Advertisement

Odisha Congress

alt
ରାଜ୍ୟ କଂଗ୍ରେସର ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଆଜି କାଳିମାଡ଼ ହୋଇଥିବା ଜଣାପଡ଼ିଛି। କଂଗ୍ରେସ ଭବନ ଚାମ୍ବରରେ ବସିଥିବା ବେଳେ ତାଙ୍କୁ କାଳିମାଡ଼ ହୋଇଛି। ଦଳର ଅସନ୍ତୋଷ ଗୋଷ୍ଠୀ କାଳିମାଡ଼ କରିଥିବା ଜଣାପଡ଼ିଛି। ସୂଚନଯୋଗ୍ୟ, ଆଜି ସକାଳେ ଶ୍ରୀ ପଟ୍ଟନାୟକ କୌଣସି ଏକ କାମରେ କଂଗ୍ରେସ ଭବନରେ ନିଜ ଚ୍ୟାମ୍ବରରେ ବସିଥିବା ବେଳେ କିଛି ଅସନ୍ତୁଷ୍ଟ ଗୋଷ୍ଠୀର ଯୁବକମାନେ ତାଙ୍କ ଚ୍ୟାମ୍ବରକୁ ଜୋର ଜବରଦସ୍ତ ପସି ଆସିଥିଲେ। ଚ୍ୟାମ୍ବର୍ ଭିତରେ ହୋ ହାଲା ହୋଇ ନାରାବାଜି ଦେବା ସହ ପିସିସି ସଭାପତିଙ୍କ ଉପରେ ଯୁବକମାନେ କାଳିମାଡ଼ କରି ସେଠାରୁ ପଳାଇ ଯାଇଥିଲେ। ଘଟଣାପରେ କଂଗ୍ରେସର ବରିଷ୍ଠ ନେତାମାନେ କଂଗ୍ରେସ ଭବନରେ ପହଞ୍ଚି ପସିସି ସଭାପତିଙ୍କ ସହ ଆଲୋଚନା କରିଥିବା ଦେଖିବାକୁ ମିଳିଛି।
Jun 21,2024, 19:52 PM IST
alt
ମୋଦିଙ୍କ ଭକ୍ତ ହେଉଛନ୍ତି ଜଗନ୍ନାଥ ଏଭଳି ମତ ରଖିଥିବା ବିଜେପି ସଂସଦୀୟ ପ୍ରାର୍ଥୀ ଡ଼ ସମ୍ବିତ ପାତ୍ରଙ୍କ ଉପରେ ବର୍ଷିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ ଓ ଏଆଇସିସି ମୁଖପାତ୍ର ପବନ ଖେରା । ୨୪ ଘଣ୍ଟା ବିତିଲାଣି କାହିଁକି ସନାତନ ଧର୍ମର ନାରା ଦେଉଥିବା ପ୍ରଧାନମନ୍ତ୍ରୀ ମୋଦି ଏଯାବତ ସମ୍ବିତ ପାତ୍ରଙ୍କୁ ଦଳରୁ ବହିସ୍କୃତ କରିନାହାନ୍ତି । ସେପଟେ ଜଗନ୍ନାଥଙ୍କୁ ନେଇ ଏଭଳି କହିଥିବାରୁ କ୍ଷମା ପ୍ରାର୍ଥନା ଗ୍ରହଣୀୟ ନୁହେଁ ।ଓଡ଼ିଆ ଅସ୍ମିତା ଉପରେ କହୁଥିବା ଦଳ ଜଗନ୍ନାଥଙ୍କୁ ନେଇ କହିବା ଅପରାଧ । ତେଣୁ ଜନମତରେ ତାହା ପ୍ରଭାବିତ ହେବା ସହ ଏହା ସାରା ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି।ତେଣୁ ରାଜ୍ୟରେ ଅନେକ ପ୍ରସଙ୍ଗ ରହିଥିବା ବେଳେ ତାକୁ ଗୁରୁତ୍ୱ ନ ଦେଇ ରତ୍ନଭଣ୍ଡାର ଓ ଚାରିଦ୍ୱାର ଖୋଲିବା ଆଦି
May 21,2024, 17:52 PM IST
alt
Mar 14,2024, 11:52 AM IST
Read More

Trending news