Advertisement

Sambalpur News

फोटो

alt
ଆଜି ଦୁଇ ଟା ସୁଦ୍ଧା ୨୦ ଟା ଗେଟ ଦେଇ ହେବ ହୀରାକୁଦ ଜଳ ଭଣ୍ଡାର ର ଜଳ ନିଷ୍କାସନ | କୋଡିଏ ଟି ଗେଟ ଖୋଲିଲେ ତିନି ଲକ୍ଷ କିଉଷେକ ଜଳ ଆଗାମୀ ଛତିଶ ଘଣ୍ଟା ରେ ମୁଣ୍ଡଳୀ ରେ ପହଂଚିବ | ମୁଣ୍ଡଳୀ ରେ ଦୁଇ ଲକ୍ଷ କିଉଷେକ ଜଳ ଆସୁଥିବା ବେଳେ ହୀରାକୁଦ ରୁ ତିନି ଲକ୍ଷ ସହ ପାଞ୍ଚ ଲକ୍ଷ କିଉଷେକ ଜଳ ନିଷ୍କାସନ ହେଲେ ମଧ୍ୟ ବାତ୍ୟା ପାଇଁ କୌଣସି ଭୟ ନାହିଁ ବୋଲି ସୂଚନା ଦେଲେ ହୀରାକୁଦ ର ମୁଖ୍ୟ ଯନ୍ତ୍ରୀ |ଏବେ ଦିନ ଗୋଟାଏ ସୁଦ୍ଧା ହୀରାକୁଦ ଜଳଭଣ୍ଡାର କୁ ଉପର ମୁଣ୍ଡରୁ ଦୁଇ ଲକ୍ଷ ଛପନ ହଜାର ଶହେ ଏକ କିଉଷେକ ଜଳ ପ୍ରବେଶ କରୁଥିବା ବେଳେ ଦୁଇ ଲକ୍ଷ ବାବନ ହଜାର ଆଠ ଶହ କିଉଷେକ ଜଳ ନିଷ୍କାସନ କରାଯାଉଛି | ଦର୍ଶକ ମଧ୍ୟ ଏଭଳି ଅନୁପମ ଦୃଶ୍ୟ ଦେଖି ଖୁସି ଅନୁଭବ କରୁଛନ୍ତି | ଏବେ ଚଉଦ ଟି ଗେଟ ଦେଇ ଜଳ ନିଷ୍କାସନ କରାଯାଉଥିବା ବେଳେ ଦୁଇଟା ପ
Jul 28,2024, 15:52 PM IST
alt
ଜୀ ଓଡିଶା ର ପ୍ରଭାବ | ନିଲମ୍ବନ ହେଲେ ଜଟୁ ପଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଉଷା ହର ଓ ସହକାରୀ ଶିକ୍ଷୟିତ୍ରୀ ସୈରେନ୍ଦ୍ରି ହାତୀ ଙ୍କର ଏକ ମାସର ଦରମା ବନ୍ଦ |ସୂଚନା ଥାଉ କି ଗତ ୧୮ ତାରିଖ ଜ଼ୀ ଓଡିଶା ରେ ଏହି ଖବର ସ୍ୱତନ୍ତ୍ର (ଏକ୍ସକ୍ଲୁସିଭ) ଭାବେ ପ୍ରସାରଣ ହୋଇଥିଲା | କୁନି କୁନି ସ୍କୁଲ ଛାତ୍ର ଛାତ୍ରୀ ମାନେ ବିପଦ ସଂକୁଳ ଗାଡ଼ିଆ ରେ ମଧ୍ୟାହ୍ନ ଭୋଜନ ଖାଇ ଥାଳି ଧୋଇବା ପାଇଁ ଯାଇଥିଲେ ସେଇ ଗାଡ଼ିଆ ରେ କୌଣସି ଅଘଟଣ ଘଟିବାର ସମ୍ଭାବନା ରହିଛି | ସ୍କୁଲ ପରିସର ରେ ଛାତ୍ର ମାନଙ୍କୁ ଶ୍ରମିକ ଭଳିଆ କାମ କରେଇବା ତଥା ମଧ୍ୟାହ୍ନ ଭୋଜନ ସମୟରେ ସ୍କୁଲ ର ସମସ୍ତ ଛାତ୍ର ଛାତ୍ରୀ ଥାଳି ଧୋଇବାକୁ ସ୍କୁଲ ପରିସର ର ୧୦୦ ମିଟର ବାହାରେ ଥିବା ଗାଡ଼ିଆ କୁ ଯିବା ଘଟଣା ରେ ହୋଇଛି ଏହି କାର୍ଯ୍ୟାନୁଷ୍ଠାନ l ସ
Jul 23,2024, 13:13 PM IST
alt
ଯୁବତୀଙ୍କ ମୁଣ୍ଡରୁ ଛୁଞ୍ଚି ବାହାରିବା ଘଟଣା, ଆଜି ପୁଣି ଭୀମସାରରେ ଅସ୍ତ୍ରୋପଚାର କରାଯାଇଛି | ଅସ୍ତ୍ରୋପଚାର ପରେ ଆଜି ଆଉ ୭ଟି ଛୁଚି ବାହାରିଥିବା ନିର୍ଦ୍ଦେଶର ସ୍ବଷ୍ଟ କରିଛନ୍ତି | ସ୍ଵତନ୍ତ୍ର ଡ଼ାକ୍ତରୀ ଦଳ ଏହି ଅପରେସନ କରିଛନ୍ତି | ଆଜି ୭ଟି ଛୁଂଚିକୁ ମିଶାଇ ସମୁଦାୟ ୭୭ ଛୁଂଚି ବାହାରିଥିବା ଜଣାପଡିଛି | ସି- ଆର୍ମ ଟେକ୍ନଲୋଜିରେ ପରୀକ୍ଷା କଲା ପରେ ଏହି ଛୁଂଚି ଥିବା ଜଣାପଡିଥିଲା | ତେବେ ଯୁବତୀ ଜଣକ ଏବେ ସୁସ୍ଥ ଥିବା ଜଣାପଡିଛି | ଏହି ଘଟଣା ବିରଳ ହୋଇଥିବାବେଳେ ଆଗକୁ ମେଡିକାଲ ସାଇନ୍ସରେ କେସ ଷ୍ଟଡି ହିସାବରେ ନିଆଯାଇପାରେ ବୋଲି ନିର୍ଦ୍ଦେଶକ କହିଛନ୍ତି | ଏହା ସହ ଅନ୍ଯ ଯଦି କେହି ଏହି ଛୁଂଚି ଥେରାପିର ଶିକାର ହୋଇଛନ୍ତି ତେବେ ଡାକ୍ତରଙ୍କୁ ପରାମର୍ଶ କରିବା ପାଇଁ ନିର୍ଦ୍ଦେଶକ କହିଛନ୍ତି |
Jul 20,2024, 15:39 PM IST
alt
ଶେଷ ହୋଇଛି ନନ୍ଦପଡା ର ବଂ ବରାଡ଼ ବାଲୁଙ୍କେଶ୍ୱର ବାବା ଙ୍କର କନ୍ୟା ଅନ୍ବେଷଣ ବା ପତରପେଣ୍ଡି ଉତ୍ସବ | ସମ୍ବଲପୁର ନନ୍ଦପଡା ର ବାବା ବାଲୁଙ୍କେଶ୍ୱର ଙ୍କ ମନ୍ଦିର ରୁ ସପ୍ତ ଋଷି ଏକ ବିରାଟ ପଟୁଆର ରେ ବାହାରି କନ୍ୟା ଅନ୍ବେଷଣ ଆରମ୍ଭ କରିଥିଲେ | ଚାରିଦିଗ ରେ କନ୍ୟା ଅନ୍ବେଷଣ କାର୍ଯ୍ୟକ୍ରମ ଜାରି ରହିଥିଲା |ପରେ ସେମାନେ ସୂଚନା ପାଇଥିଲେ ଯେ ଚାରଭାଟି ର ସୁମନ୍ତ୍ର ପଣ୍ଡା ଓ ନିତିପ୍ରିୟା ଦେବୀ ଙ୍କର ଏକ ସୁଶୀଳ କନ୍ୟା ରହିଥିବା ଖବର ପାଇଁ ତାଙ୍କ ବାସଭବନ ରେ ବର ପିତା ଙ୍କ ସହ ପହଂଚି ଥିଲେ ସପ୍ତ ରୁଷି | ବାବା ଙ୍କର ଗୁଣ ଗାନ କରି ମାତା ପାର୍ବତୀ ଙ୍କର ହାତ ମାଗିଥିଲେ ଋଷି ଗଣ | କିନ୍ତୁ କନ୍ୟା ପିତା ପ୍ରଥମେ କହିଥିଲେ ଯେ ବାବା ହେଉଛନ୍ତି ସ୍ମଶାନ ବାସୀ ଝିଅଙ୍କୁ ନେଇ କେଉଁଠି ରଖିବେ | ଋଷି ଗଣ କହିଥିଲେ ଯେ ବାବା ଭୋଳାନାଥ ହ
Jun 7,2024, 16:13 PM IST
alt
ସମ୍ବଲପୁର ଜିଲ୍ଲାପାଳ ଓ ଏସ ପି କଣ ରୋମାନ୍ସ କରୁଥିଲେ କି ବୋଲି ପ୍ରଶ୍ନ କରିଛନ୍ତି ସମ୍ବଲପୁର ବିଧାୟକ ତଥା ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର | ଗତବର୍ଷ ହନୁମାନ ଶୋଭାଯାତ୍ରା ସମୟରେ ଯେଉଁ ଦଙ୍ଗା ହୋଇଥିଲା ତାହା ଜିଲ୍ଲା ପ୍ରଶାସନ ଦ୍ୱାରା ପ୍ରାୟୋଜିତ | ଯେଉଁ ଜାଗା ରେ ଦଙ୍ଗା ହେଲା ସେ ଜାଗା ରେ ପୋଲିସ ମୃତୟନ ହୋଇ ନ ଥିଲେ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଜୟ ନାରାୟଣ | ସେଥିପାଇଁ ଏଭଳି ଘଟଣା ଘଟିଥିଲା | ସୂଚନା ଥାଉ କି ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫରୁ ଏ ବର୍ଷ ହନୁମାନ ଶୋଭାଯାତ୍ରା କୁ ବାରଣ କରାଯାଇଛି |କୋଲକାତା ହାଇକୋର୍ଟ ର ଅର୍ଡର ଅନୁଯାୟୀ ସମସ୍ତ ଙ୍କୁ ରାଲି କିମ୍ବା ଶୋଭାଯାତ୍ରା କରାଯିବାର ଅଧିକାର ରହିଛି, କାହିଁକି ସମ୍ବଲପୁର ରେ ଏହାର ବିପରୀତ | କଣ ପାଇଁ ଏହି ଅଞ୍ଚଳ କୋର୍ଟ ର ଅର୍ଡର କୁ ଅବମାନନା କରାଯ
Apr 16,2024, 12:13 PM IST
alt
ସମ୍ବଲପୁର ର ସାମାଜିକ ଗଣମାଧ୍ୟମ ରେ ପ୍ରସନ୍ନ ଙ୍କୁ ବିରୋଧ | ଗୁରୁବାର ଦିନ ସନ୍ଧ୍ୟା ରେ ବିଜୁ ଜନତା ଦଳ ତରଫରୁ ସମ୍ବଲପୁର ବିଧାନସଭା ଟିକେଟ ଘୋଷଣା ହେବା ପରେ ବିରୋଧ ଦେଖିବାକୁ ମିଳିଛି | ସ୍ଥାନୀୟ ନେତା ଙ୍କୁ ଟିକେଟ ଦେବା ପାଇଁ ସାଧାରଣ ରେ ଦାବୀ ହେଉଛି | ସମ୍ବଲପୁର ଏକ ସଂସ୍କୃତି ସମ୍ପର୍ଣ୍ଣ ପୁରାତନ ସହର ଏଠାରେ କଣ ନେତା ନାହାନ୍ତି ସେଥିପାଇଁ ବାହାର ଜିଲ୍ଲା ରୁ ନେତା ଙ୍କୁ ସିଟ ଦିଆଯାଉଛି ବୋଲି ପ୍ରଶ୍ନ କରାଯାଇଛି | କୌଣସି ଆପତ୍ତି ଅଭିଯୋଗ ପାଇଁ ଆମକୁ ବରଗଡ଼ ଯିବାକୁ ପଡିବ, ତା ସହ ସେ ଅବିଭକ୍ତ ସମ୍ବଲପୁର ର ନାଗରିକ ଥିବା ବେଳେ ଅନ୍ୟ କଥା ଥିଲା | ଏବେ ସେ ବରଗଡ଼ ଜିଲ୍ଲା ର ଲୋକ | ତାଙ୍କୁ ତାଙ୍କ ସ୍ଥାନ ରେ ଟିକେଟ ଦିଅନ୍ତୁ ଏବଂ ସ୍ଥାନୀୟ ନେତୃତ୍ୱ କୁ ଗୁରୁତ୍ୱ ଦେଇ ଏଠାକାର ନେତା ଙ୍କୁ ସୁଯୋଗ ଦିଅନ୍ତୁ ବୋଲି ସା
Apr 13,2024, 18:52 PM IST
alt
Apr 13,2024, 12:39 PM IST
alt
ମାର୍ଚ୍ଚ ୧୮ ତାରିଖ ରେ ଜ଼ୀ ଓଡିଶା ନିୟୁଜ ର ଦୃଷ୍ଟିବାଧିତ ଙ୍କ ଉପରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ପ୍ରସାରଣ ହୋଇ ଥିବା କାର୍ଯ୍ୟକ୍ରମ କୁ ସ୍ୱୀକୃତି ଦେଲେ ଓଡିଶା ସରକାର |ସୋମବାର ଦିନ ଭୁବନେଶ୍ୱର ରେ ପ୍ରଦର୍ଶନ ହେବ ସ୍ମାର୍ଟ ଷ୍ଟିକ ଓ ସ୍ମାର୍ଟ ସେନ୍ସର | ଭୁବନେଶ୍ୱର ର ଭିନ୍ନକ୍ଷମ ସାମାଜିକ ସୁରକ୍ଷା ର ପ୍ରମୁଖ ସଚିବ ବିଷ୍ନୁପଦ ସେଠୀ ଏକ ଚିଠି ମାଧ୍ୟମ ରେ ଆଶିଷ ମାହାନା ଙ୍କୁ ତାଙ୍କର ଡିଭାଇସ ପ୍ରଦର୍ଶନ କରିବା ପାଇଁ ଆମନ୍ତ୍ରଣ କରିଛନ୍ତି | ସୋମବାର ଦିନ ଭୁବନେଶ୍ୱର ଠାରେ ଦୃଷ୍ଟିବାଧିତ ଛାତ୍ରଛାତ୍ରୀ ଙ୍କ ସମ୍ମୁଖରେ ଏହି ସ୍ମାର୍ଟ ଷ୍ଟିକ ଓ ସେନ୍ସର ପ୍ରଦର୍ଶନ କରିବେ ସମ୍ବଲପୁର ରଂପେଲା ଗାଁ ର ଯୁବ ବୈଜ୍ଞାନିକ ଆଶିଷ କୁମାର ମାହାନା | ସେ ସମ୍ବଲପୁର ରୁ ରବିବାର ରାତି ରେ ବାହାରି ସୋମବାର ଦିନ ଏହି ପ୍ରକଳ୍ପ ପ୍ରଦର
Apr 6,2024, 15:52 PM IST
alt
Mar 23,2024, 12:39 PM IST
alt
ଦୃଷ୍ଟିବାଧିତ ଙ୍କ ପାଇଁ ସ୍ମାର୍ଟ ଡିଭାଇସ ଉଇଥ GPS ଓ ମଲ୍ଟି ସେନ୍ସର ଡିଭାଇସ ତିଆରି କରି ଚର୍ଚ୍ଚା ରେ ଯୁବ ଇଞ୍ଜିନିଅର ଆଶିଷ ମହାନା | ସମ୍ବଲପୁର ରେଙ୍ଗାଲି ରଂପେଲା ରେ ଅବସ୍ଥାନ କରୁଥିବା ଆଶିଷ ଦୃଷ୍ଟି ବାଧିତ ଙ୍କୁ ବିଭିନ୍ନ ଅସୁବିଧା ର ସମ୍ମୁଖୀନ ହେଉଥିବା ର ଦେଖି ସେ ଏଭଳି ଦୁଇଟି ଡିଭାଇସ ତିଆରି କରିଛନ୍ତି | ଯେଉଁଥିରେ କି ଜଣେ ଦୃଷ୍ଟି ବାଧିତ ବ୍ୟକ୍ତି ନିଆଁ, ଇଲେକଟ୍ରିକ କରେଣ୍ଟ ପାଣି କୌଣସି ଯାନବାହାନ କିମ୍ବା ଗଛ ଇତ୍ୟାଦି ଆସିଲେ ଷ୍ଟିକ ସେନ୍ସର ଦ୍ୱାରା ତାଙ୍କୁ ଭାଇବ୍ରେସନ ସହ ଆଲାର୍ମ ବାଜିବ, ଯତଦ୍ୱାରା ସେ ସତର୍କ ହୋଇଯିବ |ଏଥିପାଇଁ ଏଭଳି ଦୁଇଟି ଡିଭାଇସ ତିଆରି କରିଥିବାରୁ ତାଙ୍କୁ ରାଜଗାଙ୍ଗପୁର ରେ ତାଙ୍କୁ ସମ୍ମାନିତ କରାଯାଇଛି | ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ସମ୍ବଲପୁର ପ୍ରତିନିଧି ଅଜୟ କୁମାର
Mar 18,2024, 14:13 PM IST
alt
Mar 11,2024, 12:26 PM IST
alt
ସମ୍ବଲପୁରୀ ଧନୁଯାତ୍ରାର ଦ୍ୱିତୀୟ ଦିବସରେ ମହାପ୍ରତାପି ମହାରାଜ କଂସ ନଗର ଭ୍ରମଣ କରି ଫେରିବା ପରେ ସନ୍ଧ୍ୟାରେ ରାଜ ଦରବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ରଙ୍ଗ ସଭା ରେ ଗୀତ ସଂଗୀତ ସହ ସମ୍ବଲପୁରୀ ନାଚ ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା |ତା ପରେ ଦେବକୀ ର ଅଷ୍ଟମ ଗର୍ଭ ମଥୁରାରେ ଶ୍ରୀକୃଷ୍ଣ ଜନ୍ମ ସହ ଗୋପପୁରକୁ ପ୍ରେରଣ କରାଯାଇଥିଲା। ଏଥିପାଇଁ ଗୋପପୁରରେ ଆନନ୍ଦ ଉଲ୍ଲାସ ପ୍ରକାଶ ପାଇବା ସହିତ ଧାର୍ମିକ ମନୋଭାବରେ ଗୋପପୁର ପ୍ରକମ୍ପିତ ହୋଇ ଥିଲା।ଏହି ଖବର ପ୍ରସାରିତ ହେବା ପରେ ଟାମ୍ପରସରାର ପିଙ୍କି ପଣ୍ଡା ଓ ବରାହମୁଣ୍ଡାର ପୁଷ୍ପା ବନଛୋର ଗୋପପୁରେ ପହଞ୍ଚି ସଂକିର୍ତ୍ତନ ପରିବେଷଣ କରିଥିଲେ। ସେପଟେ ମଥୁରାନଗରୀରେ ଶ୍ରୀକୃଷ୍ଣ ଜନ୍ମ ପରେ ଗୋପପୁର ପ୍ରେରଣ ଓ ବିଜୁଳି କନ୍ୟା ଆବିର୍ଭାବ ଦୃଶ୍ୟ ଦର୍ଶକ ମହଳରେ ଅପୂର୍ବ ଆଧ୍ୟା
Mar 8,2024, 15:26 PM IST
alt
ଦିଲ୍ଲୀରେ ରାଷ୍ଟ୍ରପତି ଙ୍କୁ ଭେଟିଲେ ଓଡ଼ିଶା ଛାତ୍ର ସଙ୍ଗଠନ| ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ଦାବିପତ୍ର ପ୍ରଦାନ କଲେ ସମ୍ବଲପୁର ପୁଅ ସୌମ୍ୟରଂଜନ ବଡ଼ପଣ୍ଡା | ନୂଆଦିଲ୍ଲୀ ରେ ଗତ ପାଞ୍ଚ ତାରିଖ ରେ ମହାମହିମ ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୂର୍ମୁ ଙ୍କୁ ଭେଟିଲେ ଶ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟର ଓଡ଼ିଶା ଛାତ୍ର ସଙ୍ଗଠନ। ରାଷ୍ଟ୍ରପତି ଙ୍କୁ ଓଡ଼ିଶାର ବିଭିନ୍ନ ସମସ୍ୟା ଉପରେ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା । ଓଡ଼ିଶା ତଥା ଭାରତରେ ବୈଦିକ ପରମ୍ପରା ତଥା ଗୁରୁକୁଳ ପରମ୍ପରା କୁ ସୁଦୃଢ କରିବା,ସମସ୍ତ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ରେ ଓଡ଼ିଶାର ବରପୁତ୍ର ବୀର ସୁରେନ୍ଦ୍ର ସାଏ,ପଣ୍ଡିତ ରଘୁନାଥ ମୁର୍ମୁ, ଭୀମ ଭୋଇ,ଗଙ୍ଗାଧର ମେହେର,ରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ଭଳି ବିଭିନ
Mar 7,2024, 12:13 PM IST
alt
ଶେଷ ହେଲା ଜାତୀୟ ଆଦିବାସୀ ମହୋତ୍ସବ | ପରିଚୟ ଅନୁଷ୍ଠାନ ଦ୍ୱାରା ଆୟୋଜିତ ଏହି ଜାତୀୟ ମହୋତ୍ସବ ଟି ସମ୍ବଲପୁର ର phed ପଡିଆ ରେ ଅନୁଷ୍ଠିତ ହୋଇଥିଲା | ଏହି ମହୋତ୍ସବ ରେ ଦେଶର ଆଦିବାସୀ ଭାଷା ସଂସ୍କୃତି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ର ସମାଗମ ଦେଖିବାକୁ ମିଳିଥିଲା | କୋଲକାତା ଝାରଖଣ୍ଡ ମଧ୍ୟ ପ୍ରଦେଶ ଇତ୍ୟାଦି ରାଜ୍ୟରୁ ଆଦିବାସୀ ମାନଙ୍କର ହସ୍ତ ତିଆରି ସାମଗ୍ରୀ ଓ ବ୍ୟବହାର କରୁଥିବା ଦ୍ରବ୍ୟ ଆଣିଥିଲେ | ଗତ ମାସ ୨୫ ତାରିଖ ରୁ ମାର୍ଚ୍ଚ ତିନି ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଆୟୋଜିତ ହୋଇଥିଲା | ପ୍ରତ୍ୟେକ ଦିନ ସନ୍ଧ୍ୟା ରେ ଆଦିବାସୀ ସଂଗୀତ ଓ ନୃତ୍ୟ ପରିବେଷଣ କରାଯାଉଥିଲା | ସ୍ଥାନୀୟ ବାସିନ୍ଦା ମଧ୍ୟ ଏ ଭଳି ଏକ ମହୋତ୍ସବ ଆୟୋଜନ ହୋଇଥିବା ରୁ ଖୁସି ହେବା ସହ ବିଭିନ୍ନ ସ୍ରମଗ୍ରୀ କିଣାକିଣି କରିଥିଲେ |
Mar 4,2024, 11:39 AM IST
View More

Trending news