Varsha Priyadarshini: ଅନୁଭବ-ଜାଗ୍ରୃତିଙ୍କ ପଡକାଷ୍ଟ ପରେ ବର୍ଷା ସେୟାର କଲେ ନୂଆ ଭିଡିଓ । ଗତ ଦୁଇଦିନ ତଳେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏକ ଡିଜିଟାଲ ପଡକାଷ୍ଟର କିଛିଟା କ୍ଲିପ୍ । ଏଥିରେ ପୂର୍ବତନ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ତାଙ୍କ ବନ୍ଧୁ ତଥା ସାମ୍ବାଦିକା ଜାଗ୍ରତି ଶୁକ୍ଳା ରହିଛନ୍ତି। ତେବେ ବିବାହ କୁ ନେଇ କିଛି ଟା ପ୍ରଶ୍ନ ରେ ଏହି ଦୁଇ ଜଣ ଉତ୍ତର ରଖିଥିବା ବେଳେ ଜାଗ୍ରତି ରାଜି ସହ ଅନୁଭବ ଜଣେ ଭଲ ସ୍ୱାମୀ ହୋଇପାରିବେ ବୋଲି ଏବେ ବେଶ୍ ଚର୍ଚ୍ଚା ଚାଲିଛି। ଏପଟେ ଠିକ୍ ସେଇଦିନ ନିଜ ଫେସବୁକ ରେ ଏକ ମୋଟିଭେସନାଲ ଭିଡିଓ ସେୟାର କରିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ।
Also Read: Grah Chalan 2025: ଫେବୃଆରୀ ୧୯ରୁ ଗ୍ରହ ଚଳନ ରେ ବଡ଼ ହଲଚଲ୍, ଉନ୍ନତି ପଥରେ ଖୋଲିବ ୫ରାଶିଙ୍କ ଭାଗ୍ୟ
Also Read: February 10 Financial Horoscope: ସପ୍ତାହର ପ୍ରଥମ ଦିନରୁ ମାଲାମାଲ୍ ହେବେ ଏହି ୫ ରାଶି
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.