Video: ବଡି ବିଲଡିଂ ଦୁନିଆରେ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଅମିତ କୁମାର ଭୁୟାଁ । ସେ ନିଜ ଶରୀର ପାଇଁ ଜିମ୍ ରେ ଖୁବ ଅଧିକ ପରିଶ୍ରମ କରିବା ସହ ଉପଯୁକ୍ତ ଖାଦ୍ୟପେୟ ନିୟମକୁ ଅନୁସରଣ କରିଥାନ୍ତି । ଅମିତ କୁମାର ଜିମ୍ ରେ କିପରି ବ୍ୟାୟାମ କରନ୍ତି ସେନେଇ ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ତାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.