Advertisement

Puri ratha yatra

alt
ମହାପ୍ରଭୁଙ୍କ ଆଡପମଣ୍ଡପ ପହଣ୍ଡି ସମୟରେ ଘଟିଥିଲା ଇତିହାସର ସବୁଠାରୁ ଅଭାବନୀୟ ଘଟଣା। ଚାରମାଳ ଉପରୁ ଖସିପଡିଲେ ବଡଠାକୁର ଶ୍ରୀବଳଭଦ୍ର ମହାପ୍ରଭୁ। ସାରା ବିଶ୍ୱବ୍ରହ୍ମାଣ୍ଡ ସ୍ତବ୍ଧ ହୋଇଗଲା। ହେଲେ କାହିଁକି ଘଟିଲା ଏଭଳି ହୃଦୟ ବିଦାରକ ଘଟଣା। କାହାର ଭୁଲ ପାଇଁ ମହାପ୍ରଭୁଙ୍କୁ ଲାଗିଲା ଏଭଳି ଆଘାତ। ଏଣୁ ଏଭଳି ଘଟଣାକୁ ଅତି ଗୁରୁତ୍ୱର ସହିତ ନେଇ ରଥଯାତ୍ରା ପରେ ଛାନବିନ ଆରମ୍ଭ କରିଥିଲା। ଏମିତିକି ଦୋଷ କରିଥିବା ବ୍ଯକ୍ତିଙ୍କୁ ଖୋଜି ବାହାର କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ, ନିତି ପ୍ରଶାସକ ଓ ସିଟିଡିଏସପିଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିଲା। ଏହି କମିଟି ମଙ୍ଗଳବାର ଦିନ ବଳଭଦ୍ର ମହାପ୍ରଭୁଙ୍କ ବାଡଗ୍ରାହୀଙ୍କ ସହ ଖୁଣ୍ଟିଆ ସେବାୟତ,ପ୍ରତିହାରୀ ସେବାୟତ,ଜେଟିପିଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ବରିଷ୍ଠ ସେବାୟତଙ୍କୁ ଡ
Aug 15,2024, 15:39 PM IST
alt
ଆଜି ଆଷାଢ଼ ଶୁକ୍ଲପକ୍ଷ ଷଷ୍ଠି ତିଥି । ଏହି ତିଥିରେ ମହାପ୍ରଭୁଙ୍କ ହେରାପଞ୍ଚମୀ ନୀତି ଆଜି ରାତ୍ରରେ ଅନୁଷ୍ଠିତ ହେବ। ଜନ୍ମବେଦୀ ଗୁଣ୍ଡିଚାମନ୍ଦିରରେ ଚାଲିଛି ମହାପ୍ରଭୁଙ୍କ ଲୀଳାଖେଳା। ଅଭିମାନିନୀ ମା ମହଲଷ୍ମୀ ନନ୍ଦିଘୋଷ ରଥର ଖଣ୍ଡେ କାଠ ଭାଙ୍ଗିବେ। ମହାପ୍ରଭୁଙ୍କ ଦର୍ଶନ ନ ପାଇ ରାଗ ଜର୍ଜରିତା ମା ମହାଲଷ୍ମୀ ଅଧର ଚୁମ୍ବିତ ଆଜ୍ଞାମାଳ ପାଇ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିବେ। ସେପଟେ ଆସନ୍ତାକାଲି ଗୁଣ୍ଡିଚା ମନ୍ଦିରରେ ସକାଳଧୂପ ପରେ ଆଜ୍ଞାମାଳ ଆସି ତିନି ରଥର ଦକ୍ଷିଣମୋଡ କରାଯିବ। ସେଥିପାଇଁ ରଥର ସାମାନ୍ୟ ମରାମତି କରାଯାଇଛି। ଅନ୍ୟପଟେ ଆସନ୍ତା। ୧୪ ତାରିଖ ରବିବାର ନବମୀ ସଂଧ୍ୟା ଦର୍ଶନ ଉପଲକ୍ଷେ ସକାଳୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଆଡପମଣ୍ଡପରେ ଭକ୍ତ କରିପାରିବେ ଦର୍ଶନ। ସେପଟେ ଆଜି ମଧ୍ୟ ଶରଧାବାଲିରେ ପ୍ରବଳ ଗହଳି ଦ
Jul 11,2024, 20:13 PM IST
alt
Jul 6,2024, 16:00 PM IST
alt
Jun 15,2024, 15:52 PM IST
alt
May 28,2024, 21:00 PM IST
alt
ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥଖଳା ଚଳଚଞ୍ଚଳ। ଷୋଳଦିନରେ ପହଞ୍ଚିଛି ରଥ ନିର୍ମାଣ। ତିନି ରଥର ନାହାକା ଅଖ ନିର୍ମାଣ ଅନୁକୂଳ ପୂଜା ବିଶ୍ଵକର୍ମା ସେବକଙ୍କ ଦ୍ବାରା ସମ୍ପନ୍ନ ହୋଇଛି। ଆସନ୍ତା ବୁଧବାର ଶ୍ରୀକ୍ଷେତ୍ର ଭଉଁରି ତିଥିରେ ଚକାଡେରା ନୀତି ପାଳିତ ହେବ। ଏଣୁ ତାଳଧ୍ଵଜ ରଥର ୧୪ଟି ଚକ ମଧ୍ୟରୁ ୨ଟି ନାହାକା ଚକ ଓ ୨ଟି ପଡ଼ି ନାହାକା ଚକ ନିର୍ମାଣ ଶେଷ ହୋଇଛି। ଆଉ ଦୁଇଟି ପଡ଼ି ନାହାକା ଚକ ମଧ୍ୟରୁ ଗୋଟିଏର ଅରସାଲ ଶେଷ ହୋଇ ପଇ ବିନ୍ଧ ଚାଲୁରହିଛି। ଏହା ଶେଷ ହେବା ପରେ ପଞ୍ଚମ ଚକରେ ପଇ ସଂଯୋଗ ହେବା ତାଳଧ୍ଵଜ ରଥର ଦୁଇଟି ୨୦ ଫୁଟିଆ ଓରା କାଠର ଚଉପଟ କାର୍ଯ୍ୟ ଜାରି ରହିଛି। ଏହି ଓରା ଚାରି ନାହାକା ଉପରେ ସଂଯୋଗ ହେବା ପରେ ରଥର ପ୍ରଥମ ଭୂଇଁ ଉଠିବା ଦର୍ପଦଳନ ରଥର ଚାରିଟି ନାହାକା ଚକ ମଧ୍ୟରୁ ତିନିଟି ନାହାକ
May 27,2024, 20:26 PM IST
alt
ଆସନ୍ତା ୧୦ତାରିଖରେ ପବିତ୍ର ଅକ୍ଷୟ ତୃତୀୟା। ଏହି ପବିତ୍ର ତିଥିରେ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥନିର୍ମାଣର ଶୁଭ ଅନୁକୂଳ ହେବ। ଏଣୁ ଶ୍ରୀପଞ୍ଚମୀ ପୂର୍ବରୁ ପର୍ଯ୍ଯାୟ କ୍ରମେ ରଥକାଠ ରଥଖଳାକୁ ଆସୁଛି। ତେବେ ଫାସିକାଠର ଅଭାବୀ ନେଇ ଗତ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା। ହେଲେ ଏଥର ଫାସିକାଠର ଯୋଗାଇ ଦେବାକୁ ଅଣ୍ଟା ଭିଡିଛନ୍ତି ଗଞ୍ଜାମ ବାସୀନ୍ଦା। ମହାପ୍ରଭୁଙ୍କ ରଥପାଇଁ ୨ଶହରୁ ୩ଶହ ଗଛ ରହିଛି। ଆସ୍କା ଅଞ୍ଚଳରୁ ପ୍ରଥମ ପର୍ଯ୍ୟାୟରେ ଚାରୋଟି ଫାସିଗଛ କାଟି ୧୪ଖଣ୍ଡ କାଠ ରଥଖଳାରେ ପହଞ୍ଚିଛି। ଆହୁରି ଆଠଗାଡି କାଠ ମହଜୁଦ ରହିଛି। ତାହା ଆସିବ। ମହାପ୍ରଭୁଙ୍କ ରଥନିର୍ମାଣରେ ଲାଗୁଥିବା ଫାସିକାଠର ଅଭାବ ହେବ ନାହିଁ ବୋଲି ଆସ୍କାରୁ କାଠ ନେଇ ଆସିଥିବା ଭକ୍ତ କହିଛନ୍ତି। ତେବେ ଏହି ଫାସିକାଠରେ ରଥର ଗୁର
May 7,2024, 14:26 PM IST

Trending news