COBRA
ଭୟ ନା ଭକ୍ତି? ପାଞ୍ଚ ବର୍ଷ ପରେ ବିଦାୟ ନେଲେ ନାଗ-ନାଗୁଣୀ, ଗାଁ କମ୍ପାଇଲା ଶଙ୍ଖ ନାଦ ସହ ହୁଳହୁଳି
Bhadrak snake rescued: ଦୀର୍ଘ ୫ ବର୍ଷ ହେବ ପ୍ରାୟ ସମୟରେ ରତ୍ନାକରଙ୍କ ପରିବାର ବାଡ଼ି ବଗିଚାରେ ଆଉ ଚାଳ ଉପରେ ଗୋଟିଏ ସାପ ଦେଖନ୍ତି, ହେଲେ ସାଧାରଣ ସାପ ଭାବି ଗୁରୁତ୍ଵ ଦିଅନ୍ତି ନାହିଁ। ତେବେ ରତ୍ନାକରଙ୍କ ପୁଅ ଶୁକ୍ରାବର ବାଡିପଟେ ବଡ଼ ନାଗସାପ ଦେଖିଥିଲେ ଓ ତାର ଗର୍ଜନ ଶୁଣି ଭୟଭିତ ହୋଇଯାଇଥିଲେ। ଆଉ ପରିବାର ଲୋକଙ୍କୁ ଏବାବଦରେ ଜଣାଇ ଥିଲେ।
Sep 23,2022, 15:42 PM IST
Odisha Politics
କେଉଁ ସ୍ୱାର୍ଥ ପାଇଁ ଯାଜପୁରରେ ବନ୍ଧା ପଡିଛନ୍ତି ଭଦ୍ରକ ନେତା?
ବନ୍ୟା ମୁକାବିଲା କ୍ଷେତ୍ରରେ ଭଦ୍ରକ ବାରମ୍ବାର ବିଫଳ ହେଉଛି। ସ୍ବାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଜିଲ୍ଲା ବହୁ ପଛରେ ପଡିଛି। ଯଦି ଆମେ ଭଦ୍ରକ ବନ୍ୟା ପରିସ୍ଥିତିକୁ ଦେଖିବା, ତେବେ ବୈତରଣୀ ନଦୀର ବାମ ପାର୍ଶ୍ଵରେ ୪ଗୋଟି ଏସ୍କେପ ରହିଛି। ଫଳରେ ବନ୍ୟା ସମୟରେ ଜଳ ପ୍ରବାହିତ ହୋଇ ଭଦ୍ରକ ଜିଲ୍ଲାର ବିକାଶ କ୍ଷେତ୍ରରେ ବାରମ୍ବାର ବାଧା ସାଜୁଛି। ସେହିପରି ଭଦ୍ରକ ଜିଲ୍ଲାରେ ସ୍ବାସ୍ଥ୍ୟ ବ୍ୟବସ୍ଥା ଭୁଷୁଡି ପଡିଛି।
Sep 4,2022, 18:21 PM IST
bhadrak son return
Son Return: ହାତରେ ଚିତା ଦେଖି ୩୨ ବର୍ଷ ପରେ ହଜିଲା ପୁଅକୁ ଚିହ୍ନିପାରିଲେ ପରିବାର ଲୋକେ
Son Return To Home: ଦୀର୍ଘ ୩୨ ବର୍ଷ ପରେ (After 32 Years) ଗାଁକୁ ଫେରିଛି ପୁଅ। ଏଥିପାଇଁ ଗାଁ (Village) ଦାଣ୍ଡରେ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ପୁଅ ଫେରିବା ଖୁସିରେ ପୁରା ଅଞ୍ଚଳରେ ଖୁସିର (Happiness) ଲହରୀ ଖେଳିଯାଇଛି।
Sep 3,2022, 17:21 PM IST
odisha flood alert
Odisha Flood Alert: ଆମର ଚୁଡା ଗୁଡ ଆବଶ୍ୟକ ନାହିଁ, ବନ୍ୟାର ସ୍ଥାାୟୀ ପ୍ରତିକାର ଆବଶ୍ୟକ
Odisha Flood Update: ପ୍ରତିବର୍ଷ ବନ୍ୟା ପାଣିରେ ଆମେ ରହୁଛୁ ହେଲେ ଆମ ବର୍ଷକର ପରିଶ୍ରମର ଚାଷ ଏଇ ବନ୍ୟା ଉଜାଡି ଦୋଉଛି। ଆଉ ଆମର ରିଲିଫ ଆବଶ୍ୟକ ନାହିଁ କିମ୍ବା ଚୁଡାଗୁଡ ଆବଶ୍ୟକ ନାହିଁ। ଆମେ ବନ୍ୟା ସମସ୍ୟାର ସ୍ଥାୟୀ ସମାଧାନ ଚାହୁଁଛି।
Aug 23,2022, 23:29 PM IST
last king odisha
ପ୍ରଶାସନିକ ଅବହେଳା ଯୋଗୁଁ ଶେଷ ହୋଇଯିବ ଓଡ଼ିଶାର ଶେଷ ହିନ୍ଦୁ ରାଜାଙ୍କ ଶେଷ ପରିଚୟ
"ଆସିଲା କଳା ପାହାଡ, ଭାଙ୍ଗିଲା ଲୁହାର ବାଡ଼, ପିଇଲା ମହାନଦୀ ପାଣି, ସୁବର୍ଣ୍ଣ ଥାଳିରେ ହୀରା ପରାଶିଲେ ମୁକୁନ୍ଦ ଦେବଙ୍କ ରାଣୀ।" ଇତିହାସ ପୃଷ୍ଠାରେ ଲିପିବଦ୍ଧ ହେଇଥିବା ଏହି ଉକ୍ତିର କ୍ଷେତ୍ର ଆଜି ଅବହେଳିତ ଓ ଅନାଲୋଚିତ ହୋଇ ରହିଯାଇଛି।
Jul 16,2022, 21:22 PM IST
Bhadrak
Viral Video ସ୍ତ୍ରୀ କହିଲା,ତାଙ୍କ ସାଙ୍ଗ ସହିତ ମୋର ଆଶୀଳ ଭିଡିଓକୁ ଭାଇରାଲ କରିଛନ୍ତି ମୋ ସ୍ୱାମୀ
ଏହି ଘଟଣା ବିଷୟରେ ଅଭିଯୋଗ ହୋଇଛି ଧାମନଗର ଥାନାରେ। ଯେଉଁଠି ସଁ ସ୍ତ୍ରୀ କହିଛି ଯେ, ସ୍ୱାମୀ ତାଙ୍କ ସାଙ୍ଗ ସହ ତାଙ୍କର ଏକ ଅନ୍ତରଙ୍ଗ ମୁହୂର୍ତ୍ତ ଭିଡିଓକୁ,ନିଜେ ଜାଣିଶୁଣି କରାଇଛନ୍ତି ଏବଂ ଏହାକୁ ଭାଇରାଲ କରାଛନ୍ତି । ଯାହାକୁ ନେଇ ଧାମନଗର ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି।
Jun 18,2022, 23:05 PM IST
Graveyard
ଶବକୁ ମଶାଣି ମନା; ସମାଧି ଉପରେ ତିଆରି ହେଲା ଖେଳ ପଡ଼ିଆ
ଉର୍ମିଳାଙ୍କ ଦେହାନ୍ତ ହେଲା ପରିବାର ଲୋକ ଧାମନଗର ବ୍ଲକର ରାଧାବଲ୍ଲବପୁର ପଞ୍ଚାୟତ ଛତ୍ରପଦା ମଶାଣିରେ ଶବଦାହ କରିବାର ପ୍ରସ୍ତୁତ କରିଥିଲେ। ହେଲେ ଗାଁ ମଶାଣି ଯେ ଆଉ ନାହିଁ ଏକଥା ପରିବାର ଲୋକ ଜାଣିନଥିଲେ। ଶହ ଶହ ବର୍ଷର ପୁରୁଣା ମଶାଣୀ ଏବେ ମଶାଣି ନୁହେଁ ଖେଳ ପଡିଆ ପାଲଟିଯାଇଛି।
May 30,2022, 12:27 PM IST
ମାଟି ମାଫିଆ ସହ ମିଶି ଧାମନଗରକୁ ଖୋଳ କରିଦେଲେ ରାଜସ୍ୱ ଅଧିକାରୀ!
ଅଭିଯୋଗ ଅନୁସାରେ ଆନନ୍ଦପୁର ପଞ୍ଚାୟତର ଗୋଲେଇବନ୍ଧ ପଛପଟେ ବାଳିଆପିଟା, ଚମ୍ପାବାଗ ନିକଟ ଗେଙ୍ଗୁଟି କୂଳ, ପାହାଡ଼ପୁର ମାଳିଛନ୍ଦା ଗେଙ୍ଗୁଟି ପଠା, ଖଡ଼ିପଦା ପଞ୍ଚାୟତର କାଞ୍ଜିଆପାଳ ବାଲି ଉପର, କନକେଇ ପାଖ ଜଙ୍ଗଲ, ପଞ୍ଚାୟତ ଅଫିସ ପଛପଟ ଅନାବାଦି ଜମି, ଦୋବଲ ପଞ୍ଚାୟତର ସୋଧ, ନନ୍ଦିପୁର, କୋଳେଇପଦା, ମୁସ୍ତଫାପୁର ବେଲଗଡ଼ିଆ, ରଘୁନାଥପୁର, ସେନାପତିଆ ପୋଖରୀ ଆଡ଼ି, ପଧାନିର ଦଶନ୍ଧିକୂଳ, ସୋହଡ଼ାର କଣ୍ଟାପାରୀ, ଷେଣ୍ଢପୁର ନଦୀକୂଳ ଆଦି ଅଞ୍ଚଳରୁ ମନ ଇଛା ମାଟି ଚାଲାଣ ହେଉଅଛି।
May 22,2022, 16:16 PM IST
ବିନା ଡାକ୍ତରରେ ୫ ବର୍ଷ ହେବ ଚାଲିଛି ବନ୍ତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର
ଭଦ୍ରକରୁ ପଡୋଶୀ କେନ୍ଦୁଝର ଜିଲ୍ଲାକୁ ସଞ୍ଜୋଗ କରୁଥିବା ୫୩ ନମ୍ବର ରାଜ୍ୟ ରଜପଥ ନକଟରେ ଏହି ହସ୍ପିଟାଲ ଅବସ୍ଥିତ । ଏଇ ହସ୍ପିଟାଲ ୨ଟି ଉପରେ ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ ସମେତ ପଡୋଶୀ କେନ୍ଦୁଝର ଜିଲ୍ଲାର ହାଟଡିହ ବ୍ଲକର ଲୋକମାନେ ମଧ୍ୟ ସମ୍ପୂର୍ଣ୍ଣ ନିର୍ଭର କରିଥାନ୍ତି ।
May 21,2022, 13:05 PM IST
ତିନି କନିଆକୁ ଦୁଇ ବର: ଦୁଇ ଭଉଣୀଙ୍କୁ ଭେଟିବାକୁ ଆସି ଫସିଗଲେ ପ୍ରେମିକ, ଏମିତି ହେଲା ବାହାଘର
ପ୍ରେମିକାଙ୍କ ପଡ଼ିଶା ଘରେ ବାହାଘର ଚାଲିଥିଲା। ଏହାର ମଉକା ନେଇ ନିଜ ପ୍ରେମିକଙ୍କୁ ଭେଟିବାକୁ ଦୁଇ ଭଉଣୀ ମନ ବଳାଇଥିଲେ। ସେମାନେ ଫୋନ କରି ଦୁଇ ପ୍ରେମିକକୁ ଡାକିଥିଲେ। ଆଉ ଚତୁର ପ୍ରେମିକମାନେ ମିଛ ବରଯାତ୍ରୀ ସାଜି ପ୍ରେମିକାର ଗାଁକୁ ମଧ୍ୟ ଆସିଥିଲେ।
May 11,2022, 10:33 AM IST
ବିରଳ ସମ୍ପର୍କ: ଏକାଠି ହେଲେ ବର-ଓସ୍ତ, ଦେବ ବୃକ୍ଷର ବିବାହ କରାଇ ଚର୍ଚ୍ଚାରେ ମହେଶ୍ୱର
ବର ଓ ଓସ୍ତ ଗଛର ବିରଳ ବାହାଘର କରାଇ ମାଳଦା ପଞ୍ଚାୟତ ରଘୁନାଥପୁର ହରିଜନ ସାହିର ମହେଶ୍ୱର ଜେନା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ବୃକ୍ଷପ୍ରେମୀ ମହେଶ୍ୱର ଦୀର୍ଘ ୬ ବର୍ଷ ତଳେ କଣ୍ଟିଘାଇ ନିକଟ ଓଷଳା ନିକଟରେ ବାଟୋଇମାନଙ୍କ ବିଶ୍ରାମ ଉଦ୍ଦେଶ୍ୟରେ ଦୁଇଟି ବର ଓ ଓସ୍ତ ଗଛ ଲଗାଇଥିଲେ। ନିଜର ସନ୍ତାନ ଭଳି ତାହାର ଯତ୍ନ ନେଇ ସେ ବଡ଼ କରିଥିଲେ।
May 6,2022, 12:51 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.