ ପୋଷାକ ରଙ୍ଗ
Advertisement
Article Detail0/zeeodisha/odisha2455441

School Dress Code: ବଦଳିଲା ନବମ, ଦଶମ ଶ୍ରେଣୀ ପୋଷାକ ରଙ୍ଗ

ଭୁବନେଶ୍ୱର, : ରାଜ୍ୟ ଗଣଶିକ୍ଷା ବିଭାଗ ନବମ ଓ ଦଶମ ଶ୍ରେଣୀ ପୋଷାକ ରଙ୍ଗରେ ପରିବର୍ତ୍ତନ କରିଛି । ପୂର୍ବପରି ପୋଷାକର ଡିଜାଇନ୍ ସମାନ ରହିଥିବାବେଳେ କେବଳ ରଙ୍ଗ ବଦଳିଛି । ଉଭୟ ଛାତ୍ର ଓ ଛାତ୍ରୀଙ୍କ ପାଇଁ ଇଷତ୍ ଖଇରିଆ ରଙ୍ଗର ପ୍ୟାଣ୍ଟ କରାଯାଇଥିବାବେଳେ ଘିଅ ରଙ୍ଗର ଚେକ୍ ସାର୍ଟ କରାଯାଇଛି । ଛାତ୍ରୀମାନଙ୍କ ପାଇଁ ଇଷତ୍ ଖଇରିଆ ରଙ୍ଗର ଜ୍ୟାକ

School Dress Code: ବଦଳିଲା ନବମ, ଦଶମ ଶ୍ରେଣୀ ପୋଷାକ ରଙ୍ଗ

School Dress Code:ଭୁବନେଶ୍ୱର, : ରାଜ୍ୟ ଗଣଶିକ୍ଷା ବିଭାଗ ନବମ ଓ ଦଶମ ଶ୍ରେଣୀ ପୋଷାକ ରଙ୍ଗରେ ପରିବର୍ତ୍ତନ କରିଛି । ପୂର୍ବପରି ପୋଷାକର ଡିଜାଇନ୍ ସମାନ ରହିଥିବାବେଳେ କେବଳ ରଙ୍ଗ ବଦଳିଛି । ଉଭୟ ଛାତ୍ର ଓ ଛାତ୍ରୀଙ୍କ ପାଇଁ ଇଷତ୍ ଖଇରିଆ ରଙ୍ଗର ପ୍ୟାଣ୍ଟ କରାଯାଇଥିବାବେଳେ ଘିଅ ରଙ୍ଗର ଚେକ୍ ସାର୍ଟ କରାଯାଇଛି । ଛାତ୍ରୀମାନଙ୍କ ପାଇଁ ଇଷତ୍ ଖଇରିଆ ରଙ୍ଗର ଜ୍ୟାକେଟ୍ ମଧ୍ୟ ରହିଛି । ଯେଉଁ ବିଦ୍ୟାଳୟରେ ପୁରୁଣା ଡିଜାଇନ୍‌ରେ ପୋଷାକ ବିତରଣ ସରି ନଥିବ କିମ୍ବା ସିଲାଇ କରିବାକୁ ଦିଆଯାଇ ନଥିବ ସେହି ବିଦ୍ୟାଳୟରେ ଏହି ନୂଆ ଡିଜାଇନ୍ ପୋଷାକ ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା ଅଧୀନରେ ଏହା ବଣ୍ଟନ କରାଯିବ