CUET PG Exam 2025: ଏହି ଦିନରୁ ଆରମ୍ଭ ହେବ ସିୟୁଇଟି ପିଜି ପରୀକ୍ଷା
Advertisement
Article Detail0/zeeodisha/odisha2614490

CUET PG Exam 2025: ଏହି ଦିନରୁ ଆରମ୍ଭ ହେବ ସିୟୁଇଟି ପିଜି ପରୀକ୍ଷା

CUET PG Exam 2025 : ସ୍ନାତକୋତ୍ତରରେ ନାମଲେଖା ପାଇଁ ସର୍ବଭାରତୀୟ  ସ୍ତରରେ ହେବ ଏକକ ବିଶ୍ବ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା (ସିୟୁଇଟି) । ଏନେଇ ଆବେଦନ ପ୍ରକ୍ରିୟା ଚାଲିଛି। 

CUET PG Exam 2025: ଏହି ଦିନରୁ ଆରମ୍ଭ ହେବ ସିୟୁଇଟି ପିଜି ପରୀକ୍ଷା
CUET PG Exam 2025 : ସ୍ନାତକୋତ୍ତରରେ ନାମଲେଖା ପାଇଁ ସର୍ବଭାରତୀୟ  ସ୍ତରରେ ହେବ ଏକକ ବିଶ୍ବ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା (ସିୟୁଇଟି) । ଏନେଇ ଆବେଦନ ପ୍ରକ୍ରିୟା ଚାଲିଛି।  ଫେବୃଆରୀ  ୧ ତାରିଖ ଯାଏଁ  ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସିଂ ଓ୍ବେବ୍ ସାଇଟ୍ ରେ ଚାଲିବ ଆବେଦନ।  ଏହି ପରୀକ୍ଷା ଦେଶରେ ସମସ୍ତ କେନ୍ଦ୍ରୀୟ ବିଶ୍ବ ବିଦ୍ୟାଳୟ , ବିଭିନ୍ନ ରାଜ୍ୟ ବିଶ୍ବ ବିଦ୍ୟାଳୟ , ବେସରକାରୀ ବିଶ୍ବ ବିଦ୍ୟାଳୟମାନେ ଭାଗ ନେଇଛନ୍ତି।
 
 
 
ଫେବୃଆରୀ ୨ ତାରିଖ ଯାଏଁ ଆବେଦନ ଫି ଦାଖଲ କରିବାର ଶେଷ ତାରିଖ ରହିଛି। ସେହିପରି,୩ ରୁ ୫ ତାରିଖ ମଧ୍ୟରେ ଫର୍ମ ସଂଶୋଧନ ସୁଯୋଗ ମିଳିବ।  ମାର୍ଚ୍ଚ ପ୍ରଥମ ସପ୍ତାହରେ ପରୀକ୍ଷା କେନ୍ଦ୍ରର ସହର ନାମ ଘୋଷଣା କରାଯିବ।  ଏପରିକି ମାର୍ଚ୍ଚ ୧୩ ରୁ  ୩୧ ତାରିଖ ମଧ୍ୟରେ ପରୀକ୍ଷା କରାଯିବ। ଏନେଇ ସମସ୍ତ ସୂଚନା ଏନଟିଓ ଓ୍ବେବସାଇଟ୍ WWW.nta.ac.in ରେ ଉପଲବ୍ଧ ରହିଛି।