Anubhav Something Video: ନିଜ ବାୟୋଗ୍ରାଫି ଉନ୍ମୋଚନ ବେଳେ ଜାଗ୍ରତିଙ୍କ ସହ ଅନୁଭବଙ୍କ ଭିଡିଓ ଭାଇରାଲ । ନିଜ ବାୟୋଗ୍ରାଫିରେ ଓଲିଉଡ ଅଭିନେତା ଅନୁଭବ ମହାନ୍ତି ଜୀବନ ଯାତ୍ରା ବିଷୟରେ ଉଲ୍ଲେଖ ରହିଛି । ଅନୁଭବଙ୍କ ଜୀବନ କାହାଣୀକୁ ନେଇ ଉନ୍ମୋଚିତ ହୋଇଛି ପୁସ୍ତକ 'ବ୍ଲକବ୍ଲଷ୍ଟରରୁ ବାଲାଟ ବକ୍ସ'। ଏହି ପୁସ୍ତକରେ ଅନୁଭବଙ୍କ ଜନ୍ମଠାରୁ ଆରମ୍ଭ କରି ଆଲବମ, ଚଳଚ୍ଚିତ୍ର ଓ ରାଜନୀତି ଜୀବନର ଅନେକ କାହାଣୀକୁ ସ୍ଥାନିତ କରାଯାଇଛି । ଭୁବନେଶ୍ଵର ହୋଟେଲ ସ୍ୟାଣ୍ଡିସ ଟାୱାରଠାରେ ଏହାର ଉନ୍ମୋଚନ କାର୍ଯ୍ୟକ୍ରମ ରହିଥିଲା।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.