Advertisement

Sand Art

alt
କେରଳର ୱାୟନାଡରେ ଭୟଙ୍କର ଭୂସ୍ଖଳନ ଘଟି ଶତାଧିକ ଲୋକ ଙ୍କ ମୃତ୍ୟୁ ହୋଇଚି। ଏହି ଘଟଣା ସାରା ଦେଶ ବାସୀ ଙ୍କୁ ସ୍ତବ୍ଧ କରିଦେଇଛି। ସାରା ଦେଶରେ ଶୋକର ଛାୟା ଖେଳଯାଇଛି। ଏହି ଦୁଃଖଦ ଘଟଣା ରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଙ୍କୁ ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମି ରେ ଏକ ବାଲୁକା ଚିତ୍ରକଳା ନିର୍ମାଣ କରି ମୃତକ ଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସେହି ପରି ଏହି ଘଟଣା ଆହତ ହୋଇ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ସୁଦର୍ଶନ। ଏହି ଦୁଃଖଦ ସମୟ ରେ ସାରା ଭାରତ ବାସି ଏକଜୁଟ ହୋଇ ସବୁ ପ୍ରକାର ସାହାଯ୍ୟ ସହଯୋଗ କରିବା ପାଇଁ ସୁଦର୍ଶନ ପଟ୍ଟନାୟକ ତାଙ୍କ ବାଲୁକା ଚିତ୍ରକଳା ମାଧ୍ୟମ ରେ ସମସ୍ତ ଙ୍କୁ ବାର୍ତା ଦେଇଛନ୍ତି। ପୁରୀ ବେଳାଭୂମି ର ନିଳାଦ୍ରୀ
Aug 2,2024, 14:39 PM IST
alt
ପରାକ୍ରମ ଦିବସ ନେତାଜୀ ଜୟନ୍ତୀ ଅବସରରେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନଙ୍କ ଦ୍ଵାରା ପ୍ରସ୍ତୁତ ବାଲୁକାକଳାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି। ପରାକ୍ରମ ଦିବସ ଅବସରରେ ରେଡ ଫୋର୍ଟ ଠାରେ ଏକ ଆକର୍ଷଣୀୟ ତଥା ସୁନ୍ଦର୍ ବାଲୁକା କଳା ପ୍ରସ୍ତୁତ କରିଥିଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।ଏହି ବାଲୁକା କଳାରେ ପରାକ୍ରମ ଦିବସର ବାର୍ତ୍ତା ରହିଥିବା ବେଳେ ୫୦୦ ଷ୍ଟିଲ ବାଉଲ୍ ଇନଷ୍ଟଲ କରାଯାଇ ।ପ୍ରାୟ ୮ ଟନ୍ ବାଲୁକାରେ କଳାକୃତିକୁ ଆହୁରି ଆକର୍ଷଣୀୟ କରିପାରିଛନ୍ତି। ପ୍ରାୟ ୭ ଫୁଟ ଉଚ୍ଚର ଏହି ବାଲୁକାକଳା କରିଛନ୍ତି ସୁଦର୍ଶନ । ପରାକ୍ରମ ଦିବସ ଅବସରରେ ସୁବାସ ବୋଷଙ୍କ ୧୨୭ତମ ଜନ୍ମ ଜୟନ୍ତୀ ପାଳନ ହେଉଥିବା ବେଳେ ନେତାଜୀଙ୍କ ଏକ ବାଲୁକା ଚିତ୍ରକୁ ଏହି ବାଲୁକାକଳାରେ ସେ ସ୍ଥାନ ଦେଇଛନ୍ତି।
Jan 24,2024, 14:26 PM IST
alt
ଆସନ୍ତା ୨୨ତାରିଖରେ ଅଯୋଧ୍ଯାରେ ରାମ ମନ୍ଦିର ପ୍ରତିଷ୍ଠା ସହ ହେବ ଶ୍ରୀରାମଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ। ଏହି ଅବସରରେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଅଯୋଧ୍ଯାରେ ଗଢିଛନ୍ତି ଏକ ଆକର୍ଷଣୀୟ ବାଲୁକାକୃତି। ଏଥିରେ ପ୍ରାୟ ୨୩ଫୁଟ୍ ଉଚ୍ଚତା ବିଶିଷ୍ଟ ଶ୍ରୀରାମଙ୍କର ଏକ ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି। ତେବେ ପାଞ୍ଚଶହ ବର୍ଷ ପରେ ମନ୍ଦିର ପ୍ରତିଷ୍ଠା ହେଉଥିବାରୁ ବାଲୁକାରେ ନିର୍ମିତ ରାମମନ୍ଦିର ଉପରେ ପାଞ୍ଚଶହଟି ରାମମନ୍ଦିରର କ୍ଷୁଦ୍ର ପ୍ରତିକୃତି ଗଢି ବାଲୁକାକୃତିକୁ ଅଧିକ ଆକର୍ଷଣୀୟ କରିଛନ୍ତି। ଏଥିସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ଯ ନାଥଙ୍କ ଯୋଡିହସ୍ତ ମୁଦ୍ରାରେ ରହିଥିବା ପ୍ରତିକୃତିକୁ ଅତି ନିଖୁଣ ଭାବେ ପ୍ରଦର୍ଶିତ କରାଯାଇ
Jan 21,2024, 19:52 PM IST

Trending news