Elina Samantray Video: ଓଡ଼ିଆ ଅଭିନେତ୍ରୀ ଏଲିନା ସାମନ୍ତ ରାୟ। ନିକଟରେ ସେ ହାତକୁ ଦ୍ବି-ହାତ ହୋଇଛନ୍ତି। ନିଜ ପ୍ରେମିକ ଅନୁରାଗ ପଣ୍ତାଙ୍କୁ ବିବାହ କରିଛନ୍ତି। ତେବେ, ଏହାରି ଭିତରେ ତାଙ୍କର ଏକ ପୁରୁଣା ଭିଡିଓ ଭାଇରାଲ୍ ହୋଇଛି। ତାହା ପୁଣି ଜଣେ ଅଭିନେତାଙ୍କ ସହିତ। ଚର୍ଚ୍ଚା ହେଉଛି ଯେ, ବିବାହ ପୂର୍ବରୁ ଏହି ଏଲିନା ଏହି ଅଭିନେତାଙ୍କୁ ଡେଟ୍ କରୁଥିଲେ। ତେବ