Viral Singing Video: ଆଜିର ପିଲାମାନେ କେତେ ପ୍ରତିଭାବାନ ହୋଇଛନ୍ତି ତାହା ବୋଧହୁଏ କହିବାର ଆବଶ୍ୟକତା ନାହିଁ । ବର୍ତ୍ତମାନ ଏକ ପିଲାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ 'ୟେ ଜୱାନୀ ହୋ ଦିୱାନୀ' ଚଳଚ୍ଚିତ୍ରର 'ରେ କବୀର ମାନ ଜା' ଗୀତ ଗାଉଥିବାର ନଜର ଆସିଛନ୍ତି । ଏହି ଭଡ଼ିଓ ମଧ୍ୟ ଆପଣଙ୍କୁ ଖୁସି କରିଦେବ ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.