Asima Panda Viral Video: ଓଡିଆ କଣ୍ଠଶିଳ୍ପୀ ଅସୀମା ପଣ୍ତା। ଏକାଧିକ ଫିଲ୍ମ ଓ ଆଲବମ୍ ରେ ଗୀତ ଗାଇ ଲୋକଙ୍କ ମନ କିଣିଛନ୍ତି। ସୋସିଆଲ ମିଡିଆରେ ଆକ୍ଟିଭ୍ ଥିବା ଅସୀମା ନିଜ ଜୀବନରେ ଘଟୁଥିବା ସମସ୍ତ ଘଟଣାକୁ ନିଜ ଫ୍ୟାନ୍ସ ମାନଙ୍କ ସହ ସେୟାର କରନ୍ତି। ତେବେ, ଏହାରି ଭିତରେ ଅସୀମାଙ୍କ ଏକ ଭିଡିଓ ଜୟଦେବ ବାଟିକାରୁ ଭାଇରାଲ୍ ହୋଇଛି। ଦେଖନ୍ତୁ...