ରବିବାର ଦିନ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ହାଇଦ୍ରାବାଦର ଜୁବୁଲି ପାହାଡରେ ଥିବା ଘରକୁ ଆକ୍ରମଣ କରାଯାଇଛି। ବିକ୍ଷୋଭକାରୀମାନେ ତାଙ୍କ ଘରେ ଭଙ୍ଗାରୁଜା କରିଛନ୍ତି।
ରବିବାର ଦିନ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ହାଇଦ୍ରାବାଦର ଜୁବୁଲି ପାହାଡରେ ଥିବା ଘରକୁ ଆକ୍ରମଣ କରାଯାଇଛି।
ବିକ୍ଷୋଭକାରୀମାନେ ତାଙ୍କ ଘରେ ଭଙ୍ଗାରୁଜା କରିଛନ୍ତି।
6 members of Osmania University Joint Action Committee (OU-JAC) pelted stones at .@alluarjun 's residence, held placards & staged a protest. Who is hurt so badly by Allu Arjun? This entire episode doesn't seem to be genuine public outrage, but some political vendetta. Who is it? pic.twitter.com/cBVv7VlJrJ
— BhikuMhatre (@MumbaichaDon) December 22, 2024ଅଲ୍ଲୁ ଅର୍ଜୁନଙ୍କ ଘର ବାହାରେ ହୋଇଥିବା ଦୁର୍ବୁର୍ତ୍ତଙ୍କ ଆକ୍ରମଣ ପରେ ତାଙ୍କ ବାପା ଏବେ ପ୍ରତିକ୍ରିୟା ଦେଇଛନ୍ତି।
ସେ କହିଛନ୍ତି ଯେ ଘର ବାହାରେ ଯାହା ଘଟିଛି ସମସ୍ତେ ଦେଖିଛନ୍ତି। କିନ୍ତୁ ଏହା ଉପରେ କିଛି କହିବା ଆମ ପାଇଁ ଉପଯୁକ୍ତ ସମୟ ନୁହେଁ।
ଏହି ମାମଲାରେ ଜେଏସି ନେତାମାନେ ସାମିଲଥିବା ଅଭିଯୋଗ ହୋଇଛି ଏବଂ ପୋଲିସ ୮ ଜେଏସି ନେତାମାନଙ୍କୁ ଅଟକ ରଖିଛି।
The incident of stone pelting at actor Allu Arjun's residence in Hyderabad highlights the shocking failure of law and order under the Congress government in the state. Incidents reflect the administration's inability to protect & ensure the safety and security of citizens.… pic.twitter.com/xhRMmNs1mj
— G Kishan Reddy (@kishanreddybjp) December 22, 2024ट्रेन्डिंग फोटोज़